Odia News Portal
Browsing Tag

swadhikar news

ଫାଇନାଲ ପୂର୍ବରୁ ଭାରତୀୟ ଦଳକୁ ଏପରି ଚେତାବନୀ ଦେଲେ ବିସିସିଆଇ ସଭାପତି

ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ବକପ୍ ଫାଇନାଲ ଖେଳାଯିବ । ଭାରତୀୟ ଦଳ ୧୨ ବର୍ଷ ପରେ ଚାମ୍ପିୟନ ମୁକୁଟ ପିନ୍ଧିବାକୁ ଅଣ୍ଟା ଭିଡ଼ିଛି । କିନ୍ତୁ ସାମ୍ନାରେ ରହିଛି ପାଞ୍ଚ ଥରର ବିଜେତା ଅଷ୍ଟ୍ରେଲିଆ। ଟୁର୍ଣ୍ଣାମେଣ୍ଟର ଦୁଇ ଶ୍ରେଷ୍ଠ ଦଳ ମଧ୍ୟରେ ରୋମାଞ୍ଚକ ମୁକାବିଲା ହେବ ବୋଲି ଆଶା

ଭାରତ ଆହ୍ବାନ ପାଇଁ ପ୍ରସ୍ତୁତ : କମିନ୍‌ସ

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚର ପିଚ୍‌କୁ ନେଇ କୌଣସି ଚିନ୍ତା ନାହିଁ। ପିଚ୍‌ ଦୁଇ ଦଳ ପାଇଁ ସମାନ ଉପଯୋଗୀ ହେବ। ଉକ୍ତ ପିଚ୍‌ ବ୍ୟାଟିଂ କିମ୍ବା ବୋଲିଂକୁ ସୁହାଇବା ବୋଲି ଭାବିବା ଅନୁଚିତ। ପିଚ୍‌ ଯାହା ବ୍ୟବହାର ଉପଯୋଗୀ ହେବ ତାହା ଦୁଇ

ରାୟଗଡ଼ାରେ ସ୍ବାସ୍ଥ୍ୟସେବା ଡ୍ରୋନ୍‌ ବିତରଣ ନେଟୱର୍କର ଶୁଭାରମ୍ଭ

ଜିଲ୍ଲାରେ ସ୍ୱାସ୍ଥ୍ୟସେବାକୁ ଅଧିକ ସଂପ୍ରସାରିତ କରିବା ପାଇଁ ୟୁଏସଏଆଇଡି ସମର୍ଥିତ ସମୃଦ୍ଧି  ଏବଂ ଆଇପିଇ ଗ୍ଲୋବାଲ ଦ୍ୱାରା କାର୍ଯ୍ୟକାରୀ ସଂସ୍ଥା ରେଡୱିଙ୍ଗ ଭଳି ଅଗ୍ରଣୀ ଷ୍ଟାର୍ଟଅପ୍ ଅନୁଷ୍ଠାନ ସହଯୋଗରେ ଆଜି ବାରିଝୋଲାସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ

ରାଜ୍ୟକୁ ମିଳିବ ଆଉ ୩୫୦ ଇ-ବସ୍‌‌, ସ୍ବଚ୍ଛ ପରିବେଶ ସହ ସୁନିଶ୍ଚିତ ହେବ ସାଧାରଣ ପରିବହନ ସେବା

ରାଜ୍ୟକୁ ଆସିବ ଆଉ ୩୫୦ ଇ-ବସ୍‌‌। କଟକ, ଭୁବନେଶ୍ୱର ଓ ରାଉରକେଲାରେ ଏହି ବସ୍‌‌ ସେବା ଯୋଗାଇବ। ସାଧାରଣ ପରିବହନ ସେବା ବୃଦ୍ଧି ଓ ପରିବେଶ ଉପଯୋଗୀ ପଦକ୍ଷେପ ସ୍ୱରୂପ ଓଡ଼ିଶାକୁ ଏହି ବସ୍‌‌ ମିଳିବ। ପିଏମ୍‌‌-ଇ ବସ୍‌‌ ଯୋଜନାରେ ଏହି ବସ୍‌‌ ରାଜ୍ୟକୁ ମିଳିବାକୁ ଥିବା ବେଳେ ପ୍ରାଥମିକ

ତ୍ରିପୁରା ସୀମାରେ ଓଡ଼ିଆ ବିଏସଏଫ ଯବାନଙ୍କ ମୃତ୍ୟୁ

ତ୍ରିପୁରା ସୀମାରେ ଓଡ଼ିଆ ବିଏସଏଫ ଯବାନଙ୍କ ମୃତ୍ୟୁ । ମୃତକ ହେଲେ କଳାହାଣ୍ଡି କେସିଙ୍ଗାର ବ୍ଲକ ବେଲଖଣ୍ଡିର ଈଶ୍ୱର ଦୋରା । ଏନେଇ ତ୍ରିପୁରା ବିଏସଏଫ କମାଣ୍ଡାଣ୍ଟ ପକ୍ଷରୁ ଘରକୁ ଖବର ଆସିବା ପରେ କାନ୍ଦବୋବାଳିରେ ଫାଟିପଡୁଛି ଘର । ସେ ୨୦୦୯ମସିହାରେ ବିଏସଏଫ ଯବାନ ଭାବେ ଯୋଗ ଦେଇ

ଆଜିଠୁ ଶ୍ରୀମନ୍ଦିର ନାଟ ମଣ୍ଡପ ମରାମତି

ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ଶୁକ୍ରବାରଠାରୁ ଆରମ୍ଭ କରାଯିବ। ଏଥିପାଇଁ ସର୍ତ୍ତମୂଳକ ଭାବେ ଅନୁମତି ଦେଇଛି ମନ୍ଦିର ପ୍ରଶାସନ। ଶ୍ରୀଜୀଉଙ୍କ ନୀତିକାନ୍ତି ଏବଂ ଭକ୍ତଙ୍କ ଦର୍ଶନ ଯେପରି ବାଧାପ୍ରାପ୍ତ ନହେବ ତାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବାକୁ ଏଏସ୍‌ଆଇକୁ କୁହାଯାଇଛି ।

ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‍ ଦିବସ ପାଳିତ

ଗଣତନ୍ତ୍ରକୁ ସୁଦୃଢ଼ ଓ ସକି୍ରୟ କରିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣା ବର୍ତ୍ତମାନ ସମୟରେ କୃତି୍ରମ ବୁଦ୍ଧିମତାର ପ୍ରୟୋଗ ସବୁକ୍ଷେତ୍ରରେ ଜାରି ରହିଛିା ଏପରିକି ଜ୍ଞାନକୌଶଳ ବ୍ୟବହାର ଦ୍ୱାରା କମ୍‍ ସମୟ ଓ ସମ୍ବଳରେ ବିଶାଳ ତଥ୍ୟପୁଞ୍ଜିକୁ ଏକତି୍ରତ କରାଯାଇ ଅଧିକ କାର୍ଯ୍ୟ

ଓଡ଼ିଶାରେ ବାତ୍ୟାର ବିଶେଷ ପ୍ରଭାବ ପଡ଼ିବନାହିଁ: IMD ଡିଜି

ସମ୍ଭାବ୍ୟ ବାତ୍ୟାକୁ ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଗତକାଲି ସୃଷ୍ଟି ହୋଇଥିବା ଅବାପାତଟି କ୍ରମଶଃ ଉତ୍ତର ଉତ୍ତର ପୂର୍ବ ଦିଗରେ ଗତି କରୁଛି । ଆଜି ସକାଳେ ଏହା ଏକ ଗଭୀର ଅବପାତରେ ପରିଣତ ହୋଇଛି । ଏହାର କେନ୍ଦ୍ରସ୍ଥଳୀରେ ବର୍ତ୍ତମାନ ଘଣ୍ଟାପ୍ରତି 50ରୁ 60 କିଲୋମିଟର

ଭି.କେ. ପାଣ୍ଡିଆନଙ୍କୁ ଭେଟିଲେ ବିଭିନ୍ନ ସଂଗଠନର କର୍ମକର୍ତ୍ତା

୫-ଟି ଓ ଆମ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଭେଟିଛନ୍ତି ରାଜ୍ୟର ବିଭିନ୍ନ ସଂଗଠନ। ନବୀନ ନିବାସରେ ଭି.କେ ପାଣ୍ଡିଆନଙ୍କୁ ଭେଟି ନୂଆ ଦାୟିତ୍ବ ପାଇଁ ଜଣାଇଛନ୍ତି ଅଭିନନ୍ଦନ। ଗୁରୁବାର ବିଭିନ୍ନ ଜିଲ୍ଲା ଓ ରାଜ୍ୟସ୍ତରୀୟ କର୍ମଚାରୀ ସଂଗଠନ, ଆଶା କର୍ମୀ ସଙ୍ଗଠନ, ବିଡିଏ କର୍ମଚାରୀ

ହାଇକୋର୍ଟରେ ବ୍ୟକ୍ତିଗତ ହାଜର ହୋଇ କ୍ଷମା ମାଗିଲେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ

ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ସରୋଜ କୁମାର ମିଶ୍ର ଆଜି ବ୍ୟକ୍ତିଗତ ହାଜର ହୋଇ ହାଇକୋର୍ଟଙ୍କୁ କ୍ଷମା ମାଗିଛନ୍ତି। ବ୍ୟକ୍ତିଗତ ହାଜର ହୋଇ ଅଦାଲତ ଅବମାନନା ପାଇଁ ସେ କ୍ଷମା ପ୍ରାର୍ଥନା କରିଛନ୍ତି। ଏହାସହିତ ଆସନ୍ତା ଡିସେମ୍ବର ମାସ ପ୍ରଥମ ସପ୍ତାହ ସୁଦ୍ଧା