Odia News Portal
Browsing Tag

swadhikar news

ଭଦ୍ରକରେ ବାତ୍ୟା ୟଶ ନେଇ ପୂ୍ର୍ବ ପ୍ରସ୍ତୁତି ସମୀକ୍ଷା କଲେ ପୋଲିସ୍ ଏଡିଜି

ଭଦ୍ରକ: ବାତ୍ୟା ୟସ ର ମୁକାବିଲା ପାଇଁ ଭଦ୍ରକ ରେ ୪ଗୋଟି ଏନଡି ଆରଏଫ ଟିମ ବିଭିନ୍ନ ସ୍ଥାନରେ ମୁତୟନ ହେବା ପରେ ଆଜି ୪ ଗୋଟି ଓଡ୍ରାଫ ଟିମ ଭଦ୍ରକ ଜ଼ିଲ୍ଲା ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ଆସି ପହଞ୍ଚିଛି । ତେବେ ଓଡ୍ରାଫ ଟିମ କିପରି ପ୍ରଶାସନ ପୋଲିସ ଏନଡିଆରଏଫ ସହିତ ସମନ୍ୱୟ ରକ୍ଷା କରି…

ବାତ୍ୟାକୁ ନେଇ ୪ ବନ୍ଦରରେ ବିପଦ ସଙ୍କେତ ଜାରି

ଜଗତସିଂହପୁର: ବାତ୍ୟାର ରୂପ ନେଇଛି ୟସ୍ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅତି ଭୀଷଣ ବାତ୍ୟାରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ଘଣ୍ଟା ପ୍ରତି ୪ କିଲୋମିଟର ବେଗରେ ଗତି କରୁଛି ବାତ୍ୟା ୟସ୍ । ୨୬ ତାରିଖ ସନ୍ଧ୍ୟାରେ ବାତ୍ୟା ସ୍ଥଳଭାଗ ଛୁଇଁବାକୁ…

ବାତ୍ୟା ମୁକାବିଲା ପାଇଁ ୫ ଜିଲ୍ଲାରେ ବରିଷ୍ଠ ଆଇଏଏସଙ୍କୁ ଦାୟିତ୍ୱ

ଭୁବନେଶ୍ୱର: ଓଡ଼ିଶା ଆଡ଼କୁ ଧିରେ ଧିରେ ମାଡ଼ି ଆସୁଛି ବାତ୍ୟା ୟସ୍ । ତେବେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ୫ ଜିଲ୍ଲାରେ ୫ ବରିଷ୍ଠ ଅଧିକାରୀଙ୍କୁ ଦିଆଯାଇଛି ଗୁରୁତ୍ବପୂର୍ଣ୍ଣ…

ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ

ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ୟସ୍‌ ।ତେବେ ରାଜ୍ୟ ସରକାରଙ୍କ ନିକଟରେ ଏବେ ଡବଲ୍ ଚ୍ୟାଲେଞ୍ଜ । କରୋନା ମହାମାରି ଭିତରେ ବାତ୍ୟା ୟସ୍‌କୁ ଭୟ ବୃଦ୍ଧି ପାଇଛି ।କିଭଳି କୋଭିଡ୍ ଗାଇଡ ଲାଇନକୁ ଅନୁସରଣ କରି ବାତ୍ୟା ମୁକାବିଲା କରାଯିବ ସେ ଉପରେ ଫୋକସ୍ ରଖିଛନ୍ତି ରାଜ୍ୟ ସରକାର ।ଆଉ ଏହା…

ରାଜ୍ୟରେ ଆଜି ୧୧୦୫୯ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ମହାମାରୀ ସଂକ୍ରମଣ । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୦୫୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୦୩୪୪୧ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୮୬୬ ଜଣ ସ୍ଥାନୀୟ…

ଭୁବନେଶ୍ୱର ବାସୀଙ୍କ ପାଇଁ ୫ ନିଃଶୁଳ୍କ ଆମ୍ବୁଲାନ୍ସ ସେବା ଲୋକାର୍ପିତ

ଭୁବନେଶ୍ୱର: କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ମାନ୍ୟବର ଉତ୍ତର ବିଧାୟକ ତଥା ବିଜେଡି ସାଙ୍ଗଠନିକ ଜିଲ୍ଲା ସଭାପତି ଶ୍ରୀ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ବାସୀଙ୍କ ପାଇଁ ୫ ଟି ନିଃଶୁଳ୍କ ଆମ୍ବୁଲାନ୍ସ ସେବା ଲୋକାର୍ପିତ କରିଛନ୍ତି | ଏହି ଆମ୍ବୁଲାନ୍ସ ସେବା ଦ୍ୱାରା କୋଭିଡ ଆକ୍ରାନ୍ତ…

ଏସିଆ କପ୍ ଦୁଇ ବର୍ଷ ପାଇଁ ସ୍ଥଗିତ

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୧ ଇଭେଣ୍ଟକୁ ଦୁଇ ବର୍ଷ ପାଇଁ ସ୍ଥଗିତ ରଖିଲା ଏସିସି| ଏସୀୟ କ୍ରିକେଟ୍ ପରିଷଦ (ଏସିସି) ରବିବାର ଏହାର ସୂଚନା ଦେଇଛି। ଘାତକ କରୋନା ଭାଇରସ୍‌ ଯୋଗୁଁ କ୍ରିକେଟ୍ କ୍ୟାଲେଣ୍ଡରରେ ଲଗାତାର ପରିବର୍ତ୍ତନ ହେବ ଏବଂ ସମୟ ନମିଳିବାରୁ ଏସିଆ କପ-୨୦୨୧କୁ ସ୍ଥଗିତ ରଖିବାକୁ…

କୋଭିଡ ଚିକିତ୍ସିତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ସୌମ୍ୟଶଙ୍କର ଚକ୍ର

ଭୁବନେଶ୍ୱର: କୋଭିଡ ସେଣ୍ଟରରେ ଚିକିତ୍ସିତ ପରିଜନଙ୍କୁ ଖାଦ୍ୟ ବଣ୍ଟନ କରିବା ସହିତ ଚିକିତ୍ସିତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଲେ ଯୁବ ବିଜେଡ଼ିର ରାଜ୍ୟ ଉପସଭାପତି ସୌମ୍ୟ ଶଙ୍କର ଚକ୍ର । ବିଶେଷ କରି ରୋଗୀଙ୍କ ସହ ପରିଜନ ମାନେ ଫୋନରେ କଥା ହେଇ ପାରୁଛନ୍ତି ନା ନାହିଁ ସେ ବିଷୟରେ ମଧ୍ୟ…

ରାଜଧାନୀରେ ଆଜି ୧,୦୪୧ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରେ ବୃଦ୍ଧି ପାଉଛି ସଂକ୍ରମଣ । ଆଜି ଭୁବନେଶ୍ୱରରେ ଚିହ୍ନଟ ହୋଇଛନ୍ତି ୧,୦୪୧ କରୋନା ଆକ୍ରାନ୍ତ ।ଏହାକୁ ମିଶାଇ ୬୮,୯୯୭ରେ ପହଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୮୯୦ ଜଣ ଲୋକାଲ କେସ ଥିବା ସମୟରେ କ୍ୱାରାଣ୍ଟାଇନ ସେଣ୍ଟରୁ ୧୫୧ ଜଣ…