Odia News Portal
Browsing Tag

sambalpur

ହୀରାକୁଦର ଖୋଲିଲା ୮ ଗେଟ୍

ସମ୍ବଲପୁର: ପୁଣି ୮ ହୀରାକୁଦ ଡ୍ୟାମର ୮ଟି ଗେଟ୍ ଖୋଲାଯାଇଛି । ଲଗାଣ ବର୍ଷା ଯୋଗଁ ଜଳସ୍ତର ବୃଦ୍ଧି ପାଇବାରୁ ଜଳ ଛଡ଼ା ଯାଇଛି । ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରକୁ ୧.୮୫ ଲଖ୍ୟ କ୍ୟୁସେକ ଜଳ ପ୍ରବେଶ କରୁଛି । ଫଳରେ ପୂର୍ବାହ୍ନ ୧୧ଟା ବେଳକୁ ପୁଣି ୪ଟି ଗେଟ୍ ଖୋଲାଯାଇଛି । ମୋଟ୍ ୮ ଗେଟ୍ ଦେଇ ଜଳ…

ଖୋଲିଲା ହିରାକୁଦ ଗେଟ୍‌

ସମ୍ବଲପୁର: ଖୋଲିଲା ହିରାକୁଦ ଗେଟ୍ । ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିସ୍କାସନ ଲାଗି ଖୋଲିଛି ଗେଟ୍ । ତେବେ ୨ଟି ଗେଟ ଖୋଲାଯାଇ ଜଳ ନିସ୍କାସନ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ହିରାକୁଦ ଡ୍ୟାମ କର୍ତ୍ତୃପକ୍ଷ । ସେପଟେ ଆଗାମୀ ଦିନରେ ବର୍ଷାକୁ ଅନୁମାନ କରି ଅôଦକ ଗେଟ୍ ଖୋଲାଯିବ ବୋଲି…

୧୧ରେ ଖୋଲିବ ହୀରାକୁଦ ଗେଟ୍‌

ଭୁବନେଶ୍ବର: ଆସନ୍ତା ୧୧ତାରିଖ ପୂର୍ବାହ୍ନ ୧୧ଟାରେ ହୀରାକୁଦରୁ ବନ୍ୟା ଜଳ ନିଷ୍କାସନ ପାଇଁ ଗେଟ ଖୋଲିବ। ଚଳିତ ବର୍ଷ ପ୍ରଥମ ବନ୍ୟାଜଳ ନିଷ୍କାସନ ନେଇ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷଙ୍କ ଆଜି ସୂଚନା ଦେଇଛନ୍ତି। ବନ୍ୟା ଜଳ ନିଷ୍କାସନ ଦ୍ବାରା ମହାନଦୀ ଓ ଶାଖା ନଦୀର ଜଳସ୍ତର ବଢ଼ିବ। ତେଣୁ…

ବୁର୍ଲା ମେଡିକାଲରେ ସିସିଟିଭିରେ କଏଦ ହେଲା ସିକ୍ୟୁରିଟି ଗାର୍ଡ ଗାଡ଼ି ଚୋରି କରୁଥିବାର ଦୃଶ୍ୟ

ସମ୍ବଲପୁର: ବାଡ଼ ଯେତେବେଳେ ଫସଲ ଖାଇବ ସେତେବେଳେ ଫସଲର କିଏ ବା ସାହା ହେବ । ଆଜ୍ଞା ହଁ ସୁରକ୍ଷା ଦାୟିତ୍ୱରେ ଥିବା ସିକ୍ୟୁରିଟି ଗାର୍ଡ ଗାଡ଼ି ଚୋରି କରିଥିବା ଅଭିଯୋଗ ହୋଇଛି । ତେବେ ଚୋରି କରୁଥିବାର ଭିଡିଓ ସିସିଟିଭରେ କଏଦ ହୋଇଛି । ସମ୍ବଲପୁର ବୁର୍ଲା ମେଡିକାଲରେ ଦେଖିବାକୁ ମିଳିଛି ଏଭଳି…

ବଂଶୀଧର ମାଝୀ ହେଲେ ଭିସୁଟ୍ କୁଳପତି

ଭୁବନେଶ୍ୱର: ସମ୍ବଲପୁର ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ହେଲେ ବଂଶୀଧର ମାଝୀ । ଆଜି ରାଜ୍ୟପାଳ ତାଙ୍କୁ ନିଯୁକ୍ତି ଦେଇଛନ୍ତି । ୩ବର୍ଷ ଲାଗି କୁଳପତି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ । ଏବେ ସେ କାଞ୍ଚିପୁରମର ଆଇଆଇଆଇଟିଡିଏମରେ ନିର୍ଦ୍ଦେଶକ ଅଛନ୍ତି ।

ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ହତ୍ୟା

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୃବରାଜ ନାୟକଙ୍କୁ ହତ୍ୟା ଅଭିଯୋଗ । ଲଇକେରା ଥାନା ସରଗିଗୁଡ଼ା ବାସଭବନରେ ଆକ୍ରମଣ କରାଯାଇଥିଲା । ତେବେ ଆଜି ଝାରସୁଗୁଡ଼ା ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଛି । ତେବେ ତାଙ୍କୁ…

ଯୌନ ଶୋଷଣର ଶିକାର ହେଲେ ମହିଳା ଡାକ କର୍ମଚାରୀ

ସମ୍ବଲପୁର: ଦିନକୁ ଦିନ ବଢ଼ିବାରେ ଲାଗି ଯୌନ ଶୋଷଣ ମାମଲା । କିଛିକ୍ଷଣର ସୁଖ ଲାଗି ମଣିଷ ପାଲଟି ଯାଉଛି ପଶୁ । ଦୁଷ୍କର୍ମକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପରେ ମଧ୍ୟ ଏହା କମିବାର ନାଁ ଧରୁନି । କେତେବେଳେ ନାବାଳିକା ଯୌନ ଶୋଷଣ ହେଉଛନ୍ତି ତ ଆଉ କେତେବେଳେ ବୃଦ୍ଧାଙ୍କୁ…

ଆଜି ଶୀତଳଷଷ୍ଠୀ

ଭୁବନେଶ୍ୱର: ଗୋଟିଏ ବର୍ଷର ପ୍ରତୀକ୍ଷା ପରେ ପୁଣିଥରେ ସେହିଦିନ ଉପନୀତ ହୋଇଛି। ମଙ୍ଗଳବାର ରାତିରେ ଦେବଦେବ ମହାଦେବ ମାତା ପାର୍ବତୀଙ୍କ ସହ ବିବାହ ପାଇଁ ବରବେଶରେ ବାହାରିବେ। ମଙ୍ଗଳ ରାତି ବୁଧ ପାହାନ୍ତିର ମାହେନ୍ଦ୍ର ବେଳାରେ ଜଟାଧାରୀ ମହାଦେବଙ୍କର ଜଗତ୍ଜନନୀ ମାତା ପାର୍ବତୀଙ୍କ ସହ…

ଚାରି ଝିଅ ଓ ସ୍ତ୍ରୀକୁ ହାଣିବା ପରେ ଆତ୍ମହତ୍ୟା ଉଦ୍ୟମ କଲା ସ୍ୱାମୀ

ସମ୍ବଲପୁର: ନୃଂଶସତାର ସବୁ ସୀମା ପାର । ନିଜ ଜନ୍ମକଲା ୪ଝିଅଙ୍କୁ ହାଣିଲା ବାପା । ଏମିତିରେ ମନ ବୁଝିଲାନି ଯେ ଶେଷରେ ସ୍ତ୍ରୀକୁ ଆକ୍ରମଣ କରି ନିଜେ ଆତ୍ମହତ୍ୟା ଉଦ୍ୟମ କରିଛି । ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଯୌତୁକବାହାଲ ଗାଁରେ ଘଟିଛି ଏଭଳି ଜଘନ୍ୟ ଘଟଣା । ଶୁକୁର ଓରାମ ନିଜର…

ସମ୍ବଲପୁରରୁ ଜବତ ହେଲା ନକଲି ଔଷଧ

ସମ୍ବଲପୁର: କରୋନା ସମୟରେ ମାତିଛନ୍ତି ଅସାଧୁ ମେଡିସିନ ବ୍ୟବସାୟୀ । କାଲି କଟକ ଆଉ ଆଜି ସମ୍ବଲପୁରରୁ ଜବତ ହୋଇଛିନକଲି ମେଡିସିନ । ଟକ ସ୍ଥିତ କନିକା ଛକର ଏକ ଔଷଧ ଦୋକାନରୁ ଡ୍ରଗ କଣ୍ଟ୍ରୋଲର ସ୍ୱାର୍ଡ ଦ୍ୱାରା ବିପୁଳ ପରିମାଣରେ ନକଲି ଫାଭିପିରାଭିର ଔଷଧ ଜବତ ହୋଇଥିବା ବେଳେ ସମ୍ବଲପୁରରେ…