Odia News Portal
Browsing Tag

suprime court

ପୋଗାସସ୍ ମାମଲାରେ ଏମିତି ରାୟ ଶୁଣାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ପେଗାସସ୍ ସ୍ପାଏୱେୟାର ମାମଲାରେ ନିରପେକ୍ଷ ଯାଞ୍ଚ ପାଇଁ ଆବେଦନ ଉପରେ ସୁପ୍ରିମକୋର୍ଟ ଏହାର ରାୟ ଦେଇଛନ୍ତି। ଏକ ବିଶେଷଜ୍ଞ କମିଟି ଦ୍ୱାରା ପେଗାସସ୍ ଗୁପ୍ତଚର ମାମଲା ଯାଞ୍ଚ କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। କୋର୍ଟ କଡା ମନ୍ତବ୍ୟ ଦେଇଥିବା ବେଳେ ଏହା ମଧ୍ୟ କହିଛନ୍ତି…

ଆଜି ପୋଗାସସ୍ ମାମଲାର ରାୟ ଶୁଣାଣି

ନୂଆଦିଲ୍ଲୀ: ପେଗାସସ୍ ମାମଲାରେ ସୁପ୍ରିମକୋର୍ଟ ଆଜି ରାୟ ଶୁଣାଇବେ । ଏହି ପ୍ରସଙ୍ଗରେ ନିରପେକ୍ଷ ବିଶେଷଜ୍ଞ କମିଟି ଗଠନ କରିବାକୁ ସରକାର ପ୍ରସ୍ତାବ ଦେଇଥିଲେ। ଏହାକୁ ଆବେଦନକାରୀମାନେ ବିରୋଧ କରିଥିଲେ। ସୁପ୍ରିମକୋର୍ଟ ନିଜ ପକ୍ଷରୁ ଏକ କମିଟି ଗଠନ କରିବେ ବୋଲି ସଙ୍କେତ ଦେଇଥିଲେ । …

ୟୁପି ସରକାରଙ୍କ ଉପରେ ସୁପ୍ରିମକୋର୍ଟ ଖପ୍ପା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲଖିମପୁର ହିଂସା ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଆଉ ଉତ୍ତର ପ୍ରଦେଶ ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ରାଜ୍ୟ ସରକାରଙ୍କ ପଦକ୍ଷେପ ଯଥେଷ୍ଟ ନୁହେଁ ବୋଲି ସଫା ସଫା କହିଛନ୍ତି କୋର୍ଟ। ଏହାସହ ଏଯାଏ କାହିଁକି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇନି…

ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡ: ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡକୁ ନେଇ ଦେଶବ୍ୟାପୀ ଆଲୋଡନ୍ । ରାଜନୀତି ବି ତେଜିଛି । କୃଷକଙ୍କ ଉପରେ ଗାଡ଼ି ଚଢ଼ାଇ ହତ୍ୟା ଘଟଣାକୁ ନେଇ ଉତ୍ତରପ୍ରଦେଶ ସରକାର ଓ କେନ୍ଦ୍ରକୁ ଟାର୍ଗେଟ କରୁଛନ୍ତି ବିରୋଧୀ । ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଆଜି ଲଖିମପୁର…

ଏଣିକି ସେପ୍ଟେମ୍ବର ୧ରୁ ସୁପ୍ରିମକୋର୍ଟରେ ଭର୍ଚ୍ଚୁଆଲ ନୁହେଁ ଫିଜିକାଲ ଶୁଣାଣି

ନୂଆଦିଲ୍ଲୀ: କମୁଛି କରୋନା କାୟା । ଲକଡାଉନ ହୋଇଥିବା ବିଭିନ୍ନ ରାଜ୍ୟରେ ବି ସ୍ଥିତି ସ୍ୱାଭାବିକ ଅବସ୍ଥାକୁ ଫେରୁଛି । ଏସବୁକୁ ନଜରରେ ରଖି ଏବେ ସୁପ୍ରିମକୋର୍ଟରେ ବି ଭର୍ଚ୍ଚୁଆଲ ଶୁଣାଣି ଶେଷ କରାଯିବ । ସେପ୍ଟେମ୍ବର ପହିଲାରୁ ଆଗ ଭଳି ଚାଲିବ ସୁପ୍ରିମ କୋର୍ଟ । ଅଦାଲତର ଜଣେ ବରିଷ୍ଠ…

ଲୋକାଯୁକ୍ତଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ଲୋକାଯୁକ୍ତଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ସେ ସୁପ୍ରିମକୋର୍ଟରେ ଫୌଜଦାରୀ ମାମଲା ଆବେଦନ କରିଛନ୍ତି । ସୁପ୍ରିମକୋର୍ଟରେ ଲୋକାୟୁକ୍ତ ଜାଲ୍ ଡକ୍ୟୁମେଣ୍ଟ ଦେଇଥିବା ଅଭିଯୋଗ ଅଣାଯାଇଛି । ପ୍ରଦୀପଙ୍କ ପକ୍ଷରୁ କୋର୍ଟରେ ଲଢ଼ୁଛନ୍ତି…

ପେଗାସସ୍ ମାମଲା: କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ: ପେଗାସସ୍ କେଳେଙ୍କେରୀ ମାମଲାରେ ସ୍ୱତନ୍ତ୍ର ତଦନ୍ତ ଦାବି କରି ଆଗତ ପିଟିସନ ଉପରେ ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ଇସ୍ରାଏଲ ଗୁଇନ୍ଦା ସଫ୍ଟୱେର ‘ପେଗାସସ୍‌’ର ବ୍ୟବହାର ସରକାର ନିଜ ନାଗରିକଙ୍କ ଉପରେ କରିଛନ୍ତି କି ନାହିଁ ତାହାର ଜବାବ ଦାଖଲ…

ଅଗଷ୍ଟ ୧୦ରେ ପୋଗାସସ ଶୁଣାଣି

ନୂଆଦିଲ୍ଲୀ: ପେଗାସସ୍ ଗୁପ୍ତଚର ମାମଲାର ଶୁଣାଣି ଅଗଷ୍ଟ ୧୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଏନେଇ ଗୁରୁବାର ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଛନ୍ତି । ଏହି ମାମଲାର ନିରପେକ୍ଷ ଯାଞ୍ଚ କରିବାକୁ ନେଇ ହୋଇଥିବା ଆବେଦନର ଶୁଣାଣିକୁ କୋର୍ଟ ଅଗଷ୍ଟ ୧୦କୁ ଘୁଞ୍ଚାଇ ଦେଇଛନ୍ତି । ସେପଟେ ସଂସଦରେ…

ଆଜି ସୁପ୍ରିମକୋର୍ଟରେ ପରୀ ମାମଲାର ଶୁଣାଣି

ଭୁବନେଶ୍ୱର: ନୟାଗଡ଼ ଜିଲ୍ଲା ଶିଶୁକନ୍ୟା ପରୀ ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି ଗୁରୁବାର ସୁପ୍ରିମକୋର୍ଟରେ ହୋଇଛି । ଏହି ମାମଲାରେ ଓଡ଼ିଶା ହାଇକୋର୍ଟ ଦେଇଥିବା ଦୁଇଟି ନିର୍ଦ୍ଦେଶନାମାକୁ ଶୁକ୍ରବାର ଦାଖଲ କରିବା ପାଇଁ ଏକ ଦୁଇଜଣିଆ ଖଣ୍ଡପୀଠ ଆବେଦନକାରୀ ତଥା ପରୀର ମା’ ସୌଦାମିନୀ…

ଝିଅର ସୁରକ୍ଷା ଲାଗି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଓଡ଼ିଆ ଦମ୍ପତି

ନୂଆଦିଲ୍ଲୀ: ଝିଅ କୁସୁମ (ଛଦ୍ମ ନାମ)ର ଜୀବନ ଓ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଓଡ଼ିଆ ଦମ୍ପତି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସୁପ୍ରିମକୋର୍ଟର ଆଇନଜୀବୀ ସୁଦର୍ସ ମେନନଙ୍କ ଜରିଆରେ ରିଟ୍ ପିଟିସନ୍ ଦାଖଲ କରାଯାଇ ଝିଅ କୁସୁମକୁ କୋର୍ଟଙ୍କ ନିକଟରେ ହାଜର କରାଯିବାକୁ ନେଇ…