Odia News Portal
Browsing Tag

resque

ଦେଢ଼ ବର୍ଷ ଏକାଠି ରହିବା ପରେ ହାତ ଛାଡ଼ିଦେଲା ପ୍ରେମିକ, ଥାନାର ଦ୍ୱାରସ୍ଥ ହେଲେ ପ୍ରେମିକା

ଯାଜପୁର: ପ୍ରେମ କରୁଥିଲେ । ସାଥୀ ହୋଇ ଏକାଠି ରହୁଥିଲେ । ପାଖା ପାଖି ଦେଢ଼ ବର୍ଷ ଏକାଠି ରହିବା ପରେ ପ୍ରେମୀ ଯୁଗଳଙ୍କ ମଧ୍ୟରେ ମନାନ୍ତର ହୋଇଛି । ଶେଷରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପ୍ରେମିକା । ତେବେ ଏହି ବାଲାଂଦେଶୀ ଯୁବତୀଙ୍କୁ ପୋଲିସ ଉଦ୍ଧାର କରି ସଖୀ ଗୃହରେ ରହିଛି । ଯାଜପୁର…

ବ୍ରାହ୍ମଣୀ ନଦୀରେ ଭାସିଗଲେ ଦୁଇ ଯୁବକ, ମୃତଦେହ ଉଦ୍ଧାର

ଯାଜପୁର: ବ୍ରାହ୍ମଣୀ ନଦୀରେ ଭାସିଗଲେ ଦୁଇ ଯୁବକ । ଗାଧୋଉଥିବା ବେଳେ ଗୋଡ଼ ଖସିଯିବାରୁ ଭାସି ଯାଇଥିଲେ । ଅଗ୍ନିଶମ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରିଛନ୍ତି । ତେବେ ଉଭୟଙ୍କ ମୃତ୍ୟୁ ହୋଇଥିବା ସଦ୍ୟ ସୂଚନାରୁ ପ୍ରକାଶ । ଆଜି ସକାଳେ ଶଙ୍କରାଘାଟରେ ଗାଧୋଉଥିବା ବେଳେ ଭାସିଯାଇଥିଲେ ।…

୧୦ଦିନର ଶିଶୁକୁ ୧୦ ହଜାର ଟଙ୍କାରେ ବିକ୍ରି, ଉଦ୍ଧାର କଲା ଚାଇଲ୍ଡ ଲାଇନ୍‌

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆସିଛି ଶିଶୁ ବିକ୍ରି କରୁଥିବାର ଚିତ୍ର । ଜଣେ ୧୦ଦିନର ଶିଶୁକୁ ୧୦ ହଜାର ଟଙ୍କାରେ ବିକ୍ରି କରିଥିଲେ ବାପା । ସୋସିଆଲ ମିଡିଆରେ ପ୍ରଥମେ ଏହି ଖବର ଭାଇରାଲ ହୋଇଥିଲା । ଏହାପରେ ତତ୍ପର ହୋଇଥିଲା ଚାଇଲ୍ଡ ଲାଇନ୍ । ସନ୍ତାନ ସନ୍ତତି ହେଉନଥିବା ଜଣେ ମହିଳା…

ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭଦ୍ରକ: ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତ ଦେହ ଉଦ୍ଧାର । ଭଦ୍ରକ ଟାଉନ ଥାନା ଜାନୁଗଞ୍ଜା ଦୁର୍ଗା ମଣ୍ଡପ ସମ୍ମୁଖରେ ଥିବା ଏକ ଭଡା ଘରୁ ମିଳିଛି ମୃତ ଦେହ । ମୃତକ ଜଣକ ହେଲେ ତିହିଡି ବ୍ଲକ ସିନ୍ଦୋଳ ଗାଁର ସଙ୍ଗୀତ ପୃଷ୍ଟି । ସୂଚନା ଅନୁସାରେ ୩ ଜଣ ରୁମ୍‌୍‌ମେଟ ସହ ଦୀର୍ଘ ଦିନ ଧରି…

ଅବସରପ୍ରାପ୍ତ ଜିଲ୍ଲାପାଳଙ୍କ ଘରେ କାମ କରୁଥିଲେ ଶିଶୁ ଶ୍ରମିକ, ଉଦ୍ଧାର କଲା ଚାଇଲ୍ଡ ଲାଇନ୍‌

ଭୁବନେଶ୍ୱର: ରାଜ୍ୟରେ ଶିଶୁ ଶ୍ରମିକ ହଟାଇବା ଲାଗି ସରକାର କେତେ ଯୋଜନା କରିଛନ୍ତି । ଶିଶୁଙ୍କୁ ମାଗଣାରେ ପାଠ ପଢ଼ାଇବା ଠାରୁ ଆରମ୍ଭ କରି ଅନେକ ଯୋଜନା ମାଧ୍ୟରେ ସେମାନଙ୍କୁ ବିଭିନ୍ନ ମାଗଣା ସାମଗ୍ରୀ ଦିଆଯାଉଛି । ତେବେ ସମାଜରେ ଶିକ୍ଷିତ ହୋଇ ଶିଶୁ ଶ୍ରମିକ ଭଳି ପ୍ରଥାକୁ ପ୍ରଶୟ ଦେଇଛନ୍ତି…

ନଦୀରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ

ଯାଜପୁର: ବ୍ରାହ୍ମଣୀ ନଦୀରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ । ଯାଜପୁର ଜିଲ୍ଲା କୁଣ୍ଡପାଟଣା-ସାମନ୍ତରାପୁରକୁ ସଂଯୋଗ କରୁଥିବା ବ୍ରିଜ ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ଜଣକ ହେଲେ ମିନତୀ ମୁଣ୍ଡା । ତାଙ୍କ ଘର କେନ୍ଦୁଝର ଜିଲ୍ଲାରେ ବୋଲି ଜଣାପଡିଛି । ପୋଲିସ ଖବର…