Odia News Portal
Browsing Tag

puri

ମହାପ୍ରଭୁଙ୍କ ଦର୍ଶନ କଲେ ଆରବିଆଇ ଗଭର୍ଣ୍ଣର

ପୁରୀ: ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ । ସିଂହଦ୍ୱାର ନିକଟରେ ପହଂଚିବା ପରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ନିଆଯାଇଥିଲା ।…

ଗଜପତିଙ୍କ ଶ୍ରୀନହର ଗୁଆ ଟେକା ନୀତି ଅନୁଷ୍ଠିତ

ପୁରୀ : ଆସନ୍ତା ୨୨ ତାରିଖରୁ ପୁରୀରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ଭିତ୍ତି ପ୍ରସ୍ଥର ସ୍ଥାପନ ନେଇ ସ୍ୱତନ୍ତ୍ର ପୂଜାର୍ଚନା । ଏନେଇ ଯଜ୍ଞ ମଣ୍ଡପ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ୩ ଦିନ ଧରି ଯଜ୍ଞୋତ୍ସବ ଚାଲିବ । ୨୪ ତାରିଖ ଦିନ…

କାର୍ତ୍ତିକ ପୂର୍ଣ୍ଣିମାରେ ଏହି ସବୁ ସ୍ଥାନକୁ ଯିବା ମନା

ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣମୀ । ଏହି ଦିନ ସକାଳୁ ସକାଳୁ ଲୋକେ ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଇଥାନ୍ତି। ହେଲେ ଏଥିଯୋଗୁ ଅଧିକ ଲୋକ ଏକତ୍ରୀତ ହୋଇ କରୋନା ପୁଣି ଥରେ ମୁଣ୍ଡ ଟେକିବା ଆଶଙ୍କା ଥିବାରୁ ଆଗୁଆ ପଦକ୍ଷେପ ନେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଜିଲ୍ଲା ପ୍ରଶାସନ ପକ୍ଷରୁ…

ନୀଳ ରଙ୍ଗରେ ଝଲସିଲା ରାଜାରାଣୀ ମନ୍ଦିର

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଚାଲିଥିବା ଗର୍ଭାଶୟ କର୍କଟ ବିଲୋପ ଅଭିଯାନକୁ ବ‌ର୍ଷେ ପୂରିଛି । ତେଣୁ ଜନ ସଚେତନତା ପାଇଁ ଦାୟିତ୍ବ ବହନ କରିଥିବା ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ ଏହି ଅଭିଯାନର ପ୍ରଥମ ବର୍ଷ ପୂର୍ତ୍ତି ପାଳନ କରିଛି । ଏହି ଅବସରରେ ଏଏସ୍‌ଆଇ ଓ କ୍ରିୟା…

ତ୍ରିବିକ୍ରମରେ ବେଶରେ ମହାବାହୁ

ପୁରୀ : ଚାଲିଛି ପବିତ୍ର ପଞ୍ଚୁକ ବ୍ରତ । ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥି । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ତ୍ରିବିକ୍ରମ ବେଶ ବା ଆଡକିଆ ବେଶ ଅନୁଷ୍ଠିତ ହୋଇଥାଏ । ଅବକାଶ ନୀତି ସମ୍ପନ୍ନ ହେବା ପରେ ପୁଷ୍ପାଳକ ସେବକମାନଙ୍କ ଦ୍ୱାରା ଏହି ବେଶ ସମ୍ପାଦନ ହୋଇଥାଏ…

କାର୍ତ୍ତିକ ଶୁକ୍ଳ ଦ୍ବାଦଶୀରେ ଶ୍ରୀଜୀଉଙ୍କ ବାଙ୍କଚୂଡ଼ା ବେଶ

ପୁରୀ: କାର୍ତ୍ତିକ ଶୁକ୍ଳ ଦ୍ବାଦଶୀ ତଥା ପଞ୍ଚୁକର ଦ୍ବିତୀୟ ଦିନରେ ମହାପ୍ରଭୁଙ୍କ ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁଙ୍କ ବେଶ ମଧ୍ୟରେ ବାଙ୍କଚୂଡ଼ା ବେଶ ଅନ୍ୟତମ। ଏହି ଦିନ ଆବକାଶ ନୀତି ଶେଷହେବା ପରେ ପାଳିଆ ମେକାପ, ଖୁଣ୍ଟିଆ, ଚାଙ୍ଗଡା ମେକାପ ଏବଂ କେତେଜଣ ପୁଷ୍ପାଳକ…

ଶ୍ରୀମନ୍ଦିର ଐତିହ୍ୟ କରିଡର ପରିକ୍ରମା ମାର୍ଗ ପ୍ରକଳ୍ପ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ପୁରୀ : ଶ୍ରୀମନ୍ଦିର ଐତିହ କରିଡରର ପରିକ୍ରମା ମାର୍ଗ ପ୍ରକଳ୍ପ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ମାଣ କାର୍ୟ୍ୟ ଆରମ୍ଭ ପୂର୍ବରୁ ଏକ ଯଜ୍ଞ ଅନୁଷ୍ଠିତ ହେବ। ୨୧ରେ ଅଙ୍କୁର ରୋପଣ ପରେ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଉତ୍ତରଦ୍ୱାର ସମ୍ମୁଖରେ ଯଜ୍ଞ ଆରମ୍ଭ ହୋଇ ୨୪…

ଆଜିଠୁ ପବିତ୍ର ପଞ୍ଚୁକ ଆରମ୍ଭ

ଭୁବନେଶ୍ୱର: ଧର୍ମ କର୍ମର ମାସ ହେଉଛି କାର୍ତ୍ତିକ । କଥାରେ ଅଛି ଏହି ମାସରେ ଅଧିକ ପୂଣ୍ୟ ମିଳିଥାଏ । ଏପିକରି ହବିଷ୍ୟାଳି ମାନେ ଏହି ମାସରେ ଅଧିକ ମାନି ଚଳିଥାନ୍ତି । କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନକୁ ପଞ୍ଚୁକ କୁହାଯାଏ । ଏହି ୫ଦିନ ଅଧିକ ମାନି ଚଳନ୍ତି । ତେବେ ଆଜି ଠାରୁ ଆରମ୍ଭ…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ

ପୁରୀ: ଧର୍ମମାସ କାର୍ତ୍ତିକର ପଂଚକ ଆଜିଠାରୁ ଆରମ୍ଭ ହୋଇଛି । ଆଜି ମଧ୍ୟ ହରି ଉତଥାପନ ଏକାଦଶୀ ପାଳନ କରାଯାଉଛି । ଶ୍ରୀମନ୍ଦିରରେ ବିଶେଷ ନୀତିକାନ୍ତି ହେଉଛି । ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ ଓ ଠିଆକିଆ ବେଶ ହେବ । ୨୩ ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହେବେ ଶ୍ରୀଜିଉ ।…

ସାଧାରଣ ଭକ୍ତଙ୍କୁ ଦୁଇଦିନ ଶ୍ରୀମନ୍ଦିର ମନା

ପୁରୀ: ଦୁଇଦିନ ଲାଗି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ । ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ ଭକ୍ତ । ଆଜି ରବିବାର ଶ୍ରୀମନ୍ଦିର ସାନିଟାଇଜେସନ ଲାଗି ବନ୍ଦ ରହିଥିବାବେଳେ ଆସନ୍ତାକାଲି ପଞ୍ଚକ ପ୍ରଥମ ଦିନ । ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି…