Odia News Portal
Browsing Tag

swadhikar news

ଭୁବନେଶ୍ୱର ସ୍ଥିତି ସଂଗୀନ : ୧୨୯୪ ପଜିଟିଭ୍

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କରୋନା ସଂକ୍ରମଣ ଆଜି ସବୁ ପୁରୁଣା ରେକର୍ଡକୁ ଟପିଛି । ରାଜଧାନୀରେ ପ୍ରଥମ ଥର ଲାଗି ୧୨୦୦ରୁ ଅଧିକ ପଜିଟିଭ୍ ମାମଲା ଚିହ୍ନଟ ହୋଇଛି । ୨୪ ଘଣ୍ଟାର ବିଏମସି ଅଞ୍ଚଳରୁ ୧୨୯୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୬୩ଟି…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ମୁଭି କମ୍ପାନୀ ତରଫରୁ ୨.୫ ଲକ୍ଷ ଟଙ୍କା ଦାନ

ଭୁବନେଶ୍ୱର: ରାଜ୍ୟର କୋଭିଡ୍‌ ଲଢେଇରେ ନିଜର ଯୋଗଦାନ ସ୍ୱରୂପ ଓଡ଼ିଆ ଉଦ୍ୟୋଗପତିଙ୍କ ଦ୍ୱାରା ପ୍ରତିଷ୍ଠିତ ମୁଭି ସଫ୍ଟଓୟାର କଂପାନୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୨.୫ ଲକ୍ଷ ଟଙ୍କା ଦାନ କରିଛନ୍ତି…

କୋଭିଡ୍ ମୁକାବିଲା ପାଇଁ ଡବ୍ଲୁଓଡିସିର ବ୍ୟାପକ ପଦକ୍ଷେପ

ଭୁବନେଶ୍ୱର: କୋଭିଡ୍ ମହାମାରୀର ବ୍ୟାପକତା ସମୟରେ ଏହାକୁ ପ୍ରତିରୋଧ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଅନେକ ପଦକ୍ଷେପ ନିଆଯାଇଛି । ସମଗ୍ର ପ୍ରଶାସନିକ ବ୍ୟବସ୍ଥା ଜନସାଧାରଣଙ୍କ ସହଯୋଗରେ ନିରନ୍ତର ଲାଗିଛନ୍ତି । ମହାମାରୀ ମୁକାବିଲା ପାଇଁ ପଶ୍ଚିମ ଓଡ଼ିଶା ବିକାଶ…

ବିଶ୍ବ ନର୍ସିଂ ଦିବସରେ ନର୍ସମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ବର: ଆଜି ବିଶ୍ବ ନର୍ସିଂ ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଡାକ୍ତରଖାନାରେ କାର୍ଯ୍ୟରତ ନର୍ସମାନଙ୍କ ସହ ଫୋନ ଯୋଗେ କଥା ହୋଇ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଭୟଙ୍କର ମହାମାରୀ ସମୟରେ ବ୍ୟକ୍ତିଗତ ସୁଖଦୁଃଖକୁ ପଛରେ ପକାଇ ରୋଗୀଙ୍କୁ ନିଷ୍ଠାର…

ବଡ଼ରୁ ବଡ଼ ମାରାତ୍ମକ ରୋଗରୁ ମୁକ୍ତି ଦେବ ଏହି ଫୁଲ

ଭୁବନେଶ୍ବର: ଲାଲ ରଙ୍ଗର ମନ୍ଦାର ଫୁଲ ଅତି ସୁନ୍ଦର ଦେଖାଯିବା ସହ ଘର ବାଡ଼ି ବଗିଚାର ଶୋଭା ବଢ଼ାଇଥାଏ । କିନ୍ତୁ ଏହି ଗଛର ଫୁଲ ଏବଂ ପତ୍ର ମଧ୍ୟ ଉପକାରୀ। ଏହାର ଫୁଲ ଏବଂ ପତ୍ର ଦ୍ବାରା ମଧ୍ୟ ଅନେକ ରୋଗରୁ ଉପଶମ ମିଲିଥାଏ । ଏହାର ଗୁଣ ବିଷୟରେ ଲୋକମାନେ ଅଜ୍ଞ ଅଟନ୍ତି ।…

ଆକ୍ସନ ମୋଡରେ ପୋଲିସ୍: ବାଧ୍ୟତାମୂଳକ ହେଲା ଅନୁମତି ପତ୍ର

ଭୁବନେଶ୍ବର: ଅମନିଆଙ୍କୁ ନାହିଁ ନିସ୍ତାର । ରାଜ୍ୟରେ ସଂକ୍ରମଣ ରୋକିବା ପାଇଁ ୧୪ ଦିନିଆ ଲକଡାଉନ ଘୋଷଣା କରାଯାଇଥିବା ସମୟରେ କେବଳ ଜରୁରୀ ସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ କଟକଣା କୋହଳ କରାଯାଇଛି । ତେବେ ଏହି ସମୟରେ କିଛି ଅମାନିଆ ନିୟମ ନ ମାନି ବୁଲା ବୁଲି କରୁଥିବା ଖବର ଆସିବା ପରେ…

ମେ ଫେୟାର ହୋଟେଲ ପରାମର୍ଶଦାତା ରାମଚନ୍ଦ୍ର ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର : ଦେଶର ପ୍ରତିଷ୍ଠିତ ହୋଟେଲ ଶିଳ୍ପ ମେ ଫେୟାର ହୋଟେଲ ଗୋଷ୍ଠିର ପରାମର୍ଶଦାତା ରାମଚନ୍ଦ୍ର ମିଶ୍ରଙ୍କର ଆଜି ଏଠାରେ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୫୧ବର୍ଷ ବୟସ ହୋଇଥିଲା । ନୋଇଡାରେ ଅବସ୍ଥାପନ କରୁଥିବା ଶ୍ରୀ ମିଶ୍ର କରୋନାରେ ସଂକ୍ରମିତ…

ସଂକ୍ରମଣ ନେଉଛି ଜୀବନ: ଆଉ ୧୭ ମୁଣ୍ଡ ନେଲା ମହାମାରୀ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୯୮୨ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସମୟରେ ୧୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୨୩୨ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…