ବିଭିନ୍ନ ଜିଲ୍ଲାରେ କ୍ରୀଡା ଭିତ୍ତିଭୂମିର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅନେକ କ୍ରୀଡା ଭିତ୍ତିଭୂମିର ଲୋକାର୍ପଣ କରିବା ସହ ଆଉ କିଛି କ୍ରୀଡା ଭିତ୍ତିଭୂମି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଲୋକାର୍ପିତ ହେବାକୁ ଥିବା କ୍ରୀଡା ଭିତ୍ତିଭୂମି ମଧ୍ୟରେ ରହିଛି ପୁରୀର ଶ୍ରୀଜଗନ୍ନାଥ କ୍ରିକେଟ!-->…
