Odia News Portal
Browsing Tag

swadhikar news

କଥା ରଖିଲେ ସରକାର

କଥା ରଖିଲେ ସରକାର। ଚାଷୀଙ୍କୁ ମିଳିଲା ଆଶ୍ୱସ୍ତି। ଓଡ଼ିଶା ଉଠା ଜଳସେଚନ ନିଗମ ଦ୍ଵାରା ବିଜୁ କୃଷକ ବିକାଶ ଯୋଜନାରେ ଡିପ୍ ବୋରୱେଲ ସେଚ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟୁତ୍ ସଂଯୋଗ ଓ ସୌର ଶକ୍ତି ପମ୍ପ ଜରିଆରେ ଗଭୀର ନଳକୂପ ପ୍ରକଳ୍ପ ସ୍ଥାପନ କରିବାକୁ ଆବେଦନ ପାଇଁ ଥିବା ଦରଖାସ୍ତ ଓ

ନିଶା ବେପାରୀକୁ ୧୦ ବର୍ଷ ସଜା 

ବ୍ରାଉନସୁଗାର ବେପାରୀକୁ ୧୦ ବର୍ଷ ଜେଲ୍ ଓ ୧ ଲକ୍ଷ ଜରିମାନା । ଦୋଷୀ ରାଜେନ୍ଦ୍ର ପୃଷ୍ଟିକୁ ଜେଲ୍ ଦଣ୍ଡାଦେଶ ଦେଲେ ଏଡିଜେ-୨ । ୨୩୭ ଗ୍ରାମ୍ ବ୍ରାଉନସୁଗର ସହ ରାଜନ୍ଦ୍ରକୁ ଧରିଥିଲା ଅବକାରୀ ବିଭାଗ ।

ଯୋରନ୍ଦା ମହିମା ପୀଠର ରୂପାନ୍ତର ଓ ସୌନ୍ଦର୍ଯ୍ୟକରଣ ପାଇଁ ଭୂମିପୂଜନ

ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡିଶାର ପ୍ରସିଦ୍ଧ ମହିମା ପୀଠ ଢେଙ୍କାନାଳ ଜିଲ୍ଲା ଯୋରନ୍ଦାଠାରେ ଉପାସନା ପୀଠ ଓ ବତୀ ମଣ୍ଡପ ନିର୍ମାଣ, ଭବ୍ୟ ମହିମା ଗାଦି ଶୂନ୍ୟ ମଣ୍ଡପ ନିର୍ମାଣ ଏବଂ ମହିମା ଗାଦି ଚତୁପାର୍ଶ୍ୱ ଉନ୍ନତିକରଣ କାର୍ଯ୍ୟର ଭୂମି ପୂଜନ କରିଛନ୍ତି। ଯୋରନ୍ଦାଠାରେ

ଯୁବକଙ୍କୁ ବୀଭତ୍ସ ହତ୍ୟା

ଘରେ ପସି ଯୁବକଙ୍କୁ ବିଭତ୍ସ ହତ୍ୟା । ଏଭଳି ବିଭତ୍ସ ହତ୍ୟାକାଣ୍ଡ  ସିନ୍ଧେକେଲା ଦେଢଗାଁରେ ଦେଖିବାକୁ ମିଳିଛି । ସିନ୍ଧେକେଲା ଦେଢଗାଁରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହକୁ ଉଦ୍ଧାର କରାଯାଇଛି । ୩ରୁ ଅଧିକ ଦୁର୍ବୁତ୍ତ ଆକ୍ରମଣ କରିଥିବା ଅନୁମାନ କରାଯଉଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ

ବିଶ୍ବସ୍ତରୀୟ ହେବ ପ୍ରାଣୀ ଉଦ୍ୟାନ ନନ୍ଦନକାନନ

ବିଶ୍ବସ୍ତରୀୟ ହେବ ପ୍ରାଣୀ ଉଦ୍ୟାନ ନନ୍ଦନକାନନ । ଏନେଇ ମାଷ୍ଟରପ୍ଲାନକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫-ଟି ଯୋଜନାରେ ନନ୍ଦନକାନନକୁ ବିଶ୍ବସ୍ତରୀୟ ପ୍ରାଣୀ ଉଦ୍ୟାନ କରିବେ ରାଜ୍ୟସରକାର। ନୂଆ ପ୍ରୋଜେକ୍ଟରେ ଟନେଲ ଆକ୍ବାରିୟମ, ଜଳପକ୍ଷୀ ଅଭୟାରଣ୍ୟ, ନାଇଟ ସଫାରୀ ଖୋଲିବ।

ରାଜ୍ୟରେ କାଲି ପରଠାରୁ କମିବ ଶୀତ

ରାଜ୍ୟରେ କାଲି ପରଠାରୁ କମିବ ଶୀତ, ବଢିବ କୁହୁଡି । ସୂଚନା ଦେଲେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ । ସପ୍ତାହେ ଧରି ଲାଗି ରହିଥିବା ଶୀତର ପ୍ରକୋପ କାଲି ଯାଏଁ ରହିବ । ୧୩ ଓ ୧୪ ତାରିଖ ସକାଳେ ପ୍ରବଳ କୁହୁଡି ନେଇ ସତର୍କତା ଜାରି । ଉତ୍ତର ଆଭ୍ୟନ୍ତରୀଣ ଓଡିଶାର କିଛି ଜାଲ୍ଲାରେ କୁହୁଡି

ବୟସ୍କ ମାସ୍କ ପିନ୍ଧନ୍ତୁ : ନିର୍ଦ୍ଦେଶକ

ଦେଶରେ କୋଭିଡ୍ ସଂଖ୍ୟା ବଢୁଛି କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ୫ ରାଜ୍ୟରେ ୯୮% ରୋଗୀ ଅଧିକ, ୮୮% କେବଳ କେରଳରେ । ନୂଆ ଭାରିଏଣ୍ଟ ଜେଏନ୍‌-୧ ଯଦିଓ ବ୍ୟାପୁଛି କିନ୍ତୁ ସାଘାଂତିକ ହେଉନାହିଁ । ଗତ ଡିସେମ୍ବର ୩ରୁ ରାଜ୍ୟରେ ଗୋଟିଏ ବି କେସ ଆସି ନାହିଁ । ରାଜ୍ୟରେ କୋଭିଡ୍ ସଂଖ୍ୟା ଶୂନ,

ଆଜି ସନ୍ଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ

ଆଜି ସନ୍ଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ। ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠିକ। ଐତିହ୍ୟ କ୍ଷେତ୍ରର ବିକାଶ ନେଇ କ୍ୟାବିନେଟରେ ନିଆଯାଇ ପରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ।

୫-ଟି ଅଧ୍ୟକ୍ଷଙ୍କ ମୟୁରଭଞ୍ଜ ଗସ୍ତ

ବାରିପଦା ବିଶ୍ବବିଦ୍ୟାଳୟ ପଡିଆରେ ଜିଲ୍ଲାର ସବୁ କଲେଜ ଛାତ୍ରଛାତ୍ରୀଙ୍କ ସହିତ ଅଲୋଚନା, ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦାନ, ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ଶିକ୍ଷକଙ୍କ ମାର୍ଗ ଦର୍ଶନ ହିଁ ଜୀବନରେ ସଫଳତା ଆଣିଥାଏ । ସୁବର୍ଣ୍ଣରେଖା, ଦେଓ, ଉଦଳାର ସୋନ ପ୍ରକଳ୍ପ, ଖଇରୀ ବନ୍ଧନ ପ୍ରକଳ୍ପ ଓ

କେଜିଏ ହେରୋଇନ୍ ଜବତ

କେନ୍ଦୁଝର ଯୋଡିଆ ଘାଟିରୁ ୧ କେଜି ୮୦ ଗ୍ରାମ ହେରୋଇନ୍ ଜବତ । ପ୍ରାୟ କୋଟିଏ ଟଙ୍କାର ନିଶା ସାମଗ୍ରୀ ସହ ଜଣଙ୍କୁ ଧରିଲା ଏସ୍‌ଟିଏଫ୍ ।