Odia News Portal
Browsing Tag

swadhikar news

ଦୀପାବଳିରେ ଅଘଟଣ: ଲକ୍ଷାଧିକ ଟଙ୍କାର ତୁଳାଗଦା ପୋଡ଼ି ନଷ୍ଟ

ଦୀପାବଳିରେ ଅଘଟଣ। ପୋଡ଼ିଗଲା ଲକ୍ଷାଧିକ ଟଙ୍କାର ତୁଳା ଗଦା। ନୂଆପଡା ଜିଲ୍ଲା ସିନାପାଲି ସହରରେ ଆଜି ସନ୍ଧ୍ୟାରେ ଘଟିଛି ଏଭଳି ଅଘଟଣ। ଘର ସମ୍ମୁଖରେ ପିଲାମାନେ ବାଣ ଫୁଟାଉଥିବା ବେଳେ ନିଆଁ ଘରେ ଥିବା ତୁଳାଗଦାରେ ନିଆଁ ଲାଗିଥିଲା। ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିବା ବେଳକୁ ତୁଳା

ପୂର୍ବଶତ୍ରୁତାରୁ ବୋମା ମାଡ଼

ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଳକ ଅଧୀନ କୁମ୍ଭାରପଡା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ହରିଜନ ସାହିରେ ବୋମା ମାଡ଼ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟକି ଦୁଇ ହରିଜନ ଗୋଷ୍ଠୀ ଙ୍କ ମଧ୍ୟରେ ଦୀର୍ଘଦିନ ଧରି ରାଜନୈତିକ ଏବଂ ପାରିବାରିକ ବିଶୃଙ୍ଖଳା ଲାଗି ରହିଥିବା ବେଳେ ଦୀପାବଳି ଛୁଟି

୧୪ରେ ବଙ୍ଗୋପସାଗରରେ ଲଘୁଚାପ

ଓଡ଼ିଶାରେ ବଡ ବର୍ଷା ଆଶଙ୍କା । ୧୪ ତାରିଖ ବେଳକୁ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ନେବ ଅବପାତର ରୂପ । ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆହୁରି ଘନୀଭୁତ ହେବା ନେଇ ପାଗ ଅନୁକୁଳ ରହିଛି । ପ୍ରଭାବରେ ଆସନ୍ତା ୧୬ ତାରିଖରୁ

୨୦ରୁ ତିନିଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆସନ୍ତା ୨୦ ତାରିଖରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମୟୂରଭଞ୍ଜ ଜିଲାରେ ୨୦ ଓ ୨୧ ତାରିଖ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଥିବା ବେଳେ ୨୧ ଓ ୨୨ ତାରିଖରେ ସମ୍ବଲପୁରରେ ଦୁଇଟି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ପୂର୍ବାଞ୍ଚଳ ଆଇଜି ହିମାଂଶୁ

ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପୁଅ କଲେଜରୁ ଘରକୁ ଫେରିଥିଲା। ଏହାପରେ ନିଜ ରୁମ୍‌ ବନ୍ଦ କରି ଭିତରେ ପଶି ରହିଥିଲା। ରାତିରେ ମା’ ପୁଅକୁ ଖାଇବାକୁ ଡାକିବାରୁ କବାଟ ଖୋଲି ନ ଥିଲା ପୁଅ। ଏହାପରେ ମା’ ଝରକାରେ ଯାହା ଦେଖିଲା ମୁଣ୍ଡରେ ଆକାଶ ଛିଣ୍ଡି ପଡ଼ିଲା। କାରଣ ଘର ଭିତରେ ଫ୍ୟାନ୍‌ରେ ଝୁଲୁଥିଲା ପୁଅ। ଏପରି ଏକ ଅଭାବନୀୟ

ଏଥର ଜମିବ ବାଲିଯାତ୍ରା 

ବାଲିଯାତ୍ରାରେ ମିଳିବ ଗାଁର ଅନୁଭୂତି । ଗାଁ ପୋଖରୀ, ମନ୍ଦିର, ଗାଇ ଗୁହାଳ, ଚାଷ ବାସ ସବୁକିଛି ଦେଖିବାକୁ ମିଳିବ ବାଲିଯାତ୍ରାରେ। ମାଟି ଚାଳ ଘର ଠାରୁ ଆରମ୍ଭ କରି ମାଟି ଚୂଲି ଏବଂ ଗାଁର ଚାଲିଚଳଣି ଥିମ୍‌ରେ ସଜେଇ ହେବ କଟକ ଇନ୍ କଟକ ପାଭିଲିଅନ୍ । ଏନେଇ ଜିଲ୍ଲାପ୍ରଶାସନ ପକ୍ଷରୁ

ପୁଅକୁ ବଞ୍ଚାଇବାକୁ ଯାଇ ନଦୀରେ ବୁଡିଗଲା ବାପା

ଦୀପାବଳିରେ ଅଘଟଣ। ପୁଅକୁ ବଞ୍ଚାଇବାକୁ ଯାଇ ନଦୀରେ ବୁଡିଗଲା ବାପା। କଟକ ଜିଲ୍ଲା ନରାଜ ଅନ୍ତର୍ଗତ କୈବର୍ତ୍ତ ସାହି ଘାଟରେ ଘଟିଛି ଅଘଟଣ । ଖବର ଅନୁଯାୟୀ, ନରାଜ ଅଞ୍ଚଳର ସରୋଜ ସାହୁ ତାଙ୍କର ଆଠ ବର୍ଷର ପୁଅକୁ ନେଇ ମହାନଦୀକୁ ଗାଧୋଇବାକୁ ଯାଇଥିଲେ। ତେବେ ପୁଅ ପାଣିରେ ବୁଡିଯାଉଥିବା ବେଳେ

ପବିତ୍ର ଦୀପାବଳି ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଆଜି ଆଲୋକର ପର୍ବ ଦୀପାବଳି । ପବିତ୍ର ଦୀପାବଳି ଉପଲକ୍ଷେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିକାଶର ଆଲୋକ ସମସ୍ତଙ୍କ ଜୀବନକୁ ଆଲୋକିତ କରୁ ବୋଲି ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି। ଅନ୍ୟପଟେ ଆଲୋକର ପର୍ବ

ସବୁ ପଞ୍ଚାୟତରେ ପହଞ୍ଚିଲା ଆମ ଓଡିଶା ନବୀନ ଓଡିଶା

ସବୁ ପଞ୍ଚାୟତରେ ପହଞ୍ଚିଲା ଆମ ଓଡିଶା ନବୀନ ଓଡିଶା । ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ଅକ୍ଟୋବର ୧୦ରୁ କେନ୍ଦୁଝରରୁ ଆରମ୍ଭ ହୋଇଥିଲା। ଏହା ଯାଜପୁରରେ ଉଦ୍‌ଯାପନ ହୋଇଛି । ଅକ୍ଟୋବର ୧୦ ହୋଇ ନଭେମ୍ବର ୧୦ରେ, ଏକ ମାସ ସମୟସୀମା ମଧ୍ୟରେ

ବିଏସ୍‌କେୱାଇରେ ଯୋଡିହେଲେଣି ୭୬୫ ସୁପରସ୍ପେସାଲିଟି ହସ୍ପିଟାଲ୍‌

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘‘ସୁସ୍ଥ ଓଡିଶା – ସୁଖୀ ଓଡିଶା’’ ଆହ୍ଵାନ ସାକାର ଦିଗରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ( ବିଏସ୍‌କେୱାଇ ) ଦୃତ ଅଗ୍ରଗତି କରିଛି । ଉଭୟ ଜନସାଧାରଣ ଏବଂ ଘରୋଇ ହସ୍ପିଟାଲ୍‌ମାନେ ଅଧିକରୁ ଅଧିକ ସଂଖ୍ୟାରେ ଏଥିରେ ସାମିଲ ହୋଇଛନ୍ତି । ଚଳିତ ବର୍ଷ