Odia News Portal
Browsing Tag

swadhikar latest news

ଅମ୍ଳଜାନ ସଙ୍କଟ: ଆଖି ବୁଜିଲେ ଆଉ ୨୫ ଅସୁସ୍ଥ

ନୂଆଦିଲ୍ଲୀ: ଗୁରୁତର ଅମ୍ଳଜାନ ସଙ୍କଟ ମଧ୍ୟରେ ଦିଲ୍ଲୀର ଜୟପୁର ଗୋଲଡେନ୍ ହସ୍ପିଟାଲରେ ଅତି କମରେ କୋଡିଏ ଜଣ ଗୁରୁତର ଅସୁସ୍ଥ ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଜୟପୁର ଗୋଲଡେନ୍ ହସ୍ପିଟାଲର ଡାକ୍ତରୀ ନିର୍ଦ୍ଦେଶକ ଡ. ଡିକେ ବାଲୁଜା

ଉତ୍ତରାଖଣ୍ଡରେ ପୁଣି ବିପତ୍ତି, ଗ୍ଲେସିଅର୍‌ ଫାଟି ୮ ମୃତ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡକୁ ଛାଡୁନି ବିପତ୍ତି । ପୁଣି ଗ୍ଲେସିଅର୍‌’ ଫାଟିଲା। ଚାମୋଲି ଗର୍‌ୱାଲ୍‌ ଜିଲ୍ଲା ଅନ୍ତର୍ଗତ ଭାରତ-ଚୀନ୍ ସୀମାନ୍ତ ଅଞ୍ଚଳ ସୁମନା ଗାଁ ନିକଟରେ ଶୁକ୍ରବାର ଦିନ ଏକ ତୁଷାର କ୍ଷେତ୍ର ବା ‘ଗ୍ଲେସିଅର୍‌’ ଫାଟିବା ଘଟଣାରେ ଅନ୍ୟୂନ ୮ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଓ

ବିଶ୍ୱକେଶନଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ଭୁବନେଶ୍ୱର : ଶେଷରେ ପିପିଲି ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ପିପିଲି ଉପନିର୍ବାଚନ ଲାଗି କଂଗ୍ରେସ ପକ୍ଷରୁ ବିଶ୍ବକେଶନ ହରିଚନ୍ଦନ ମହାପାତ୍ରଙ୍କୁ ପ୍ରାର୍ଥୀ କରାଯାଇଛି। ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅନୁମୋଦନ ପରେ ଦଳ ପକ୍ଷରୁ ବିଶ୍ବକେଶନଙ୍କୁ ପ୍ରାର୍ଥୀ

ପାକିସ୍ତାନକୁ ଧୂଳି ଚଟାଇଲା ଜିମ୍ବାୱେ

ହରାରେ : ବିଶ୍ୱ କ୍ରିକେଟର ଅନ୍ୟତମ ଦୁର୍ବଳ ଦଳ ଜିମ୍ବାୱେ ପାକିସ୍ତାନକୁ ଜୋରଦାର ଝଟକା ଦେଇଛନ୍ତି । ପ୍ରଥମ ଟି-୨୦ରେ ଅଳ୍ପକେ ବିଜୟରୁ ବଂଚିତ ହୋଇଥିବା ଜିମ୍ବାୱେ ଦ୍ୱିତୀୟ ମ୍ୟାଚରେ କିନ୍ତୁ ସୁମଧୁର ପ୍ରତିଶୋଧ ନେଇଛି । ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୧୧୮ ରନ୍ କରିଥିବାବେଳେ ସହଜ ବିଜୟ

ପଶ୍ଚିମବଙ୍ଗ ନଯାଇ ସମୀକ୍ଷା କରିବେ ମୋଦି

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ଅବସ୍ଥା ଦିନକୁ ଦିନ ବିଗିଡି ଯାଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ତାଙ୍କ ପ୍ରସ୍ତାବିତ ପଶ୍ଚିମବଙ୍ଗ ଗସ୍ତକୁ ବାତିଲ କରିଛନ୍ତି । ଆସନ୍ତାକାଲି କୋଭିଡ -19 ସ୍ଥିତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ଏକ ଉଚ୍ଚ ସ୍ତରୀୟ ବୈଠକ କରିବେ

ଲାଲବାହିନୀ ଟାର୍ଗେଟରେ କେନ୍ଦୁପତ୍ର ବ୍ୟବସାୟୀ

ମାଲକାନଗିରି :) ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ୍ ଅନ୍ତର୍ଗତ ନାକାମାମୁଡ଼ି ପଞ୍ଚାୟତ ମୁଖ୍ୟ ରାସ୍ତାର ପାର୍ଶ୍ଵରେ ଲାଗିଛି ଲାଲ୍ ରଙ୍ଗର ମାଓ ବ୍ୟାନର । ବ୍ୟାନର ରେ ଘୋରୋଇ କେନ୍ଦୁପତ୍ର ବ୍ୟବସାୟୀଙ୍କୁ ଟାରଗେଟ୍ କରି ଲାଗିଛନ୍ତି ବ୍ୟାନର। ପୂର୍ବରୁ ଠିକାଦାର ଓ ପୋଲିସ ବହୀନିଙ୍କୁ

ଏସି ଚଲାଇ ସଂକ୍ରମଣକୁ ଡାକନ୍ତୁନି

ଭୁବନେଶ୍ୱର : ଥଣ୍ଡାରେ ବ୍ୟାପିବ ସଂକ୍ରମଣ । ଅଧିକ ସମୟ ଏସିରେ ରହୁଥିବା ବ୍ୟକ୍ତିମାନେ ସାବଧାନ । କିଛି ଏପରି କହିଛନ୍ତି ପରିବାର କଲ୍ୟାଣ ନିଦେ୍ର୍ଦଶକ ବିଜୟ କୁମାର ପାଣିଗ୍ରାହୀ । ସେ କହିଛନ୍ତି ଯେ, ବେର ଏହି ଭୂତାଣୁ ପ୍ରତିହତ ପାଇଁ ବାୟୁ ଚଳପ୍ରଚଳ ଆବଶ୍ୟକ । ଗୋଟିଏ ରୁମରେ ଅଧିକ ଲୋକ