Odia News Portal
Browsing Tag

swadhikar latest news

ବିଳମ୍ବିତ ହେବ ଟିକାକରଣ !

ଭୁବନେଶ୍ବର: ତୃତୀୟ ପର୍ଯ୍ୟାୟ ଟିକାରଣ ପାଇଁ ଆସନ୍ତାକାଲିଠାରୁ ପଞ୍ଜିକରଣ ଆରମ୍ଭ ହେବ । ତେବେ ଟିକାକରଣ ସାମାନ୍ୟ ବିଳମ୍ବିତ ହୋଇପାରେ । ଟିକା ଉପଲବ୍ଧ ହେବା ପରେ ଟିକାକରଣ କରାଯିବ । ଏଭଳି ଆଶଙ୍କା କରିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ତେବେ କୋୱିନ

ନିର୍ବାଚନ ବିଜୟ ଶୋଭାଯାତ୍ରାରେ ଲାଗିଲା ରୋକ୍

ନୂଆଦିଲ୍ଲୀ: କରୋନା ଭୂତାଣୁର ବଢ଼ୁଥିବା ପ୍ରକୋପକୁ ଦେଖି ନିର୍ବାଚନ ଆୟୋଗ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ନିର୍ବାଚନରେ ବିଜୟ ପରେ କୌଣସି ବିଜୟ ଶୋଭାଯାତ୍ରା ହୋଇପାରିବ ନାହିଁ । ଏହା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ନିର୍ବାଚନ ଆୟୋଗ । ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ

ବାଇଡେନଙ୍କ ବଡ ହୃଦୟ, ପଠାଇଲେ ଅତ୍ୟାବଶ୍ୟକ ଉପକରଣ

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ବନ୍ଧୁତ୍ୱର ଦିଗଦର୍ଶନ ଦେଇଛନ୍ତି । ତାଙ୍କର ବଡ ହୃଦୟର ପରିଚୟ ଦେଇଛନ୍ତି । ଆମେରିକା ପଠାଇଥିବା ୩୧୮ଟି "ଅକ୍ସିଜେନ୍ କନ୍ସେନ୍ଟ୍ରେଟର୍' ଆଜି ଆସି ପହଞ୍ଚିଛି । ନ୍ୟୁୟର୍କରୁ ଏୟାର ଇଣ୍ଡିଅ । ବିମାନ ଯୋଗେ ଏହି "ଅକ୍ସିଜେନ୍

ବନବିଭାଗର ଚଢାଉ, ମୂଲ୍ୟବାନ କାଠ ଜବତ

ମାଲକାନଗିରି : ବିଶେଷ ସୂତ୍ରରୁ ଖବରପାଇ ମାଲକାନାଗିରି ବନଖଣ୍ଡ ଅଧିକାରୀ ପ୍ରଦୀପ ମିରସେଙ୍କ ନିର୍ଦ୍ଦେଶ କ୍ରମେ ବନାଞ୍ଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଶୋଇଙ୍କ ନେତୃତ୍ୱରେ ବନ ବିଭାଗର ଏକ ଟିମ୍ କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତୁମାସାପାଲ୍ଲି  ପଞ୍ଚାୟତ ଅଧୀନସ୍ଥ କାମାଲିଗୁଡ଼ା ଗ୍ରାମ ନିକଟ

ଆଇସିୟୁରେ ଅଛନ୍ତି ୩୫% ରୋଗୀ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ସହ ହସ୍ପିଟାଲରେ ଖାଲି ଥିବା ବେଡ଼ରେ ରୋଗୀ ସଂଖ୍ୟା ବୃଦ୍ଧି ପାଇଛି । ସେହିପରି ଗୁରୁତର ହୋଇପଡୁଥିବା ରୋଗୀଙ୍କ ପାଇଁ ଆଇସିୟୁ ବ୍ୟବସ୍ଥା ହୋଇଛି । କିଛି ଦିନ ହେବ ବିଭିନ୍ନ ହସ୍ପିଟାଲରେ ଆଇସିୟୁରେ ରୋଗୀଙ୍କ ସଂଖ୍ୟା ବଢୁଥିବା

ଉତ୍ତର ପ୍ରଦେଶଠୁ ଝାଡଖଣ୍ଡ କେଉଁ ରାଜ୍ୟ ଦେବେ ମାଗଣା ଟୀକା ଜାଣନ୍ତୁ

ନୂଆଦିଲ୍ଲୀ: ଆସନ୍ତା ମାସ ୧ ତାରିଖରୁ ୧୮ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ COVID-19 ଟିକା ପାଇବାକୁ କେନ୍ଦ୍ର ଦେଇଥିବା ବଡ ଘୋଷଣା ପରେ ଅନେକ ରାଜ୍ୟ ଘୋଷଣା କରିଛନ୍ତି ଯେ ସେମାନେ ଏହି ଟିକାକୁ ନିଜ ରାଜ୍ୟବାସୀଙ୍କୁ ମାଗଣାରେ ଯୋଗାଇ ଦେବେ। ରାଜ୍ୟ ତଥା ବେସରକାରୀ ଡାକ୍ତରଖାନାଗୁଡ଼ିକୁ

ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ଯୋଗାଣ ଜାରି

ଭୁବନେଶ୍ୱର: ଆଜି ୨୯ ଟ୍ୟାଙ୍କରରେ ୫୧୦ ମେଟ୍ରିକ ଟନ୍ ଅମ୍ଲଜାନ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ଦିଲ୍ଲୀ, ହରିୟାଣା, ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟକୁ ପଠାଯାଇଛି । ସ୍ୱତନ୍ତ୍ର ଅମ୍ଲଜାନ କରିଡ଼ରରେ ଏହି ଟ୍ୟାଙ୍କରଗୁଡ଼ିକ ପୋଲିସ ସୁରକ୍ଷା ବଳୟ ମଧ୍ୟରେ ପଠାଯାଇଛି ।

କୋଭାକ୍ସିନର ବଜାର ଦର ଘୋଷଣା

ହାଇଦ୍ରାବାଦ: କୋଭିଶିଲ୍ଡ ଟିକା ପରେ କୋଭାକ୍ସିନର ଦର ଧାର୍ଯ୍ୟ ହୋଇଛି । ଭାରତ ବାୟୋଟେକ କରୋନା ଟିକା କୋଭାକ୍ସିନର ବଜାର ଦର ନିର୍ଦ୍ଧାରଣ କରିଛି। ଶନିବାର ବିଳମ୍ବିତ ସଂଧ୍ୟାରେ ଭାରତ ବାୟୋଟେକ ପକ୍ଷରୁ ଜାରି ଇସ୍ତାହାରରେ କୁହାଯାଇଛି ଯେ ରାଜ୍ୟ ସରକାରଙ୍କ ଲାଗି କୋଭାକ୍ସିନ୍ ଟିକାର ମୂଲ୍ୟ