Odia News Portal
Browsing Tag

swadhikar latest news

ସ୍ୱତନ୍ତ୍ର ଭାବେ କାର୍ଯ୍ୟକ୍ଷମ ହେଲା ମିଶନ ଶକ୍ତି ବିଭାଗ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ମହିଳା ଓ ଶିଶୁ ବିକାଶ ବିଭାଗରୁ ପୃଥକ ହୋଇ ଆଜିଠାରୁ ଏକ ସ୍ୱତନ୍ତ୍ର ବିଭାଗ ଭାବେ କାର୍ଯ୍ୟ କରିବ "ମିଶନ ଶକ୍ତି’ ବିଭାଗ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଏ ସଂପର୍କିତ ବିଜ୍ଞପ୍ତି ଅ।ଜି ପ୍ରକାଶିତ ହୋଇଛି ଏବଂ ମହିଳା

ତେଜିଲା ଟୀକା ବିବାଦ : ଅଣଏନଡିଏ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜୟନ୍

ତିରୁଅନନ୍ତପୁରମ : ଦେଶରେ ସଂପ୍ରତି ୧୮ ରୁ ୪୪ ବର୍ଷ ବର୍ଗଙ୍କ  ଟିକାକରଣ ଜାରି ରହିଛି।  ହେଲେ ପର୍ଯ୍ୟାପ୍ତ ମାତ୍ରାରେ ଟିକା ଉପଲବ୍ଧ ହୋଇ ପାରୁନଥିବାରୁ ଟିକାକରଣ ପ୍ରଭାବିତ  ହେଉଛି। ଏହାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ରାଜନୀତି ଚାଲିଛି। ଏହା ମଧ୍ୟରେ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ

ବରିଷ୍ଠ ଓ ଭିନ୍ନକ୍ଷମଙ୍କ ପାଇଁ ବଡ ପଦକ୍ଷେପ

ଭୁବନେଶ୍ୱର:  ୬୦ବର୍ଷରୁ ଅଧିକ ବୟସର ବ୍ୟକ୍ତି ଓ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସେମାନଙ୍କ ଘର ପାଖରେ ହିଁ ପ୍ରଶାସନ ପକ୍ଷରୁ କୋଭିଡ୍ ଟିକାକରଣ କେନ୍ଦ୍ର ଖୋଲାଯିବ ଓ ଯେଉଁଠି ସେମାନଙ୍କୁ କୋ-ୱିନ୍ ପୋର୍ଟାଲରେ ତତ୍କାଳ ପଞ୍ଜିକରଣ କରାଯାଇ ଏହି ଟିକା ଦିଆଯିବ । କୋଭିଡ୍ ଟିକା ନେବା ପାଇଁ

ପୂର୍ବତଟ ରେଳପଥ ପରିସୀମାରୁ ୨୬୦୦ ଟନ୍ ଅକ୍ସିଜେନ୍ ପରିବହନ

ଭୁବନେଶ୍ୱର: ମହାମାରୀ ସମୟରେ ଅମ୍ଳଜାନ ଅଭାବ ଥିବା ରାଜ୍ୟମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ସହାୟତା ଏବଂ ରିଲିଫ୍ ଯୋଗାଇବା ପାଇଁ ଭାରତୀୟ ରେଳବାଇ ଦେଶର ବିଭିନ୍ନ ପ୍ରାନ୍ତରୁ ଅମ୍ଳଜାନ ଏକ୍ସପ୍ରେସ ସ୍ପେଶାଲ ଟ୍ରେନ୍ ଚଳାଚଳ କରୁଅଛି | କୋଭିଡ଼୧୯ ସଂକ୍ରମଣ ଯୋଗୁଁ ସଙ୍କଟାପନ୍ନ

ରାଜଧାନୀରେ ପୁଣି ହଜାରେ ଦୈନିକ ସଂକ୍ରମଣ

ଭୁବନେଶ୍ୱର ; ରାଜଧାନୀରେ ପୁଣି ହଜାରେ ଟପିଛି ଦୈନିକ କରୋନା ସଂକ୍ରମଣ । ତେବେ ସଂକ୍ରମିତଙ୍କ ଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି । ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଂଚଳରୁ ରବିବାର ଆଉ ୧୦୦୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିରୁ ୨୧୦ ଜଣ କ୍ୱାରେଂଟାଇନ୍ ରୁ ରହିଥିବା