Odia News Portal
Browsing Tag

swadhikar news

ପୁଣି ବଢିଲା ସଂକ୍ରମଣ: ଦିନକରେ ୧୦୯୮୨ ପଜିଟିଭ୍

ଭୁବନେଶ୍ବର: ରାଜ୍ୟରେ ୧୧ତାରିଖ ସଂକ୍ରମଣ ମାତ୍ରା ସାମାନ୍ୟ କମିଥିବା ସମୟରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୧୦୯୮୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୬୫୬୪୮ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୮୩୩…

୧୬ଟି ଜିଲ୍ଲାରେ ଆରଟିପିସିଆର ଟେଷ୍ଟି ପାଇଁ ମୁଖ୍ୟମନ୍ତ୍ରୀଙ୍କ ୨୦ କୋଟି ମଞ୍ଜୁର

ଭୁବନେଶ୍ବର: ରାଜ୍ୟରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କୋଭିଡ୍ ଟେଷ୍ଟିଂ ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୬ଟି ଜିଲ୍ଲାରେ RT-PCR ଟେଷ୍ଟି ପରୀକ୍ଷାଗାର ପାଇଁ କୋଡ଼ିଏ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଚିହ୍ନିତ ୧୬ ଜିଲ୍ଲା…

କୋଭିଡ ପରିଚାଳନା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ୭ ସୂତ୍ରୀ ପରାମର୍ଶ

*କୋଭିଡ଼ ହସ୍ପିଟାଲରେ ଅକ୍ସିଜେନ ବ୍ୟବସ୍ଥା ଓ ଅଗ୍ନି ସୁରକ୍ଷା ଉପରେ ସତର୍କ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ । *କୋଭିଡ଼ ଚିକିତ୍ସା କରୁଥିବା ଘରୋଇ ଡାକ୍ତରଖାନା ନିର୍ଧାରିତ ଫି ଠାରୁ ଅଧିକ ନେଲେ ଦୃଢ଼ କାର୍ଯାନୁଷ୍ଠାନ । *ତୃତୀୟ ଲହରୀ ପାଇଁ ଏବେ ଠାରୁ ସତର୍କ ଦୃଷ୍ଟି ରଖିବାକୁ ପରାମର୍ଶ ।…

ଲାଲଗଡ଼ରେ ଲାଲବାହିନୀଙ୍କ ଜୀବନ ନେଲା କରୋନା

ମାଲକାନଗିରି: ଲାଲଗଡରେ ୧୦ ମାଓବାଦୀଙ୍କ କରୋନା ଦ୍ୱାରା ମୃତ୍ୟୁ ହୋଇଥିବା ସୂଚନା । କରୋନା ଓ ଫୁଡ ପଏଜନ ପାଇଁ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ୧୦ ମାଓବାଦୀ ପ୍ରାଣ ହରାଇଥିବା ନେଇ ସୂଚନା ମିଳୁଥିବା ବେଳେ ଶତାଧିକ ମାଓବାଦୀ କରୋନାରେ ଆକ୍ରାନ୍ତ ଥିବା ଖବର ଆସୁଛି ।…

କରୋନାରେ ଯୁବ ସାମ୍ବାଦିକା ସବନମ୍‌ ଶିରିନଙ୍କ ପରଲୋକ

ଭୁବନେଶ୍ବର: କରୋନାରେ ଆଖି ବୁଜିଲେ ଯୁବ ସାମ୍ବାଦିକା ସବନମ୍‌ ଶିରିନ୍‌ । କରୋନାରେ ଆକ୍ରାନ୍ତ ହୋଇ ୨ଦିନ ପୂର୍ବରୁ ସେ ଭୁବନେଶ୍ବର ସ୍ଥିତ ଏମସ୍‌ରେ ଚିକିତ୍ସିତ ହେଉଥିଲେ । ତେବେ ମଙ୍ଗଳବାର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ସୋଆ ରେଡ଼ିଓ ଓ ଦୂରଦର୍ଶନ ସମେତ ବିଭିନ୍ନ…

୭୭ ବିଧାୟକଙ୍କ ଜୀବନ ପ୍ରତି ବିପଦ, ସୁରକ୍ଷା ଦେବ ସେନା

କଲିକତା: ୭୭ ବିଧାୟକଙ୍କୁ ସୁରକ୍ଷା ଦେବେ ସେନା । ପଶ୍ଚିମବଙ୍ଗ ବିଧାନସଭାକୁ ନୂଆ ନିର୍ବାଚିତ ହୋଇଥିବା ସମସ୍ତ ୭୭ ବିଧାୟକଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେମାନଙ୍କୁ ଅର୍ଦ୍ଧ ସାମରିକ ବଳ ସୁରକ୍ଷା ଯୋଗାଇବେ । ସୋମବାର ଦିନ ସୂଚନା ଦିଆଯାଇଛି କି,ଗୃହ ମନ୍ତ୍ରଣାଳୟର ଆଦେଶ ମୁତାବକ…

ଆମେରିକାରେ ୧୨ ରୁ ୧୫ ବର୍ଷ ପିଲାଙ୍କୁ ଟିକା

ଆମେରିକା: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ସମୟରେ ଗତକାଲି ଆମେରିକାରେ ୧୨ ରୁ ୧୫ ବର୍ଷ ମଧ୍ୟରେ ପିଲାଙ୍କୁ ଟିକା ଦେବାକୁ ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ଭାରତରେ ଦେଖାଦେଇଥିବା କରୋନାର ନୂଆ ଭାରିଏଣ୍ଟ(ବି-୧୬୧୭) କୁ ନେଇ ଚିନ୍ତା ପ୍ରକଟ କରିଛି ବିଶ୍ୱ ସ୍ୱସ୍ଥ୍ୟ ସଂଗଠନ । ଏନେଇ…

ଜାଣନ୍ତୁ ‘ବ୍ଲାକ ଫଙ୍ଗସ’ର ଲକ୍ଷଣ ଏବଂ ଉପଚାର….

ଭୁବନେଶ୍ବର: ଦେଶରେ କରୋନା ସଂକ୍ରମିତ ବ୍ୟକ୍ତିମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଥିବା ସମୟରେ ଏବେ ବ୍ଲାକ ଫଙ୍ଗସ୍ ବଡ଼ ସମସ୍ୟା ହୋଇ ସାମ୍ନାକୁ ଆସିଛି।ତେବେ ଆସନ୍ତୁ ଜାଣିବା ଏହି ରୋଗର ଲକ୍ଷଣ ଏବଂ ଉପଚାର ପ୍ରକ୍ରିୟା ବିଷୟରେ:- 'ବ୍ଲାକ ଫଙ୍ଗସ’ର ଲକ୍ଷଣ ମଧ୍ୟରେ ଆଖି କିମ୍ବା ନାକ…

କମୁଛି ସଂକ୍ରମଣ: ଦିନକରେ ୯୭୯୩ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ କମୁଛି ସଂକ୍ରମଣ ।ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୯୭୯୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୫୪୬୬୬ ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୨୫୯ ଜଣ ସ୍ଥାନୀୟ ବାସିନ୍ଦା…