Odia News Portal
Browsing Tag

puri

କେବଳ ସେବାୟତମାନେ ଟାଣିବେ ରଥ

ପୁରୀ: ଚଳିତ ବର୍ଷ ରଥଯାତ୍ରା ଲାଗି ଆଜି ଛତିଶା ନିଯୋଗର ବୈଠକ ଅନୁଷ୍ଠିତ ହୋଇଥିଲା । ଏହାପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ଏକ ପ୍ରେସ ମିଟ୍ କରିଛନ୍ତି । ସେ କହିଛନ୍ତି କି, ଚଳିତ ବର୍ଷ କେବଳ ସେବାୟତମାନେ ଟାଣିବେ ରଥ । ଦକ୍ଷିଣ ମୋଡ଼ ଲାଗି ପୋଲିସ କର୍ମଚାରୀମାନେ ନିୟୋଜିତ

ଛାତ ଉପରେ ରହି ରଥଯାତ୍ରା ଦେଖିବା ଉପରେ କଟକଣା

ପୁରୀ: ଚଳିତ ବର୍ଷ ବିନା ଭକ୍ତରେ ହେବ ରଥଯାତ୍ରା । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ଘୋଷଣା କରାଯାଇଥିବା ବେଳେ ଆଜି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି କି, ଛାତ ୁପରେ ରହି ରଥଯାତ୍ରା ଦେଖିବା ମନା । ଶ୍ରଦ୍ଧାଳୁମାନେ ରଥଯାତ୍ରା ସମୟରେ ଘରେ ରହିବାକୁ କୁହାଯାଇଛି । ପୁରୀ

ତିନିଦିନିଆ ପୁରୀ ଗସ୍ତରେ ରାଜ୍ୟପାଳ

ପୁରୀ: ତିନି ଦିନିଆ ପୁରୀ ଗସ୍ତରେ ଯାଇଛନ୍ତି ଓଡ଼ିଶାର ମହମହିମ ରାଜ୍ୟପାଳ ଗଣେଷୀ ଲାଲ । ରାଜଭବନର ନବୀକରଣ ଭବନକୁ ରାଜ୍ୟପାଳ ଉଦଘାଟନ କରିଛନ୍ତି ରାଜ୍ୟପାଳ । ଗତ ଫନି ବାତ୍ୟାରେ ରାଜଭବନ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା । ଏହି ଅବସରରେ ରାଜ୍ୟପାଳ ରାଜଭଵନ ପରିସରରେ ଥିବା ଶୀଲା ଉପବନରେ

ଆଜି ମହାପ୍ରଭୁଙ୍କ ଲାଗି ହେବ ଓଷ

ପୁରୀ: ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାଷିତ ଜଳରେ ଗାଧୋଇବା ପରେ ଜ୍ୱରରେ ପଡିଛନ୍ତି ମହାପ୍ରଭୁ । ଅଣସର ଘରେ ଗୁପ୍ତରେ ଚାଲିଛି ଚିକିତ୍ସା । ଗତକାଲି ପଞ୍ଚମ ଦିରେ ଶ୍ରୀଜିଉଙ୍କ ଉପସମ ଲାଗି ଫୁଲୁରୀ ତେଲା ଲାଗି ହୋଇଥିଲା । ଆଜି ଷଷ୍ଠ ଦିନରେ ଓଷ ବା ଔଷଧ ଲାଗି ହେବ । ରାଜ ବୈଦ୍ୟଙ୍କ

ଶ୍ରୀମନ୍ଦିରକୁ ଗଲା ଫୁଲୁରୀ ତେଲ

ପୁରୀ: ବଡ଼ ଓଡ଼ିଆ ମଠ ତରଫରୁ ଶ୍ରୀମନ୍ଦିରକୁ ଦିଆଗଲା ଫୁଲୁରୀ ତେଲ । ମହାପ୍ରଭୁଙ୍କ ଗୁପ୍ତ ଅଣସର ନୀତି ଲାଗି ଆସିଛି ଫୁଲୁରୀ ତେଲ । ମଧ୍ୟାହ୍ନ ଧୂପ ପରମ୍ପରା ସରିବା ପରେ ଫୁଲୁରି ତେଲ ମାଲିସ ପରେ ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହେବା ବିଶ୍ୱାସ ରହିଛି ।ଆୟୁର୍ବେଦୀୟ ଉପଚାରରେ ଧୀରେଧୀରେ ସୁସ୍ଥ

ଆଜି ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗିହେବ ଫୁଲୁରୀ ତେଲ

ପୁରୀ: ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ । ମଧ୍ୟାହ୍ନ ଧୂପ ପରେ ପରମ୍ପରା କ୍ରମେ ବଡ ଓଡିଆ ମଠରୁ ଆସିଥିବା ଫୁଲୁରି ତେଲ ଲାଗି ହେବ । ଫୁଲୁରି ତେଲ ମାଲିସ ପରେ ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହେବା ବିଶ୍ୱାସ ରହିଛି ।ଆୟୁର୍ବେଦୀୟ ଉପଚାରରେ ଧୀରେଧୀରେ ସୁସ୍ଥ ହେଉଛନ୍ତି

ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ

ପୁରୀ: ଚଳିତ ବର୍ଷ ଜୋରଦାର ଚାଲିଛି ରଥଧ ନିର୍ମାଣ କାର୍ଯ୍ୟ । ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ସରିଯାଉଛି । ଶୁକ୍ରବାର ତାଗ ବାଡ଼ିଆ ସରି ପଟା ଫିଟିଂ ଆରମ୍ଭ ହୋଇଛି । ଶନିବାର ଦିନ ରଥରେ କଇଁଚି ବାଡ଼ିଆ ସହ ରଥଖଳାରେ ବିଶ୍ୱକର୍ମାମାନେ ରଥର କଳସ ତିଆରୁଛନ୍ତି । ଚିତ୍ରକର ସେବକମାନେ ପାଶ୍ୱର୍

ଆଜି ଶ୍ରୀଜିୟୁ ଶ୍ରୀଅଙ୍ଗରୁ ଖୋଲିବ ଓଦାବସ୍ତ୍ର

ପୁରୀ: ଅସୁସ୍ଥ ହୋଇ ଅଣସରରେ ଅଛନ୍ତି ଶ୍ରୀଜୀଉ । ଅଣସର ପିଣ୍ଡିରେ ଚାଲିଛି ଶ୍ରୀବିଗ୍ରହଙ୍କ ସେବା। ଆଜି ମହାପ୍ରଭୁଙ୍କ ଓଦାବସ୍ତ୍ର ଫିଟା ନୀତି । ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରୁ ଫିଟିବ ଓଦାବସ୍ତ୍ର । ଗୋପନ ନୀତିର ଓଦାବସ୍ତ୍ର ଫିଟିବା ପରେ ଚକଟା ଭୋଗ, ପଣା ଭୋଗ ଲାଗି ପରେ ବେହରଣ ଦ୍ୱାର ଖୋଲିବ।

କୋଭିଡ କଟକଣା ମଧ୍ୟରେ ଚାଲିଛି ଅଣସର ନୀତି

ପୁରୀ: କୋଭିଡ କଟକଣା ମଧ୍ୟରେ ଚାଲିଛି ମହାପ୍ରଭୁଙ୍କ ଅଣସର ନୀତି । ଅଲାରନାଥରେ ଶ୍ରୀଜିଉଙ୍କ ଅଣସର ନୀତି ଚାଲିଛି । କଟକଣା ଲାଗି ବିନା ଭକ୍ତରେ ଚଳିତବର୍ଷ ନୀତି କରାଯାଉଛି । ପୂର୍ବ ବର୍ଷ ଗୁଡ଼ିକରେ ମହାପ୍ରଭୁଙ୍କ ଦର୍ଶନ ଲାଗି ଅଲାରନାଥ ମନ୍ଦିରରେ ଲାଗୁଥିଲା ପ୍ରବଳ ଭିଡ଼ । ମାତ୍ର ଚଳିତ ବର୍ଷ

ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଗତକାଲି ରାତିରୁ ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତି ଶେଷହବାପରେ ରତ୍ନବେଦୀରୁ ଧାଡି ପହଣ୍ଡିରେ ଆସି ସ୍ନାନ ବେଦୀରେ ବିଜେ କରିଥିଲେ ଚତୁର୍ଦ୍ଧା ମୂର୍ତ୍ତି। ସ୍ନାନ ବେଦୀରେ ଉଦ୍ଦିଷ୍ଟ