Odia News Portal
Browsing Tag

swadhikar news

ମାଡି ଆସୁଛି ୟସ୍: ଏସଆରସିଙ୍କ ଗୁରୁତ୍ଵପୂର୍ଣ୍ଣ ସୂଚନା

ଭୁବନେଶ୍ୱର: ଓଡ଼ିଶା ଆଡ଼କୁ ମାଡି ଆସୁଛି ବାତ୍ୟା ୟସ୍ । ତେବେ ବାତ୍ୟା ନେଇ ଗୁରୁତ୍ଵପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଏସଆରସିଙ୍କ କହିବା ଅନୁଯାୟୀ,ଏବେ ପର୍ଯ୍ୟନ୍ତ ୨ ଲକ୍ଷ ଲୋକଙ୍କ ସ୍ଥାନାନ୍ତରଣ ସରିଛି । ଭିତରକନିକା, ଚାନ୍ଦବାଲି, ଧାମରାରେ ବାତ୍ୟା ଲ୍ୟାଣ୍ଡଫଲ…

ଅପରାହ୍ନ ସାଢେ ୫ରେ ମୁଖ୍ୟମନ୍ତ୍ରୀ କରିବେ ବାତ୍ୟା ସ୍ଥିତି ସମୀକ୍ଷା

ଭୁବନେଶ୍ୱର: ଓଡ଼ିଶା ଆଡ଼କୁ ଦ୍ରୁତ ଗତିରେ ମାଡ଼ି ଆସୁଛି 'ବାତ୍ୟା ୟସ' ।ଆଉ ବାତ୍ୟା ମୁକାବିଲା ନେଇ ପ୍ରଶାସନ ପୁରାପୁରି ପ୍ରସ୍ତୁତ ଥିବା ସମୟରେ ଆଜି ଅପରାହ୍ନ ସାଢେ ୫ଟାରେ ବାତ୍ୟା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସଆରସି କଣ୍ଟ୍ରୋଲ ରୁମରୁ ବାତ୍ୟା ଉପରେ…

୨୦୦୦ ଅକ୍ସିଜେନ୍ କନସେନଟ୍ରେଟର୍ସ ଦେବ ବିସିସିଆଇ

ନୂଆଦିଲ୍ଲୀ  : ଦେଶ କରୋନାର ଦ୍ବିତୀୟ ଲହର ସହ ଲଢ଼ୁଥିବା ବେଳେ ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଏଥିରେ ‌ସ‌ହଯୋଗର ହାତ ବଢ଼ାଇଛି । ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ବେଳେ ଚିକିତ୍ସା ପାଇଁ ମେଡିକାଲ ଅକ୍ସିଜେନ୍‌ର ଘୋର ଅଭାବ ଦେଖା ଦେଇଛି । ଏହି…

ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବାଲେଶ୍ବର ଦାୟିତ୍ଵ

ଭୁବନେଶ୍ୱର: ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ବାଲେଶ୍ବର ଦାୟିତ୍ଵ । ବାଲେଶ୍ବର ଯିବାକୁ ଦିବ୍ୟଶଙ୍କର ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ସେଠାରେ ରହି ଶକ୍ତିମନ୍ତ୍ରୀ ବାତ୍ୟା ସ୍ଥିତି ଉପରେ ନଜର ରଖିବେ । ଆଇଏମ୍‌ଡିର ସୂଚନା ମୁତାବକ…

ରାଜ୍ୟରେ କମିଲା ସଂକ୍ରମଣ: ଦିନକରେ ୧୦୯୩୯ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣର ମାତ୍ରା ଧିରେ ଧିରେ ବୃଦ୍ଧି ପାଉଥିବା ସମୟରେ ଆଜି ସଂକ୍ରମିତଙ୍କ ସଂଖ୍ୟା କମିଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୯୩୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୧୪୩୮୦ରେ ପହଞ୍ଚିଛି। ଚିହ୍ନଟ…

ମାଲକାନଗିରିରେ ଡଙ୍ଗାବୁଡି ୭ ନିଖୋଜ, ଜଣେ ମୃତ

ମାଲକାନଗିରି: ଚିତ୍ରକୋଣ୍ଡା ଡଙ୍ଗା ବୁଡ଼ି ସାତ ନିଖୋଜ । ତେବେ ନିଖୋଜଙ୍କ ମଧ୍ୟରୁ ଜଣେ ମୃତ । ଏହାସହ ତିନିଜଣଙ୍କୁ ଉଦ୍ଧାର କରାଯାଇଛି । ଏହିପରି ହୃଦୟ ବିଦାରକ ଘଟଣା ଘଟିଛି ଆନ୍ଧ୍ର ସୀମାନ୍ତ ସିଲେରୁ ନଦୀରେ । ସୂଚନା ଅନୁଯାୟୀ, ଆନ୍ଧ୍ର ସୀମାନ୍ତରେ ଥିବା ସିଲେରୁ ନଦୀରେ ଦୁଇଟି…

ମୋ ପରିବାରର ନିରାପତ୍ତା ମୋ ପାଇଁ ପ୍ରାଥମିକତା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ୟସକୁ ନେଇ ରାଜ୍ୟବାସୀଙ୍କୁ ଗୁରୁତ୍ବପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ସାଢେ ଚାରି କୋଟି ଓଡିଶାବାସୀ ମୋର ପରିବାର । ବିପଦ ସମୟରେ ମୋ ପରିବାରର ନିରାପତ୍ତା ମୋ ପାଇଁ ସବୁଠାରୁ ବଡ ପ୍ରାଥମିକତା । ସମ୍ଭାବ୍ୟ…

ଓଡ଼ିଶାକୁ ସହାୟତା ଏବଂ ସହଯୋଗ ପାଇଁ ଅମିତ ଶାହାଙ୍କ ପ୍ରତିଶ୍ରୁତି

*କେନ୍ଦ୍ର ସରକାର ଏହି ବିପତି ସମୟରେ ଓଡ଼ିଶା ସାଙ୍ଗରେ ଅଛନ୍ତି । *ଓଡ଼ିଶାର ଭାଇ ଭଉଣୀ ଓ ଗୁରୁଜନମାନେ ପ୍ରଶାସନ ଦ୍ୱାରା ଜାରୀ କରାଯାଇଥିବା ସତର୍କତା ସୂଚନାକୁ ମାନିବାକୁ ପରାମର୍ଶ । * ‘ୟଶ୍’ ପ୍ରଭାବରେ କାହାର କିଛି କ୍ଷତି ନହେଉ, ଏହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନ ।