ଆଦାନି କର୍ତ୍ତୃପକ୍ଷଙ୍କୁ ଭେଟିବା ପରେ ଆଶ୍ବସ୍ତ ଏଲ୍ଆଇସି
ଶିଳ୍ପପତି ଗୌତମ ଆଦାନିଙ୍କ କଂପାନି ଆଦାନି ଗ୍ରୁପ୍ର ବରିଷ୍ଠ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଭେଟି ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି) ଅଧିକାରୀମାନେ ଆଲୋଚନା କରିଛନ୍ତି। ବୈଠକ ପରେ ଏଲ୍ଆଇସିର ଅଧ୍ୟକ୍ଷ ଏମ୍ ଆର୍ କୁମାର କହିଛନ୍ତି ଯେ ଆଦାନିରେ ଆମ ନିବେଶକୁ ନେଇ ଆମେ ବେଶ ଆଶ୍ବସ୍ତ!-->…