Odia News Portal
Browsing Tag

rain

ପୁଣି ଆସୁଛି ପ୍ରବଳ ବର୍ଷା

ଲଘୁଚାପ ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟରେ ହୋଇପାରେ ପ୍ରବଳ ବର୍ଷା । ତିନି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ମିଳିଥିବା ସୂଚନା ମୁତାବକ କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏଥିସହିତ ଏହା ପ୍ରଭାବରେ…

ଆଜି ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା

ବଙ୍ଗୋପସାଗରରେ ୨୯ ତାରିଖ ଓ ଅକ୍ଟୋବର ୯ ତାରିଖରେ ଦୁଇଟି ଲଘୁଚାପ ସୃଷ୍ଟି ହେବ ବୋଲି ପୂର୍ବାନୁମାନ କରାଯାଉଛି । ଏହାର ପ୍ରଭାବରେ ଆସନ୍ତା ୨ ସପ୍ତାହ ରାଜ୍ୟରେ ବର୍ଷା ଜାରି ରହିବ। ଏହା ବ୍ୟତୀତ ମୌସୁମୀ ବର୍ଷା ମଧ୍ୟ ଜାରି ରହିବ । ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ…

ସେପ୍ଟେମ୍ବର ୩୦ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା

ସେପ୍ଟେମ୍ବର ୨୧ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏଥିପାଇଁ ଆସନ୍ତାକାଲି ଯାଏଁ ୧୨ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିସହିତ ଏସଆରସି ମଧ୍ୟ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଏନେଇ ସତର୍କ…

୧୮ରୁ ପୁଣି କୁଟିବ

ଭୁବନେଶ୍ୱର: ବର୍ଷାର ପ୍ରକୋପ ଟିକେ ମିଥିବା ବେଳେ ପୁଣିଥରେ ରାଜ୍ୟରେ ପ୍ରବଳ ବର୍ଷିବ । ବଙ୍ଗୋପସାଗରରେ ଦାନା ବାନ୍ଧିଲାଣି ଆଉ ଗୋଟିଏ ଲଘୁଚାପ । ଆସନ୍ତା ୧୮ ତାରିଖ ବେଳକୁ ବଙ୍ଗୋପସାଗର ଉପରେ ଲଘୁଚାପ ବଳୟ ସୃଷ୍ଟି ହୋଇ ୧୯ ତାରିଖରେ ପଶ୍ଚିମବଙ୍ଗର ମେଦିନୀପୁର ଓ ସଂଲଗ୍ନ ବାଲେଶ୍ୱର…

ରାଜ୍ୟରେ ନାହିଁ ବନ୍ୟା ଆଶଙ୍କା

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷିଛି । ଚାରିଆଡେ଼ ଖାଲି ପାଣି ପାଣି । ଅଧିକାଂଶ ସ୍ଥାନରେ ଲୋକେ ପାଣି ଘେରରେ ଫସି ରହିଛନ୍ତି । ଏହାରି ଭିତରେ ରାଜ୍ୟବାସୀଙ୍କୁ ବୁଧବାର ଆଶ୍ୱସ୍ତିକର ସୂଚନା ଦେଇଛନ୍ତି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ। ସେ କହିଛନ୍ତି,…

ବଢ଼ୁଛି ବ୍ରାହ୍ମଣୀ ଓ ଜଳକା ନଦୀର ଜଳସ୍ତର

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ବାଦଲ ଫଟା ବର୍ଷା ହୋଇଥିଲା । ଲଗାଣ ବର୍ଷାରେ ବଢ଼ିଛି ଜଳସ୍ତର । ଜଳକା ଓ ବ୍ରାହ୍ମଣୀ ନଦୀର ଜଳସ୍ତର ବଢ଼ୁଛି । ନଦୀ ଫୁଲୁଥିବା ବେଳେ ପାଣି ଗାଁ ଗାାଁରେ ପଶୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଏବେ ବି ଅନେକ ଲୋକ ପାଣିଘେରରେ ଫଶି ରହିଛନ୍ତି । ଯାଜପୁର…

ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ପରିମାଣର ବର୍ଷା ହୋଇଛି

ଭୁବନେଶ୍ୱର: ବଙ୍ଗୋପସାରରେ ଲଘୁଚାଷ ସୃଷ୍ଟି ହେବାରୁ ରାଜ୍ୟରେ ଲାଗି ରହିଛି ବର୍ଷା । ଆଜି ଏବେ ବର୍ଷା ସ୍ଥିତି ନେଇ ସମୀକ୍ଷା କରିଛନ୍ତି ଏସଆରସି । ପ୍ରବଳ ବର୍ଷା ଜନିତ ଦୁର୍ବିପାକରେ ଏଯାବତ ୪ଜଣଙ୍କ ମୃତୁ୍ୟ ହୋଇଛି । ରାଜ୍ୟର ମୋଟ୍ ୬ଟି ବ୍ଲକରେ ୪ ଶହ ମକ୍ଟମକ୍ଟ ବର୍ଷା ହୋଇଛି । କାକଟପୁରରେ…

୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷାର ପ୍ରକୋପ । ଆଜି ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି- ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା,…

ସୁଅରେ ଭାସିଲେ ବାଇକ ଆରୋହୀ

ବରଗଡ଼: ଲଗାଣ ବର୍ଷାରେ ବେହାଲ ହୋଇଛି ରାଜ୍ୟ । ସବୁଆଡେ ଖାଲି ପାଣି ପାଣି । ନଦୀଗୁଡ଼ିକରେ ଜଳସ୍ତର ବଢ଼ିଯାଇଛି । ଏହାରି ଭିତରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଜୀରା ନଦୀ ପାଣି ସୁଅରେ ଭାସିଲେ ବାଇକ ଆରୋହୀ । ଅମ୍ବାପାଲି ଓ ବରଗଡ଼ ସହରକୁ ସଂଯୋଗ କରୁଥିବା ବେଳେ ଜିରା ନଦୀ ଉପରେ…

୬ ଜିଲ୍ଲାରେ ଅତିପ୍ରବଳ ବର୍ଷା

ପୂର୍ବ ଆକଳନ ଅନୁଯାୟୀ ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ସୋମବାର ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ କିଛି କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ମଧ୍ୟ ହୋଇଛି । ପାଣିପାଗ କେନ୍ଦ୍ରର ସୂଚନା…