Odia News Portal
Browsing Tag

Punjab

ରାଜନୀତିକୁ ଆସିବେ ଦୀପ ସିଦ୍ଧୁ

ରାଜନୀତିକୁ ଏଣ୍ଟ୍ରି କରିବେ ଲାଲ କିଲ୍ଲା ହିଂସାର ଅଭିଯୁକ୍ତ ତଥା ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ। ଗଢ଼ିବେ ନିଜର ନୂଆ ଦଳ। ନିଜ ନୂଆ ରଜନୈତିକ ଦଳ ଗଠନ କରି ସେ ବିଧିବଦ୍ଧ ଭାବେ ରାଜନୀତିରେ ପ୍ରବେଶ କରିବେ।- ସିଦ୍ଧୁଙ୍କ ନିକଟବର୍ତ୍ତୀ ବ୍ୟକ୍ତିଙ୍କ କହିବା ଅନୁଯାୟୀ, ଏହି ଅଭିନେତା ବୁଧବାର…

ଆଜି ଆଇପିଏଲରେ ପଞ୍ଜାବକୁ ଭେଟିବ ରାଜସ୍ଥାନ

ଦୁବାଇ: ଆଇପିଏଲ୍ ୨୦୨୧ ରେ ଆଜି ପଞ୍ଜାବ କିଙ୍ଗସ୍ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ କଡ୍ଡା ଟକ୍କର ଦେଖିବାକୁ ମିଳିପାରେ । ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ। ଦୁଇଟି ପାୱାର୍ ହିଟର୍ ଦଳ ମଧ୍ୟରେ ଅନୁଷ୍ଠିତ ହେବ ଆଜିର ମ୍ୟାଚ୍ । ଗୋଟିଏ ପଟେ କ୍ରିସ୍ ଗେଲ୍,…

ଚରଣଜିତ ସିଂହ ଚନ୍ନୀ ହେଲେ ପଞ୍ଜାବର ପ୍ରଥମ ଦଳିତ ଶିଖ୍ ମୁଖ୍ୟମନ୍ତ୍ରୀ

ଅମୃତସର: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଚରଣଜିତ ସିଂହ ଚନ୍ନୀ । ଏନେଇ ସୂଚନା ଦେଇଛନ୍ତି ପଞ୍ଜାବ ଦାୟିତ୍ୱରେ ଥିବା ପ୍ରଭାରୀ ହରିଶ ରାୱତ । ତେବେ ସେ ପ୍ରଥମ ଦଳିତ ଶିଖ୍ ଭାବେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଏହାପୂର୍ବରୁ ସେ ବିଧାନସଭା ଦଳର ନେତା ଭାବରେ ମଧ୍ୟ ନିର୍ବାଚିତ…

ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବାକୁ ମନାକଲେ ଅମ୍ବିକା ସୋନି

ଅମୃତସର: ପଞ୍ଜାବରେ କଂଗ୍ରେସ ମୁଖ୍ୟମନ୍ତ୍ରୀ କାହାକୁ କରିବ ସେ ନେଇ ବଡ ଚିନ୍ତାରେ ବଡି ଯାଇଛି । ଗାନ୍ଧୀ ପରିବାରର ଘନିଷ୍ଠ କୁହାଯାଉଥିବା ଅମ୍ବିକା ସୋନି ମୁଖ୍ୟମନ୍ତ୍ରୀ ହେବାକୁ ମନା କରି ଦେଇଛନ୍ତି । ପଞ୍ଜାବ ରାଜନୀତିରେ ସେ ପାଦ ଦେବାକୁ ଚାହାନ୍ତି ନାହିଁ ବୋଲି ପାର୍ଟି ହାଇକମାଣ୍ଡଙ୍କୁ…

ଅମରିନ୍ଦର ସିଂଙ୍କ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଗୁରୁବାର ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ୨ ତାରିଖରେ ତାଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆଯାଇଥିଲା। ସେ ପଞ୍ଜାବରେ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ମଧ୍ୟ…

ସ୍ୱର୍ଣ୍ଣ ମନ୍ଦିରରେ ସିଦ୍ଧୁ

ଅମୃତସର: ପଞ୍ଜାବର କଂଗ୍ରେସ ପିସିସି ସଭାପତି ହେବା ପରେ ଆକ୍ସନ ମୁଡରେ ସିଦ୍ଧୁ । ଦଳକୁ ମଜବୁତ କରିବା ସହ ତୃଣମୂଳ ସ୍ତରର ନେତାଙ୍କ ସହ ମିଶି ସମସ୍ୟା ସମ୍ପର୍କରେ ପଚାରି ବୁଝୁଛନ୍ତି । ତେବେ ପଞ୍ଜାବ ରାଜନୀତିରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଓ ନବନିଯୁକ୍ତ କଂଗ୍ରେସ…

ସିଦ୍ଧୁଙ୍କୁ ନେଇ ଅଡୁଆରେ ପଞ୍ଜାବ କଂଗ୍ରେସ

ଆଗାମୀ ବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ହେଲେ ତାହା ପୂର୍ବରୁ ରାଜ୍ୟ କ୍ଷମତାରେ ଥିବା କଂଗ୍ରେସ ଭିତରେ ଦ୍ୱନ୍ଦ ତେଜିବାରେ ଲାଗିଛି । ବିଶେଷ କରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସଂ ଓ ନବଜୋତ ସିଂ ସିଦ୍ଧୁଙ୍କ ଭିତରେ ଲାଗି ରହିଥିବା କଳହ ଥମିବାରେ ନାଁ ନେଉନି ।…

ପଞ୍ଜାବରେ ସରକାର ଆସିଲେ ମାଗଣା ବିଜୁଳି ଦେବାକୁ ପ୍ରତିଶ୍ରୃତି ଦେଲେ କେଜ୍ରିୱାଲ

ଅମୃତସର: ପାଖେଇ ଆସୁଛି ପଞ୍ଜାବ ସାଧାରଣ ନିର୍ବାଚନ । ଏଥରକ ପଞ୍ଜାବରେ ନିର୍ବାଚନ ଲଢ଼ିବାକୁ ଯାଉଛି ଆମ ଆଦମୀ ପାର୍ଟୀ । ଦିଲ୍ଲୀରେ ସରକାରରେ ଥିବା ଆପ ସରକାର ପଞ୍ଜାବରେ ନିର୍ବାଚନ ଲଢ଼ିବା ପୂର୍ବରୁ ରାଜ୍ୟବାସୀଙ୍କୁ ବହୁ ପ୍ରତିଶ୍ରୃତି ଘୋଷଣା କରିଛି । ୨୦୨୨ରେ ପଞ୍ଜାବରେ ବିଧାନସଭା ନିର୍ବାଚନ…

ଅଡୁଆରେ ପଞ୍ଜାବ ସରକାର, ଚୁପ୍ ରହିଛନ୍ତି ରାହୁଲ ଗାନ୍ଧୀ

ଅମୃତସର: ଶସ୍ତାରେ ଟିକା କିଣି ଘରୋଇ ହସ୍ପିଟାଲରେ ବିକ୍ରି କରୁଛନ୍ତି ପଞ୍ଜାବ ସରକାର । ୪ ଶହ ଟଙ୍କାରେ ଟିକା କିଣି ଘରୋଇ ହସ୍ପିଟାଲରେ ହଜାରେ ଟଙ୍କାରେ ବିକୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପଞ୍ଜାବରେ ଏବେ ଗାଁରେ ଅଧିକ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ…

ପଞ୍ଜାବର ୮ ଜିଲ୍ଲାରେ ଜାରି ହେଲା ନାଇଟ୍ କର୍ଫ୍ୟୁ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ପଞ୍ଜାବର ଆଉ ୪ଟି ଜିଲ୍ଲାରେ ଜାରି ହୋଇଛି ନାଇଟ୍ କର୍ଫ୍ୟୁ । ଫଳରେ ରାଜ୍ୟର ମୋଟ୍ ୮ଟି ଜିଲ୍ଲାରେ ହୋଇଛି ନାଇଟ୍ କର୍ଫ୍ୟୁ । ଲୁଧିଆନା, ପଟିଆଲା, ମୋହାଲି, ଫତେଗଡ ସାହିବ, ଜଳନ୍ଧର, ନୱନ ସହର, କପୁରତାଲା ଓ ହୋସିଆରପୁରରେ ରାତି ୧୧ରୁ ସକାଳ ୫ଟା…