Odia News Portal
Browsing Tag

swadhikar news

ଶ୍ରୀରାମ ନବମୀ ମହାଯଜ୍ଞ ପାଇଁ ଶୋଭାଯାତ୍ରା

ଭଦ୍ରକର ପ୍ରସିଦ୍ଧ ଐତିହାସିକ ଶ୍ରୀରାମ ନବମୀ ମହାଯଜ୍ଞ ପାଇଁ ଆଜି ସକାଳୁ ବାଲ ବଜରଙ୍ଗୀ ସଂଘ ପକ୍ଷରୁ ଏକ ସାଇକେଲ ଶୋଭାଯାତ୍ରା ଭଦ୍ରକ ସହର ପରିକ୍ରମା କରିଥିଲା। ଏହି ଶୋଭାଯାତ୍ରାକୁ ଆଜି ସକାଳେ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଉଦ୍‌ଘାଟନ କରିଥିଲେ।

ବିଶ୍ୱ ଜଳ ଦିବସ: ୨୬୧୨ କୋଟି ଟଙ୍କାର ୧୪୧ଟି ପ୍ରକଳ୍ପ ଉଦ୍‌ଘାଟିତ ଓ ଶିଳାନ୍ୟାସ

ଆଜି ବିଶ୍ବସ୍ତରୀୟ ଜଳ ଦିବସ ସମାରୋହ ୨୦୨୬ର ଉଦ୍‌ଘାଟନ ଅବସ‌ରରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝି ସମୁଦାୟ ୨୬୧୨ କୋଟି ଟଙ୍କାର ବହୁମୂଲ୍ୟ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିମଧ୍ୟରୁ ପ୍ରାୟ ୨୨୯୨ କୋଟି ଟଙ୍କାର ୧୭ ଟି ପ୍ରକଳ୍ପର ଶିଳାନ୍ୟାସ ହୋଇଥିବା ବେଳେ ପ୍ରାୟ ୩୨୦…

ଶତ୍ରୁପକ୍ଷ ଜାହାଜ ବ୍ୟତୀତ ଅନ୍ୟ ସମସ୍ତ ଜାହାଜ ହର୍ମୁଜ ପାର୍‌ କରିପାରିବ

ହର୍ମୁଜ ପ୍ରଣାଳୀକୁ ନେଇ ଇରାନ ତା’ର ସ୍ବର ନରମ କରିଛି। ଶତ୍ରୁପକ୍ଷ ବିଶେଷ କରି ଆମେରିକା ଓ ଇସ୍ରାଏଲ ବ୍ୟତୀତ ଅନ୍ୟ ସମସ୍ତ ଦେଶର ଜାହାଜ ଗୁରୁତ୍ବପୂର୍ଣ୍ଣ ହର୍ମୁଜ ପ୍ରଣାଳୀ ଦେଇ ଯାଇପାରିବ ବୋଲି ଜାତିସଂଘରେ ଅବସ୍ଥାପିତ ଇରାନର ଜଣେ ବରିଷ୍ଠ ପ୍ରତିନିଧି…

ଛେଣ୍ଡିପଦାକୁ ୧୭୨ କୋଟିର ପ୍ରକଳ୍ପ ଭେଟି ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ନିର୍ବାଚନ ମଣ୍ଡଳୀ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସି ଗତକାଲି(ଶନିବାର) ବିଭିନ୍ନ ସରକାରୀ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଛେଣ୍ଡିପଦା ତହସିଲ ଅଫିସ ପାଖ ପଡ଼ିଆରେ ଆୟୋଜିତ ଏକ ସ୍ୱତନ୍ତ୍ର…

ଭାରତରେ ପହଞ୍ଚିଲା ବିଶାଳ ଏଲ୍‌ପିଜି ବୋଝେଇ ଜାହାଜ

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଜାରି ଥିଲା ବେଳେ ଏସୀୟ ଦେଶଗୁଡ଼ିକ ଗମ୍ଭୀର ଗ୍ୟାସ୍ ଏବଂ ତେଲ ଅଭାବର ସମ୍ମୁଖୀନ ହେଉଛନ୍ତି। ଭାରତ ମଧ୍ୟ ଏଲ୍‌ପିଜି ସଙ୍କଟ ଅନୁଭବ କରୁଛି। ଏହାରି ମଧ୍ୟରେ କିଛି ଆଶ୍ୱସ୍ତି ଖବର ଆସିଛି। ପିକ୍ସିସ୍ ପାୟୋନିଅର ନାମକ ଏକ ଜାହାଜ ରବିବାର ଏଲ୍‌ପିଜି ନେଇ ଭାରତରେ…

ପିପିଲିର୧୦୦ ବର୍ଷର ପୁରୁଣା ମନ୍ଦିରରେ ପଶି ଲୁଟିନେଲେ ଅଳଙ୍କାର 

ପିପିଲିରେ ମନ୍ଦିରରୁ ଚୋରି । ରାଧା କୃଷ୍ଣଙ୍କୁ ବି ଛାଡିଲେନି ଚୋର । ୧୦୦ ବର୍ଷର ପୁରୁଣା ମନ୍ଦିରରେ ପଶି ଲୁଟିନେଲେ ଅଳଙ୍କାର । ପୁରୀ ଜିଲ୍ଲା ପିପିଲି ନୂଆଶାସନ ପାଟଣା ସାହିର ରାଧା ମୋହନ ମନ୍ଦିରରୁ ବିଳମ୍ବିତ ରାତିରେ ଚୋରି । ରୁପା ମୁକୁଟ, ସୁନା ଚୁଡ଼ି, ପିତଳ ସିଂହାସନ,ରୁପା ହଣ୍ଡା…

ରାଇରଙ୍ଗପୁର ଜେଲରୁ ମୁକୁଳିଲେ 34 ଆଦିବାସୀ, ଫୁଲ ପକାଇ ସ୍ବାଗତ କଲେ 5000ରୁ ଊର୍ଦ୍ଧ୍ବ ଜନତା

ନାବାଳିକା ଅସଦାଚରଣ ମାମଲାରେ ପୋଲିସକୁ ଆକ୍ରମଣ କରି ଗିରଫ ହୋଇଥିବା 34 ଜଣ ଆଦିବାସୀ ଗତକାଲି(ଶନିବାର) ରାଇରଙ୍ଗପୁର ଜେଲରୁ ମୁକୁଳିଛନ୍ତି । ମୟୂରଭଞ୍ଜ ଆଦିବାସୀ ଏକତା ମଞ୍ଚର ବାମନଘାଟି ଉପଖଣ୍ଡ ବନ୍ଦ କରିବା ପରେ ସମସ୍ତ ଗିରଫଙ୍କୁ ଜେଲରୁ ମୁକୁଳାଇବା ନେଇ ପୂର୍ବରୁ ଲିଖିତ ପ୍ରତିଶ୍ରୁତି…

ମନୁଷ୍ୟକୃତ ଜଙ୍ଗଲ ନିଆଁ କ୍ଷେତ୍ରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ: ମୁଖ୍ୟମନ୍ତ୍ରୀ

ପ୍ରକୃତିର ଅନନ୍ୟ ବରଦାନ ହେଉଛି ଆମର ସବୁଜ ବନାନୀ। ଏହା ଆମ ଜୀବନ ଓ ଜୀବିକାର ଆଧାର ଅଟେ ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ୱ ବନ ଦିବସ-୨୦୨୬ ପାଳନ ଅବସରରେ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ କନ୍‌ଭେନ୍‌ସନ୍ ସେଣ୍ଟର ଠାରେ ଏହି ଉପଲକ୍ଷେ ଆୟୋଜିତ ରାଜ୍ୟସ୍ତରୀୟ…

ବିଶ୍ଵ ବନ ଦିବସ, ବିଶ୍ଵ ଜଳ ଦିବସ ସପ୍ତାହ ପାଳିତ

ଘୁ.ଉଦୟଗିରି: ୟୁଥ୍ ଫର୍ ୱାଟର ପ୍ଲସ ଓ ଅନ୍ତରଙ୍ଗ ସହଯୋଗରେ କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅଧୀନ ଗ୍ରେସିଙ୍ଗିଆ ପଞ୍ଚାୟତ ଶାଳ ଜଙ୍ଗଲରେ ଆଜି ସ୍ୱାକ ପକ୍ଷରୁ ବିଶ୍ଵ ବନ ଦିବସ ଓ ବିଶ୍ଵ ଜଳ ଦିବସ ସପ୍ତାହ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗ୍ରେସିଙ୍ଗିଆ…

କାର୍ଯ୍ୟାନୁଷ୍ଠାନ ନେଲା ବିଜେଡି ୬ଜଣ ବିଧାୟକ ନିଲମ୍ବିତ

ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ବିଜୁ ଜନତା ଦଳ (ବିଜେଡି)ର ୬ଜଣ ବିଧାୟକ ନିଲମ୍ବିତ ହୋଇଛନ୍ତି। ନିଲମ୍ବିତ ବିଧାୟକମାନେ ହେଲେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜୟଦେବ (ଭୁବନେଶ୍ବର) ବିଧାୟକ ନବ କିଶେର ମଲ୍ଲିକ, କଟକ-ଚୌଦ୍ବାର ବିଧାୟକ ସୌଭିକ…