Odia News Portal
Browsing Tag

swadhikar news

ଆଲେନ ଇନଷ୍ଟିଚ୍ୟୁଟକୁ ସିଲ୍ କଲା ବିଏମସି

ଭୁବନେଶ୍ୱର: ଆଲେନ ଇନଷ୍ଟିଚ୍ୟୁଟକୁ ସିଲ୍ କଲା ବିଏମସି । କରୋନା ଟେଷ୍ଟିଂ ପରେ ଆଲେନ ଇନଷ୍ଟିଚ୍ୟୁଟରୁ ୨୦ରୁ ଅଧିକ ପଜିଟିଭ୍ ବାହାରିଥିବା ସୂଚନା ମିଳିଛି । ଏକାଧିକ ପଜିଟିଭ୍ ଚିହ୍ନଟ ହେବାପରେ ଏହି ପଦକ୍ଷେପ ନେଇଛି ବିଏମସି । ପଜିଟିଭ୍ ଚିହ୍ନଟ ହେବା ପରେ ଛାତ୍ରଛାତ୍ରୀ ଓ କର୍ମଚାରୀ…

ଆହତ ସେବାୟତଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବ ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଆଜି ଶ୍ରୀମନ୍ଦିରରେ ରୀତିନୀତି ପାଳନ କରୁଥିବା ସମୟରେ ଜାମ୍ବେଶ୍ୱର ମହାପାତ୍ର ନାମକ ଜଣେ ସେବାୟତଙ୍କ ଉପରେ ନୃସିଂହ ମନ୍ଦିରରୁ ହିରଣ୍ୟକଶ୍ୟପଙ୍କ ମୁର୍ତ୍ତି ଖସି ପଡିବାରୁ ସେ ଆହତ ହୋଇଥିଲେ। ସୂଚନା ପାଇବା ପରେ ଶ୍ରୀମନ୍ଦିରରେ ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାର ଉକ୍ତ…

ଶ୍ରୀମନ୍ଦିରର ନୃସିଂହ ମନ୍ଦିରରୁ ମୂର୍ତ୍ତି ଖସି ସେବାୟତ ଆହତ

ପୁରୀ: ଶ୍ରୀମନ୍ଦିରର ନୃସିଂହ ମନ୍ଦିରରୁ ଖସିଲା ମୂର୍ତ୍ତି। ଶ୍ରୀମନ୍ଦିରର ନୃସିଂହ ମନ୍ଦିରରୁ ହିରଣ୍ୟକଶ୍ୟପଙ୍କ ମୁର୍ତ୍ତି ପଡି ସେବାୟତ ଗୁରୁତର ହୋଇଛନ୍ତି । ତେବେ ଶ୍ରୀମନ୍ଦିରର ପଶ୍ଚିମଦ୍ୱାର ନିକଟ ନୃସିଂହନାଥ ମନ୍ଦିରରୁ ହିରଣ୍ୟକଶ୍ୟପ ମୁର୍ତ୍ତି ଖସିପଡ଼ିଛି । ଏପରିକି ମୂର୍ତ୍ତି ଖସି…

ଟିକାଯୋଗାଣ ନେଇ ରାଜ୍ୟକୁ କେନ୍ଦ୍ରର ଜବାବ୍

ଭୁବନେଶ୍ଵର: ଟିକାଯୋଗାଣକୁ ନେଇ ପାତର ଅନ୍ତର ଅଭିଯୋଗ ପରେ କେନ୍ଦ୍ରର ଜବାବ୍ । ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଜଣାଇଥିଲେ, ଟିକା ଯୋଗାଣରେ ରାଜ୍ୟ ରାଜ୍ୟ ଭିତରେ ପାତର ଅନ୍ତର କରାନଯାଉ । ରାଜ୍ୟକୁ ଯଥେଷ୍ଟ ପରିମାଣରେ ଟିକା ପ୍ରଦାନ କରାଯାଉ,…