Odia News Portal
Browsing Tag

sex raket

ଓୟୋ ହୋଟେଲରେ ସେକ୍ସ ରାକେଟ୍

ଭୁବନେଶ୍ୱର: ଦେହ ବେପାରର ନୂଆ ତରିକା । ଓୟୋ ହୋଟେଲରେ ଚାଲିଥିଲା ଦେହ ବେପାର । ଗ୍ରାହାକ ଅସନ୍ତୁଷ୍ଟ ହେବାପରେ ଥାନାରେ କରିଥିଲେ ଅଭିଯୋଗ । ପୋଲିସ ଖବର ପାଇବା ପରେ ସିଲ୍ କରିଛି ହୋଟେଲ । ରାଜଧାନୀ ଭୁବନେଶ୍ୱରର ଭରତପୁର ସ୍ଥିତ ଓୟୋ ରୁମରେ ସେକ୍ସ ରାକେଟ ଠାବ ହୋଇଛି। ପୁଲିସ ଦ୍ୱାରା ୮…

ସେକ୍ସ ରାକେଟ ଠାବ, ୧୬ ଗିରଫ

ପାଟଣା: ମାତିଛନ୍ତି ଦେହ ବ୍ୟବସାୟୀ । ଖୁଲମଖୁଲା କରୁଥିଲେ ବେପାର । ଶେଷରେ ପୋଲିସ ଖବର ପାଇବା ପରେ ରାକେଟ ଠାବ କରିଛି । ପାଟଣାରେ ଏକ୍ଜିବ୍ୟୁସନ ରୋଡରେ ଥିବା ଏକ ହୋଟେଲରେ ବ୍ୟବସାୟ ଚାଲିଥିବା ବେଳେ ଅଚାନକ ଚଢ଼ାଉ କରି ୧୬ ଜଣଙ୍କୁ ଗିରଫ କରାଯାଇଛି । ତେବେ ଧରା ହୋଇଥିବା ଯୁବତୀମାନେ…

ଘର ଭିତରେ ଚାଲିଥିଲା ସେକ୍ସ ରାକେଟ୍‌, ମାଡ଼ି ବସିଲା ପୋଲିସ

ରାୟଗଡ଼ା: ଲକଡାଉନ ସମୟରେ ମାତିଛନ୍ତି ଦେହ ବ୍ୟବସାୟୀ । ଉପାନ୍ତରୁ ଉପକୂଳ ସବୁଠି ଚାଲିଛି ବେପାର । କିଛିଦିନ ହେବ ଏଭଳି ଖବର ପ୍ରତିଦିନ ନଜରକୁ ଆସୁଛି । ସେପଟେ ଆଜି ରାୟଗଡ଼ା ସହରରେ ଘର ଭିତରେ ଚାଲିଥିବା ସେକ୍ସ ରାକେଟ୍ ଠାବ କରିଛି ପୋଲିସ । ରାୟଗଡ଼ା ଗୌତମ ନଗର ୬ ନମ୍ବର ଲେନରେ ଘରେ ସେକ୍ସ…

କରୋନା ଛଡ଼ାଇ ନେଲା ଜୀବିକା, ଦେହ ବେପାରରେ ଲିପ୍ତଥିବା ମା ଝିଅଙ୍କୁ ଗିରଫ କଲା ପୋଲିସ

ଅମୃତସର: କରୋନା ମହାମାରୀ ଅନେକଙ୍କ ଜୀକିକା ଛଡ଼ାଇ ନେଇଛି । ଲୋକେ କାମ ଧନ୍ଦା ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ କାମ ଧନ୍ଦା ନପାଇ ଶେଷରେ ଦେହ ବ୍ୟବସାୟ ଭଳି ଘୃଣ୍ୟ କାର୍ଯ୍ୟ ଆପଣାଇଥିଲେ ମା ଝିଅ । ପୋଲିସ ଖବର ପାଇବା ପରେ ଚଢ଼ାଉ କରି ସେମାନଙ୍କୁ କୋର୍ଟ ଚାଲାଣ…

ଝାରସୁଗୁଡ଼ାରେ ସେକ୍ସ ରାକେଟ୍ ଠାବ

ଝାରସୁଗୁଡ଼ା: ଲକଡାଉନରେ ସକ୍ରିୟ ଅଛନ୍ତି ଦେହ ବ୍ୟବସାୟୀ । ବାହାରେ ହୋଟେଲ ଓ ଲଜ ଲେଖାଯାଇଥିବା ବେଳେ ଭିତରେ ଚାଲିଥିଲା ସେକ୍ସ ରାକେଟ୍ । ପୋଲିସ ଖବର ପାଇବା ପରେ ଚଢ଼ାଉ କରିଥିଲା । ଝାରସୁଗୁଡ଼ା ସଦର ଥାନା ପଞ୍ଚପଡ଼ା ବାଇପାସରେ ଶିବଶକ୍ତି ଲଜରେ ସେକ୍ସ ରାକେଟ ଚାଲିଥିଲା । ପୋଲିସ ଚଢ଼ାଉ କରି…

ପୁଣି ଭୁବନେଶ୍ୱରରେ ସେକ୍ସ ରାକେଟ୍ ଠାବ

ଭୁବନେଶ୍ୱର: ମାତିଛନ୍ତି ଦେହ ବ୍ୟବସାୟୀ । ବାରମ୍ବାର ଚଢ଼ାଉ ପରେ ଚେତି ନାହାଁନ୍ତି । ଆଜି ଭୁବନେଶ୍ୱରରୁ ପୁଣି ଏକ ସେକ୍ସ ରାକେଟ୍ ଠାବ ହୋଇଛି । ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ଗେଷ୍ଟ ହାଉସରେ ଦେହ ବ୍ୟବସାୟ ଚାଲିଥିବା ବେଳେ ପୋଲିସ ଚଢ଼ାଉ କରିଥିଲା । ଜଣେ ଦେହଜୀବୀଙ୍କୁ ଉଦ୍ଧାର କରିଥିବା ବେଳେ…

କଟକରେ ସେକ୍ସ ରାକେଟ୍ ଠାବ

କଟକ: ଲକଡାଉନରେ ମାତିଛନ୍ତି ଦେହ ବ୍ୟବସାୟୀ । କଟକର ଏକ ହୋଟେଲରେ ଠାବ ହୋଇଛି ରାକେଟ୍ । ପିଲିଗ୍ରୀମ ରୋଡରେ ଥିବା ଏକ ହୋଟେଲରେ ରାକେଟ ଚାଲିଥିବା ବେଳେ ମାଡ଼ି ବସିଥିଲା ମାଲଗୋଦାମ ଥାନା ପୋଲିସ । ରାକେଟ ଚଳାଉଥିବା ମହିଳା କିଙ୍ଗପିନ ଜଣେ ଗ୍ରାହାକ ଓ ହୋଟେଲ ମାଲିକଙ୍କୁ ଅଟକ ରଖି ପଚରା ଉଚରା…