Odia News Portal
Browsing Tag

Republic Day celebration

ଗାନ୍ଧୀମାର୍ଗରେ ସାଧାରଣତନ୍ତ୍ର ଦିବସ ପାଇଁ ରିହର୍ସଲ

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଫୁଲ ଡ୍ରେସ ରିହରସେଲ। କୋଭିଡ଼ କଟକଣାରେ ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହୋଇଯାଇଛି ପରେଡ଼୍। ପୋଲିସ ଡିଜି ସୁନିଲ୍ ବଂଶଲ ଆଜିର ଫୁଲ ଡ୍ରେସ ରିହରସେଲକୁ ନୀରକ୍ଷଣ କରିଥିଲେ। ଏଥର ପରେଡ଼ରେ ୧୦ ଟି କଣ୍ଟିଜେଣ୍ଟ ଭାଗ ନେବେ। ଏଥିରେ ୩ ଟି ବ୍ରାସ ବ୍ରାଣ୍ଡ ସହ…

ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଜାତୀୟ ଯୁଦ୍ଧ ସ୍ମାରକୀ’ରେ ପୁଷ୍ପମାଲ୍ୟ ଅର୍ପଣ କରି ସହିଦ ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଦେଶ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜପଥରେ ପହଞ୍ଚିବା ପରେ…

ଭଦ୍ରକରେ ୭୨ତମ ଗଣତନ୍ତ୍ର ଦିବସ ପାଳିତ

ଭଦ୍ରକ : ଆଜି ସାରା ଦେଶ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଭଦ୍ରକ ଜିଲ୍ଲାରେ ମଧ୍ୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଭଦ୍ରକ ସହରର ନେହେରୁ ଷ୍ଟାଡିୟମ ଠାରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି | ଭଦ୍ରକ ଜିଲ୍ଲାପାଳ ଡକ୍ଟର ଜ୍ଞାନ ଦାସ ଜାତୀୟ ପତାକା ଉତ୍ତୋଳନ…

ଦିଲ୍ଲୀ ରାଜପଥରେ ଜାତୀୟସ୍ତରୀୟ ପରେଡ୍

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୨ ତମ ଗଣତନ୍ତ୍ର ଦିବସ । ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ରାଜପଥରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡକୁ ଅଭିବାଦନ ଜଣାଇଛନ୍ତି । ଏବଂ ଏହା ସହ ଦିଲ୍ଲୀ ରାଜପଥରେ ଆରମ୍ଭ ହୋଇଯାଇଛି ସାଧାରଣତନ୍ତ ଦିବସ ପରେଡ। ପ୍ରଧାନମନ୍ତ୍ରୀ ମୋଦି ବୀର ସହିଦଙ୍କୁ…

ଗାନ୍ଧୀମାର୍ଗରେ ରାଜ୍ଯସ୍ତରୀୟ ସାଧାରଣତନ୍ତ୍ର ଦିବସ

ଭୁବନେଶ୍ବର: ଆଜି ଦେଶ ପାଳୁଛି ୭୨ ତମ ଗଣତନ୍ତ୍ର ଦିବସ । ରାଜଧାନୀରେ ଆୟୋଜିତ ହେଉଛି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ । ଭୁବନେଶ୍ବର ଗାନ୍ଧୀମାର୍ଗରେ ମାନ୍ୟବର ରାଜ୍ୟପାଳ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।ତେବେ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି ।…

ସକାଳ ୯ଟା ପର୍ଯ୍ୟନ୍ତ ଗାନ୍ଧି ମାର୍ଗ ମନା

ଭୁବନେଶ୍ୱର: ଆସନ୍ତାକାଲି ଦେଶ ପାଳିବ ୭୨ତମ ଗଣତନ୍ତ୍ର ଦିବସ । ରାଜଧାନୀର ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳନ ହେବ । କୋଭିଡ୍ କଟକଣା ଭିତରେ ଗଣତନ୍ତ୍ର ଦିବସ ସମାରୋହ ପାଳନ କରାଯିବ । କୋଭିଡ୍ କଟକଣା ଥିବାରୁ ମହାତ୍ମା ଗାନ୍ଧି ମାର୍ଗରେ ସର୍ବସାଧାରଣ ଯାତାୟତ ବାରଣ…