Odia News Portal
Browsing Tag

soro

ଟ୍ରକ ଧକ୍କାରେ ଓଲଟିଲା ଯାତ୍ରୀବାହୀ ବସ୍

ବାଲେଶ୍ୱର : ଜାତୀୟ ରାଜପଥରେ ଘଟିଛି ଏକ ବଡ଼ ଦୁର୍ଘଟଣା । କୋଇଲା ବୋଝେଇ ଟ୍ରକ୍ ଧକ୍କାରେ ୧୦ ଫୁଟ୍ ତଳକୁ ଓଲଟି ପଡ଼ିଛି ବସ୍ । ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଜଣ ଆହାତ ହୋଇଛନ୍ତି ।ଆହାତ ମାନଙ୍କୁ ସ୍ଥାନୀୟ ମେଡିକାଲ୍ ସହ ବାଲେଶ୍ୱର ଜିଲ୍ଲା ହସ୍ପିଟାଲରେ…

ଗେମ୍ ଖେଳିବାକୁ ବାପାଙ୍କୁ ମୋବାଇଲ ମାଗିଥିଲା ପୁଅ, ନଦେବାରୁ ଆତ୍ମହତ୍ୟା କଲା ନାବାଳକ

ବାଲେଶ୍ୱର: ଗେମ୍ ଖେଳିବା ଲାଗି ବାପାଙ୍କୁ ମୋବାଇଲ ମାଗିଥିଲା ପୁଅ । ବାପା ମୋବାଇଲ ନଦେବାରୁ ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ନାବାଳକ । ବାଲେଶ୍ୱର ଜିଲ୍ଲା ବାହାନଗା ଥାନା କୁରୁଡ଼ା ଗାଁରୁ ଆସିଛି ଏଭଳି ଚିତ୍ର । ପରିବାର ଲୋକେ ପୁଅକୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ସୋର ମେଡିକାଲରେ…

ସନ୍ଦେହଘେରରେ ଯୁବକଙ୍କ ମୃତ୍ୟୁ

ସୋର: ଜାମୁକୋଳି ଗଛରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ । ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ବାଲେଶ୍ୱ ଜିଲ୍ଲା ଖଇରା ଥାନା ରାଇଗଡ଼ିଆ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ମୃତ ଯୁବକ ହେଲେ ବିଶ୍ୱନାଥ ଦାସ । ତେବେ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଠ ରହିଛି । ବିଶ୍ୱନାଥଙ୍କ…

ପୋଲିସ ଜନତା ଧସ୍ତାଧସ୍ତି

ସୋର: ପୋଲିସ ଜନତା ହାତାହାତି । ସମବାୟ କର୍ମଚାରୀଙ୍କୁ ଉଦ୍ଧାର କରିବା ଲାଗି ଆସିଥିବା ବେଳେ ପୋଲିସ ଜନତା ମୁହାଁମୁହିଁ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ପଣାପଣା ସେବା ସମବାୟ ସମିତିରେ ଦେଖାଦେଦେଇଛି ଉତ୍ତେଜନା । ଟଙ୍କା ନମିଳିବାରୁ ଏହି ଉତ୍ତେଜନା ଦେଖିବାକୁ ମିଳିଛି । ସୂଚନା ଅନୁସାରେ,…