Odia News Portal
Browsing Tag

swadhikar latest news

ରାହୁଲ, ବ୍ରାର ଦେଲେ ପଞ୍ଜାବକୁ ବିଜୟ

ଅହମଦାବାଦ : ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯ଼ାଇଥିବା ଆଇପିଏଲର ୨୬ତମ ମ୍ୟାଚରେ ପଂଜାବ ବାଙ୍ଗାଲୋରକୁ ୩୪ ରନରେ ପରାସ୍ତ କରିଛି । ପଂଜାବ ଦ୍ବାରା ଧାର୍ୟ଼୍ୟ ୧୮୦ ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯ଼ାଇ ବାଙ୍ଗାଲୋର ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୪୫ ରନ କରିବାକୁ ସକ୍ଷମ

ଡମଣା, ଇନ୍ଦ୍ର ଧନୁ ମାର୍କେଟ୍ ସିଲ୍

ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ସ୍ଥାନରେ ବିଏମ୍‌ସିର ଟିମ୍ ଚଢ଼ାଉ କରି ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ସବୁକୁ ସିଲ୍ କରୁଥିବା ଦେଖିବାକୁ ମିଳିଛି । ବିଭିନ୍ନ ହାଟ ବଜାରରେ ଲୋକମାନେ କଟକଣା ମାନୁ ନଥିବାରୁ ବିଏମସି ଦୁଇଟି ମୁଖ୍ୟ ମାର୍କେଟକୁ ବନ୍ଦ କରିଛି । ଭୁବନେଶ୍ୱର

କରୋନାରେ ଆଖି ବୁଜିଲେ ପୂର୍ବତନ ଆଟର୍ଣ୍ଣି ଜେନେରାଲ୍‌

ନୂଆଦିଲ୍ଲୀ: କରୋନା ଆଉ ଏକ ବଡ ମୁଣ୍ଡ । ଆଖି ବୁଜିଲେ ପୂର୍ବତନ ଆଟର୍ଣ୍ଣି ଜେନେରାଲ୍‌ ତଥା ବରିଷ୍ଠ ଓକିଲ ସୋଲି ଜେହାଙ୍ଗୀର ସୋରାବ୍‌ଜୀ ।କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇଥିବା ପଦ୍ମବିଭୂଷଣ ସମ୍ମାନ ପ୍ରାପ୍ତ ସୋରାବ୍‌ଜୀଙ୍କର ଆଜି ସକାଳେ ଦେହାନ୍ତ ହୋଇଯାଇଛି। କୋଭିଡ୍‌-୧୯ ଚିକିତ୍ସା

ଅକ୍ସିଜେନ୍ ଏକ୍ସପ୍ରେସ୍ ଅନୁଗୁଳରୁ ତରଳ ମେଡିକାଲ ଅମ୍ଳଜାନ ପରିବହନ କରିବ

ଭୁବନେଶ୍ୱର : ଭାରତୀୟ ରେଳ ଅକ୍ସିଜେନ୍ ଏକ୍ସପ୍ରେସକୁ ପ୍ରାଧାନ୍ୟ ଦେଇ ଜୀବନ ରକ୍ଷାକାରୀ ଅମ୍ଳଜାନ ପରିବହନ ଜାରି ରଖିଛି | ଭାରତୀୟ ରେଳବାଇର ଅମ୍ଳଜାନ ଏକ୍ସପ୍ରେସ ପରିଚାଳନା ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଦିଲ୍ଲୀ ପରେ ହରିୟାଣା ଏବଂ ତେଲେଙ୍ଗାନା ରାଜ୍ୟକୁ ବିସ୍ତାର କରି

କୋଭାକ୍ସିନ ଟିକା ଦର କମିଲା

ନୂଆଦିଲ୍ଲୀ : ପୁଣି ରାଜ୍ୟମାନଙ୍କୁ ଆଶ୍ୱସ୍ତି । ଗତକାଲି ସେରମ ଇନଷ୍ଟିଚ୍ୟୁଟ କୋଭିସିଲ୍ଡ ଟିକାର ଦର କମାଇବା ପରେ ଆଜି ଭାରତ ବାୟୋଟେକ୍ ତାର ଟିକାର ଦାମ୍ ହ୍ରାସ କରିଛି । ରାଜ୍ୟମାନଙ୍କୁ ଦିଆଯାଉଥିବା ଟିକାର ଦାମ ହ୍ରାସ କରାଯାଇଛି । ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକା

ରେଡ୍ ଘଟଣାରେ ଦୁଇ ପୋଲିସ କର୍ମୀ ନିଲମ୍ବିତ

ଭୁବନେଶ୍ୱର : ଓୟୋ ହୋଟେଲରେ ରେଡ୍ ଘଟଣାରେ ଦୁଇ ଜଣ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ଏଥିରେ ଜଣେ ହାବିଲଦାର ଓ କନଷ୍ଟେବଳ ଅଛନ୍ତି । ଉଭୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ ବିଭାଗ । ଏ ନେଇ ସୂଚନା ଦେଇଛନ୍ତି ଡିସିପି ଉମାଶଙ୍କର ଦାସ । ଏହି ଘଟଣାରେ ଜଣେ ଜଣେ ପୋଲିସ

୧୦୦ ଟଙ୍କା କମିଲା କୋଭିସିଲ୍ଡ ଟିକା ଦର

ନୂଆଦିଲ୍ଲୀ : କୋଭିସିଲ୍ଡ ଟିକା ଦର ହ୍ରାସ କରିଛି ସେରମ ଇନିଷ୍ଟଚୁ୍ୟଟ୍ । ଯାହାକି ରାଜ୍ୟମାନଙ୍କ ପାଇଁ ଖୁସି ଖବର ଆଣିଛି । ଏ ନେଇ ଘୋଷଣା କରିଛନ୍ତି ସେରମ ଇନଷ୍ଟିଚୁ୍ୟଟ୍ ମୁଖ୍ୟ ସିଇଓ ଆଦର ପୁନାୱାଲା । ପୂର୍ବରୁ ରାଜ୍ୟମାନଙ୍କୁ ଦିଆଯିବାକୁ ଥିବା ଟିକା ଦର ଥିଲା ୪୦୦ ଟଙ୍କା । ଏହାର

ନିୟମ ଭାଙ୍ଗି ୧୦ ହଜାର ଗଣିଲେ

ସମ୍ବଲପୁର : ଏକ ବିବାହ ଉତ୍ସବ ପାଇଁ ସ୍ଥାନୀୟ ପ୍ରଶାସନଠାରୁ ଅନୁମତି ଆଣାଯାଇଥିଲା। ହେଲେ ପ୍ରଶାସନ କୋଭିଡ ଗାଇଡଲାଇନ ଅନୁଯାୟୀ, ବିବାହ ଉତ୍ସବରେ ୫୦ ଜଣଙ୍କୁ ଏକାଠି ହେବାକୁ ଅନୁମତି ଦେଇଥିଲା। କିନ୍ତୁ ଉକ୍ତ ପରିବାର ଏହି ନିୟମକୁ ଖାତିର କରିନଥିଲେ। ବିବାହ ଉତ୍ସବକୁ ୫୦ରୁ ଅଧିକ

ଚାଲିଗଲେ ଓଡ଼ିଆ ସାହିତ୍ୟର ମଉଡମଣି

ଭୁବନେଶ୍ୱର : ବିଶିଷ୍ଟ ସାରସ୍ୱତ ସାଧକ ତଥା ଓଡ଼ିଆ ସାହିତ୍ୟର ମଉଡମଣି ମନୋଜ ଦାସଙ୍କର ଆଜି ପରଲୋକ ହୋଇଛି । ମୃତୁ୍ୟବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ପୁଡୁଚେରୀ ସ୍ଥିତ ଅରବିନ୍ଦ ଆଶ୍ରମ ନର୍ସିଂହୋମ୍ରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ କୋଟି ଟଙ୍କା ଦାନ

ଭୁବନେଶ୍ୱର :   ରାଜ୍ୟର କୋଭିଡ୍‌ ଲଢେଇରେ ନିଜର ଯୋଗଦାନ ସ୍ୱରୂପ ଏମ୍‌.ଜି.ଏମ୍‌ ମିନେରାଲ୍‌ସ୍‌ ଲିଃ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧ କୋଟି ଟଙ୍କା ଦାନ କରିଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟ ଲୋକସେବା ଭବନଠାରେ କଂପାନୀର ମୁଖ୍ୟ ପରିଚାଳନା