Odia News Portal
Browsing Tag

sports news

ଟି-୨୦ ବିଶ୍ୱକପରେ ଆଜି ଭାରତର ଶେଷ ମ୍ୟାଚ୍

ଦୁବାଇ: ଚଳିତ ଟି-୨୦ ବିଶ୍ବକପ୍‌ରେ ନ୍ୟୁଜିଲାଣ୍ଡ ରବିବାର ଆଫ୍‌ଗାନିସ୍ତାନକୁ ହରାଇବା ପରେ ଭାରତର ସେମିଫାଇନାଲ୍‌ ଆଶା ଭାଙ୍ଗିଯାଇଛି। ଫଳରେ ସୋମବାର ଦୁବାଇରେ ଭାରତ ଓ ନାମିବ୍ୟା ମଧ୍ୟରେ ଖେଳାଯିବାକୁ ଥିବା ସୁପର-୧୨ର ଶେଷ ଲିଗ୍‌ ମ୍ୟାଚ୍‌ ଗୁରୁତ୍ବ ହରାଇଛି। ଗ୍ରୁପ୍‌-୨ରେ ଭାରତ ସଂପ୍ରତି…

ଆଜି ଆଫଗାନିସ୍ତାନ ପାଇଁ ପ୍ରାର୍ଥନା କରିବ ଭାରତ

ଦୁବାଇ: ଟି-୨୦ ବିଶ୍ୱକପରେ ଭାରତ ପ୍ରଥମ ଦୁଇଟି ପରାଜୟ ପରେ ଦଳର ସେମି ଆଶା ଏକପ୍ରକାର ମଉଳି ଯାଇଛି । ତଥାପି ପର ଉପରେ ନିର୍ଭର କରୁଛି ଭାରତ । ଯଦି ଆଜି ଆଫଗାନିସ୍ତାନ ନ୍ୟୁଜିଲାଣ୍ଡ ଭଳି ଶକ୍ତିଶାଳୀ ଦଳକୁ ପରାସ୍ତ କରେ ତେବେ ଭାରତ ସେମିରେ ପହଞ୍ଚିବ । ସେପଟେ ଭାରତ ଶେଷ ମ୍ୟାଚରେ ଦୁର୍ବଳ…

ଏମିତି ଜନ୍ମଦିନ ପାଳିଲେ ବିରାଟ, ଦେଖନ୍ତୁ ଭିଡିଓ

ଦୁବାଇ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲିଙ୍କ ଶୁକ୍ରବାର ଥିଲା ଜନ୍ମଦିନ । ୩୩ ବର୍ଷରେ ପାଦ ଥାପିଛନ୍ତି ବିରାଟ । ଟି-୨୦ ବିଶ୍ୱକପରେ ଗତକାଲି ସ୍କଟଲ୍ୟାଣ୍ଡ ବିପକ୍ଷରେ ଭାରତର ବିଶାଳ ବିଜୟ ପରେ ଜନ୍ମଦିନକୁ ବେଶ ଧୁମଧାମରେ ପାଳନ କରିଛନ୍ତି କୋହଲି । ସାଥି ଖେଳାଳୀଙ୍କ ମେଳରେ…

ଭାରତ ବିପକ୍ଷ ଟେଷ୍ଟ ସିରିଜ ଲାଗି ଟିମ୍ ଘୋଷଣା କଲା ନ୍ୟୁଜିଲାଣ୍ଡ

ୱେଲିଂଟନ୍‌ : ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ଭାରତ ବିପକ୍ଷ ୨ଟି ଟେଷ୍ଟ ଶୃଙ୍ଖଳାରେ ଖେଳିବେ ନାହିଁ। ସ୍ବାସ୍ଥ୍ୟଜନିତ ସମସ୍ୟା ଯୋଗୁଁ ଟ୍ରେଣ୍ଟ ବୋଲ୍ଟ ଭାରତ ଗସ୍ତରେ ନିଜ ଦଳ ସହିତ ରହିବେ ନାହିଁ।  ସୂଚନାଯୋଗ୍ୟ ସିରିଜର ପ୍ରଥମ ଟେଷ୍ଟ କାନପୁରରେ ନଭେମ୍ବର ୨୫ରୁ ୨୯ ଯାଏଁ…

ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଲେ ବ୍ରାଭୋ

ଦୁବାଇ: କାରବିଆନ ଦକ୍ଷ ଅଲରାଉଣ୍ଡର ତଥା ଡେଥ ଓଭର ସ୍ପେଶାଲିଷ୍ଟ ଡ୍ୱେନ ବ୍ରାଭୋ ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି । ଗୁରୁବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ପରାଜୟ ପରେ ସେ ନିଜର ଅବସର ଘୋଷଣା କରିଛନ୍ତି । ତେବେ ୧୮ ବର୍ଷର କ୍ରିକେଟ କ୍ୟାରିୟର ଭିତରେ ସେ ଅନେକ କ୍ଷ୍ୟାତି…

ଜୁନିଅର ବିଶ୍ୱକପ୍ ହକିର ଲାଇଭ ମ୍ୟାଚ୍ ପାଇଁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବିଏମସି ଲଗାଇବ ବଡ ସ୍କ୍ରିନ୍‌

ଭୁବନେଶ୍ବର : ଚଳିତମାସ ୨୪ତାରିଖରୁ ଡିସେମ୍ବର ୫ତାରିଖ ପର୍ଯ୍ୟନ୍ତ ରାଜଧାନୀର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ କନିଷ୍ଠ ପୁରୁଷ ହକି ବିଶ୍ବକପ୍ ୨୦୨୧। ୧୨ଦିନ ଧରି ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୪୮ଟି ମ୍ୟାଚ୍ ଖେଳାଯିବ। ମାତ୍ର କରୋନା ପାଇଁ ଏଥର ଦର୍ଶକଙ୍କୁ ଷ୍ଟାଡିୟମରେ…

ଦ୍ରାବିଡ୍ ହେଲେ ଟିମ୍ ଇଣ୍ଡିଆର ନୂଆ କୋଚ୍

ନୂଆଦିଲ୍ଲୀ: ଭାରତୀୟ ଦଳକୁ ମିଳିଲା ନୂଆ କୋଚ୍ । ବୁଧବାର ବିସିସିଆଇ ରବି ଶାସ୍ତ୍ରୀଙ୍କ ସ୍ଥାନରେ ପୂର୍ବତନ ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡଙ୍କୁ ଏହି ପବଦୀ ଦେଇଛି । ଟି-୨୦ ବିଶ୍ୱକପ ପରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରୁ ସେ ଦାୟିତ୍ୱ ଗ୍ରହଣ କରିବେ । ନଭେମ୍ବର ୧୭ରୁ ଆରମ୍ଭ ହେଉଥିବା…

କୋହଲିଙ୍କୁ ଗମ୍ଭୀରଙ୍କ ଚେତାବନୀ

ଦୁବାଇ: ଟି-୨୦ ବିଶ୍ୱକପରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଲାଗି ଚାରିଆଡ଼େ ଚର୍ଚ୍ଚା । ଖେଳାଳୀଙ୍କ ସହ ସେମାନଙ୍କ ପରିବାରକୁ ମଧ୍ୟ ସମାଲୋଚନା କରୁଛନ୍ତି ପ୍ରଂଶସକ । ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡଠାରୁ ହାରିବା ପରେ ଆଜି ବିରାଟ କୋହଲି ବାହିନୀ ଆଫଗାନିସ୍ତାନକୁ ଭେଟିବ। ପ୍ରଥମ ଦୁଇଟି ମ୍ୟାଚ…

ଆଜି ଆଫଗାନିସ୍ତାନକୁ ଭେଟିବ ଭାରତ

ଆବୁଧାବି: ପାକିସ୍ତାନ ଓ ନ୍ୟୁଜିଲାଣ୍ଡଠାରୁ ‌ଶୋଚନୀୟ ପରାଜୟ ବରଣ କରିଥିବା ଭାରତୀୟ କ୍ରିକେଟ୍ ଦଳ ବୁଧବାର ଆଫ୍‌ଗାନିସ୍ତାନ ରୂପରେ ଆଉ ଏକ ଉତ୍ସାହୀ ଓ ଆତ୍ମବିଶ୍ବାସରେ ଭରପୁର ପ୍ରତିପକ୍ଷକୁ ଭେଟିବ। ଅନଭିଜ୍ଞ ଆଫ୍‌ଗାନିସ୍ତାନ ଦୁଇଟି ବୃହତ୍ ବିଜୟ ହାସଲ କରି ୪ ପଏଣ୍ଟ ପାଇସାରିଛି। ତା’ ଛଡ଼ା…

ଜାଣନ୍ତୁ କଣ କଲେ ସେମିରେ ପହଞ୍ଚିବ ଭାରତ

ଦୁବାଇ: ଭାରତର ଲଗାତାର ପରାଜୟ ପରେ ଏବେ ଦଳ ଚିନ୍ତାରେ ରହିଛି । ସେମିଫାଇନାଲ ଆଶା ଏବେ ମଉଳିବାରେ ଲାଗିଛି । ତେବେ ଶେଷ ସମୟରେ ଭାରତ ସେମିକୁ ଯାଇପାରେ ବୋଲି ଆକଳନ କରାଯାଉଛି । କେବଳ ମ୍ୟାଚ୍ ଫଳାଫଳ ନୁହେଁ କିଛି ଚମକ୍ରାରୀ ହେଲେ ହିଁ ଟିମ୍ ଇଣ୍ଡିଆ ପାଇଁ ସେମିଫାଇନାଲ ଦ୍ୱାର ଖୋଲିବ । ଆଉ…