ଜୋରସୋରରେ ଆଗେଇ ଚାଲିଛି ରଥକାମ
ପୁରୀ: ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି । ରଥଯାତ୍ରା ପାଖେଇ ଆସୁଥିବା ବେଳେ ପୁରୀ ବଡ଼ଦାଣ୍ଡରେ ଜୋରସୋରରେ ରଥ ତିଆରି କାମ ଆଗେଇଚାଲିଛି । ହେଲେ ଦୁଇ ଦିନ ହେବ ବର୍ଷା ଲାଗିରହିଥିଲେ ସୁଦ୍ଧା ବଡ଼ଦାଣ୍ଡରେ ରଥ ନିର୍ମାଣ କାମ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ରଥ ଖଳାରେ ରୂପକାରମାନେ!-->…