ସାଧାରଣ ଭକ୍ତଙ୍କୁ ଦୁଇଦିନ ଶ୍ରୀମନ୍ଦିର ମନା
ପୁରୀ: ଦୁଇଦିନ ଲାଗି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ । ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ ଭକ୍ତ । ଆଜି ରବିବାର ଶ୍ରୀମନ୍ଦିର ସାନିଟାଇଜେସନ ଲାଗି ବନ୍ଦ ରହିଥିବାବେଳେ ଆସନ୍ତାକାଲି ପଞ୍ଚକ ପ୍ରଥମ ଦିନ । ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି!-->…