Odia News Portal
Browsing Tag

Rourkela

ଜୁଏଲ ଓରାମଙ୍କୁ ତୁରନ୍ତ ଗିରଫ କରାଯାଉ:କଂଗ୍ରେସ

ବିଜେପି ସାଂସଦ ଜୁଏଲ ଓରାମଙ୍କ ବିରୋଧରେ ବଢୁଛି ଅସନ୍ତୋଷ । ମାମଲା ରୁଜୁ ପରେ ବି କାହିଁକି ଗିରଫ ହେଉନାହାନ୍ତି ଜୁଏଲ୍ । ଏନେଇ ପ୍ରଶ୍ନ ଉଠାଇବା ସହିତ ତୁରନ୍ତ ସାଂସଦଙ୍କୁ ଗିରଫ କରିବାକୁ ଦାବି କରିଛି ରାଉରକେଲା କଂଗ୍ରେସ । ଜଣେ ସାଂସଦ ହୋଇ ଯୁବତୀଙ୍କୁ ଅଶ୍ଳୀଳ ବ୍ୟବହାର ଘଟଣାକୁ ଦଳ…

ରେଳ ଧାରଣା ଉଡ଼ାଇଦେଲେ ମାଓବାଦୀ

ରାଉରକେଲା: ଦକ୍ଷିଣପୂର୍ବ ରେଳପଥର ଚକ୍ରଧରପୁର ନିକଟ ଲୋଟା ପାହାଡ଼ ଏବଂ ସୋନୁଆ ମଧ୍ୟରେ ନକ୍ସଲମାନେ ରେଳଧାରଣାରେ ମାଇନ୍ସ ଲଗାଇ ଉଡ଼ାଇ ଦେଇଛନ୍ତି । ଫଳରେ ହାୱଡା – ମୁମ୍ବାଇ  ମାର୍ଗରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରେଳବାଇ ପକ୍ଷରୁ ଟ୍ରାକ୍ ମରାମତି କାମ ଯୁଦ୍ଧକାଳୀନ ଭିତ୍ତରେ…

ଦୁର୍ଘଟଣାରେ ଗୋଟିଏ ପରିବାରର ୪ ମୃତ

ରାଉରକେଲା: ମୃତ୍ୟୁ ଏମିତି ବି ଆସେ । ସତରେ କଣ ମୃତ୍ୟୁ ଏତେ ଦାରୁଣ । ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୪ ମୃତ । ଝାଡ଼ଖଣ୍ଡ ଖୁଣ୍ଟି ତୋରପା ସଡ଼କ ଦୁର୍ଘଟଣାରେ ରାଉରକେଲା ସିଭିଲଟାଉନସିପ୍ର ଗୋଟିଏ ପରିବାର ୪ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଅଛନ୍ତି ଦୁଇ ଶିଶୁ ଓ ସେମାନଙ୍କ…

ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ ସହ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ…

ରାଉରକେଲା: ଦିନିକିଆ ରାଉରକଲେ ଗସ୍ତରେ ୫-ଟି ସଚିବ ଭି.କେ ପାଣ୍ଡିଆନ ଓ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦ୍ଦେର୍ଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ, ଜାତୀୟ ସ୍ବାସ୍ଥ୍ୟ…

ରାଉରକେଲା ଗସ୍ତରେ ୫-ଟି ସଚିବ

ସୁନ୍ଦରଗଡ଼: ରାଉରକେଲା ଗସ୍ତରେ ୫-ଟି ସଚିବ ଭି.କେ ପାଣ୍ଡିଆନ । ଏହି ଗସ୍ତରେ ୫-ଟି ସଚିବଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ମଧ୍ୟ ଉପସ୍ଥିତ ରହିଛନ୍ତି । ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ସଚିବ ଆର. ଭିନିଲ କ୍ରିଷ୍ଣା ଓ ଏନଏଚଏମ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ମଧ୍ୟ ରାଉରକେଲା…

ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଲିଜ୍ ଜମିକୁ ଫ୍ରି ହୋଲ୍ଡ କରିବା ପାଇଁ ଅନଲାଇନ ବ୍ୟବସ୍ଥାର ଶୁଭାରମ୍ଭ

ରାଉରକେଲ: ରାଉରକେଲା ପୌର ସଂସ୍ଥାରୁ ଲିଜ୍ ପାଇଥିବା ଜମିର ମାଲିକାନା ସ୍ୱତ୍ତ୍ୱ ନିଜ ନାମରେ ପରିବର୍ତ୍ତନ କରିବା ବା ଲିଜ୍ ହୋଲ୍ଡରୁ ଫ୍ରି ହୋଲ୍ଡ କରିବା ପାଇଁ ରାଉରକେଲା ମହାନଗର ନିଗମ ବାସିନ୍ଦାଙ୍କୁ ଏଣିକି ସରକାରୀ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ। ସେମାନେ ଅନଲାଇନ ମାଧ୍ୟମରେ…

ଆରମ୍ଭ ହେଲା ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ

ରାଉରକେଲା: ଇଷ୍ପାତ ସହର ରାଉରକେଲାରେ ହେବାକୁ ଥିବା ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଆଜିଠାରୁ ଆରମ୍ଭ ହୋଇଯାଇଛି । ପୂଜାର୍ଚ୍ଚନା ପରେ ପ୍ରସ୍ତାବିତ ବିପୁୟୁଟି ପରିସରରେ ଆରମ୍ଭ ହୋଇଛି କାର୍ଯ୍ୟ । ଏହି ଅବସରରେ ବିଧାୟକ ସାରଦା ନାୟକ, ଅତିରିକ୍ତ ଜିଲ୍ଲାପାଳ ଆବୋଲି…

ପିକନିକ ହେଲା କାଳ: ଗାଧୋଇବା ବେଳେ ଭାସିଗଲେ ୩ ଯୁବକ,୨ମୃତ ଜଣେ ନିଖୋଜ

କୋଏଲ ନଦୀରେ ଗାଧୋଇବା ବେଳେ ଭାସିଗଲେ ୩ ଯୁବକ। ମିଳିଥିବା ସୂଚନା ମୁତାବକ, ରାଉରକେଲାର ଜମସେରା ଦେଇ ପ୍ରବାହିତ ହେଉଥିବା କୋଏଲ ନଦୀ ଘାଟକୁ କିଛି ପିଲା ବଣଭୋଜି କରିବାକୁ ଆସିଥିଲେ। ସେଠରେ ସେମାନେ ବଣଭୋଜି କରୁଥିବା ବେଳେ ତା ମଧ୍ୟରୁ ୩ ଜଣ ନଦୀକୁ ଗାଧୋଇବାକୁ ଆସି ନଦୀରେ ଭାସି ଯାଇଥିଲେ ।…