Odia News Portal
Browsing Tag

sports news

ଆଜି ରୋହିତ-ଦ୍ରାବିଡ଼ଙ୍କ ପ୍ରଥମ ପରୀକ୍ଷା

ନୂଆଦିଲ୍ଲୀ: ଆଜି ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ । ପ୍ରଥମ ଟି-୨୦ରେ ବିଜୟୀ ହେବା ସହ ଟି-୨୦ ବିଶ୍ୱକପର ବଦଲା ନେବା ଲକ୍ଷ୍ୟରେ ରହିବ ଟିମ୍ ଇଣ୍ଡିଆ । ବିରାଟଙ୍କ ପରେ ଟିମ ଇଣ୍ଡିଆ ଅଧିନାୟକ ପଦ ଗ୍ରହଣ କରିଥିବା ରୋହିତ ଶର୍ମା ଏବଂ ନୂଆ କରି ଭାରତୀୟ ଦଳର କୋଚ ପଦ ସମ୍ଭାଳିଥିବା ଦ୍ରାବିଡଙ୍କ…

କିଏ ଜିତିବ ଫାଇନାଲ ?

ଦୁବାଇ: ଟି-୨୦ ବିଶ୍ୱକପ ଫାଇନାଲରେ ଆଜି ଭେଟାଭେଟି ହେବେ ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ । ସୁପର ସଣ୍ଡେରେ ସୁପର ମ୍ୟାଚରେ ଭେଟାଭେଟି ହେବାକୁ ଥିବାବେଳେ କ୍ରୀଡ଼ାପ୍ରେମୀମାନେ ନି ନିଜର ମତ ରଖିବା ଆରମ୍ଭ କରିଦେଲେଣି । କିଏ ଜିତିବ ଆଉ କିଏ ହାରିବ ତାକୁ ନେଇ ମଧ୍ୟ ସୋସିଆଲ ମିଡିଆରେ ଟ୍ରେଣ୍ଡ…

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଲାଗି ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଶେଷ ହେବା ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳିବ ଭାରତ । ଦଳର ବହୁ ଅଭିଜ୍ଞ ଖେଳାଳୀଙ୍କୁ ବିଶ୍ରାମ ଦିଆଯାଇଛି । ତେବେ ଯୁବ ବାହିନୀ କେମିତି ତାଉପରେ ରହିଛି ମସ୍ତଙ୍କ ନଜର । ଉଭୟ ଟେଷ୍ଟ ମ୍ୟାଚରୁ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଥିବାବେଳେ…

ପାକିସ୍ତାନର ବିଜୟ ରଥ ରୋକି ପାରିବ କି ଅଷ୍ଟ୍ରେଲିଆ?

ଦୁବାଇ: ଚଳିତ ଟି-୨୦ ବିଶ୍ୱକପରେ ପାକିସ୍ତାନ ଲିଗ ପର୍ଯ୍ୟାୟରେ ଅପରାଜେୟ ରହିଛି । ଲିଗ ପର୍ଯ୍ୟାୟରେ ପାକିସ୍ତାନ ଦମଦାର ପ୍ରଦର୍ଶନ କରିବା ସହ ପ୍ରଥମ ଦଳ ଯିଏକି ଚଳିତ ବିଶ୍ୱକପରେ ହାରିନାହିଁ । ତେବେ ଆଜି ଦ୍ୱିତୀୟ ସେମିଫାଇନାଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଭେଟିବାକୁ ଯାଉଛି ପାକିସ୍ତାନ ।…

ଜୁନିୟର ବିଶ୍ୱକପ ଭାରତୀୟ ହକି ଦଳରେ ୩ ଓଡ଼ିଆ

ଭୁବନେଶ୍ୱର : ରାଜଧାନ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ଜୁନିୟର ହକି ବିଶ୍ୱକପ । ନଭେମ୍ବର ୨୪ ରେ ବାଜିବ ବିଶ୍ୱକପ ବିଗୁଲ । ଏଥିପାଇଁ ଏଫଆଇଏଚ ପକ୍ଷରୁ ୧୮ ଜଣିଆ ଦଳ ଘୋଷଣା ହୋଇଛି । ଘୋଷଣା କରାଯାଇଥିବା ୧୮ ଜଣିଆ ହକି ଦଳରେ ୩ ଜଣ ଓଡିଆ ସାମିଲ ଅଛନ୍ତି । ସେମାନେ…

ସ୍ୱାଧିକାର ଇଣ୍ଟର ସ୍କୁଲ ଖୋଖୋ ଚାମ୍ପିୟନସିପ ଫାଇନାଲରେ କବିର ପବ୍ଲିକ ସ୍କୁଲ

ଭୁବନେଶ୍ୱର: ଓଡ଼ିଆ ପାଠକଙ୍କ କ୍ଷେତ୍ରରେ ଆଦୃତ ହୋଇସାରିଥିବା ଦୈନିକ ଏବଂ ସାପ୍ତହିକ ଖବରକାଗଜ ତଥା ରାଜ୍ୟର ଅଗ୍ରଣୀ ୱେବ ଚ୍ୟାନେଲ ମଧ୍ୟରେ ସବୁବେଳେ ଆଗରେ ରହି ଆସୁଥିବା ସ୍ୱାଧିକାର ନ୍ୟୁଜ୍ ପକ୍ଷରୁ ଆୟୋଜିତ ହୋଇଥିବା ଇଣ୍ଟର ସ୍କୁଲ ଖୋଖୋ ପ୍ରତିଯୋଗିତାରେ କବିର ପବ୍ଲିକ ସ୍କୁଲ ଫାଇନାଲରେ…

ନାଗେଶ ଟ୍ରଫି ପାଇଁ ଓଡ଼ିଶା ଦଳ ଘୋଷିତ

ଭୁବନେଶ୍ୱର: ଦିଲ୍ଲୀରେ ନଭେମ୍ବର ୧୭ରୁ ୨୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ନାଗେଶ ଟ୍ରଫି ଦୃଷ୍ଟିହୀନ ଜାତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ପାଇଁ ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ୍ ସଂଘ (କାଭି) ପକ୍ଷରୁ ବୁଧବାର ୧୪ ଜଣିଆ ଦଳ ଘୋଷଣା କରାଯାଇଛି । ଅଧିକାର ମାକ୍ରୋ ଫାଇନାନ୍ସ ସଭାପତି ନୁରୁଦ୍ଦିନ…

ବିରାଟ-ଅନୁଷ୍କାଙ୍କ ଝିଅକୁ ଧମକ ଦେଇଥିବା ବ୍ୟକ୍ତି ହାଇଦ୍ରାବାଦରୁ ଗିରଫ

ହାଇଦ୍ରାବାଦ: ଭାରତୀୟ କ୍ରିକେଟ ଟିମ୍‌ର ମହାନ ଖେଳାଳି ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଝିଅକୁ ଧମକ ଦେଇଥିବା ବ୍ୟକ୍ତି ମୁମ୍ବାଇ ପୋଲିସ ହାତରେ ଧରା ପଡ଼ିଛି। ମୁମ୍ବାଇ ପୋଲିସର ସାଇବର ସେଲ୍‌ ତାଙ୍କୁ ହ୍ରାଇଦାବାଦରୁ ଗିରଫ କରିଛି। ଏବେ ପୋଲିସ ଟିମ୍‌ ଅଭିଯୁକ୍ତଙ୍କୁ ଧରି…

ଆଜି ନ୍ୟୁଜିଲାଣ୍ଡକୁ ଭେଟିବ ଇଂଲଣ୍ଡ

ଆବୁଧାବି: ଚଳିତ ଆଇସିସି‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ବୁଧବାର ପ୍ରଥମ ସେମିଫାଇନାଲ୍ ମ୍ୟାଚ୍‌ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ୍ ମଧ୍ୟରେ ଖେଳାଯିବ। ୨୦୧୬ ବିଶ୍ବ ‌ଟି-୨୦ ସେମିଫାଇନାଲ୍, ୨୦୧୯ ଦିନିକିଆ ବିଶ୍ବକପ୍‌ ଫାଇନାଲ୍‌ ପରେ ଏବେ ୨୦୨୧ ଟି-୨୦ ବିଶ୍ବକପ୍‌ ସେମିଫାଇନାଲ୍‌। ବିଶ୍ବକପ୍‌ର ଶେଷ…

ଟିମ୍ ଇଣ୍ଡିଆକୁ କଡ଼ା ସମାଲୋଚନା କଲେ କପିଲ ଦେବ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଭାରତ ସେମିରେ ନପହଞ୍ଚିବାକୁ ନେଇ ଚାରିଆଡ଼ୁ ଟମ୍କୁ ସମାଲୋଚନା କରାଯାଉଛି । ଆଇପିଏଲ ଯୋଗୁଁ ଭାରତୀୟ ଖେଳାଳୀ ଜାତୀୟ ଖେଳ ଉପରେ ଧ୍ୟାନ ଦେଉ ନାହାନ୍ତି । ଆଇପିଏଲ ବ୍ୟାନ କରିବା ଲାଗି ମଧ୍ୟ କିଛି କ୍ରିକେଟର ଏବଂ ପ୍ରଂଶସକମାନେ ମତପ୍ରକାଶ କରିଛନ୍ତି । ତେବେ…