Odia News Portal
Browsing Tag

swadhikar

ଆଜି ସୁପ୍ରିମକୋର୍ଟରେ ପରୀ ମାମଲାର ଶୁଣାଣି

ଭୁବନେଶ୍ୱର: ନୟାଗଡ଼ ଜିଲ୍ଲା ଶିଶୁକନ୍ୟା ପରୀ ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି ଗୁରୁବାର ସୁପ୍ରିମକୋର୍ଟରେ ହୋଇଛି । ଏହି ମାମଲାରେ ଓଡ଼ିଶା ହାଇକୋର୍ଟ ଦେଇଥିବା ଦୁଇଟି ନିର୍ଦ୍ଦେଶନାମାକୁ ଶୁକ୍ରବାର ଦାଖଲ କରିବା ପାଇଁ ଏକ ଦୁଇଜଣିଆ ଖଣ୍ଡପୀଠ ଆବେଦନକାରୀ ତଥା ପରୀର ମା’ ସୌଦାମିନୀ…

୧୯ରୁ ଗଡ଼ିବ ମୋ ବସ୍‌

ଭୁବନେଶ୍ୱର : ଆସନ୍ତା ୧୯ ତାରିଖରୁ ରାସ୍ତାରେ ପୁଣି ଗଡ଼ିବ ‘ମୋ ବସ୍’ । କରୋନା କଟକଣା ଏବଂ ଲୋକ ମାନଙ୍କର ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋହଳ କରିଛନ୍ତି। ଏଥିରେ ସମଗ୍ର ରାଜ୍ୟରେ ବସ୍ ପରିବହନ ପାଇଁ ଅନୁମତି ମିଳିଥିବାରୁ ପୁଣି ବସ୍ ସେବା ଆରମ୍ଭ କରିବାକୁ ‘ମୋ ବସ୍’…

ଫ୍ୟାମିଲକୋର୍ଟରେ ହାଜର ହେଲେ ଅନୁଭବ

କଟକ: ଫ୍ୟାମିଲକୋର୍ଟରେ ହାଜର ହୋଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ତେବେ ସଦ୍ୟ ସୂଚନା ମୁତାବକ ଏଯାବତ ବର୍ଷ ପହଞ୍ଚି ନାହାଁନ୍ତି । ଆଜି ଉଭୟଙ୍କ ମାମଲା କୋର୍ଟରେ ବିଚାର ହେବ । ପୂର୍ବରୁ ଅନେକଥର ଉଭୟ ହାଜରୀ ହୋଇଥିଲେ ସୁଦ୍ଧା କୌଣସି ସମାଧାନ ହୋଇନାହିଁ । ଦୀର୍ଘଦିନ ହେବ…

ପରଲୋକରେ ବର୍ଷିୟାନ ଅଭିନେତ୍ରୀ ସୁରେଖା ସିକ୍ରି

ମୁମ୍ବାଇ: ଏକ ଦୁଃଖଦ ଘଟଣାକ୍ରମରେ ବର୍ଷିଆନ ଅଭିନେତ୍ରୀ ସୁରେଖା ସିକ୍ରିଙ୍କର ପରଲୋକ ଘଟିଛି । ହୃଦଘାତରେ ତାଙ୍କର ବିୟୋଗ ଘଟିଥିବା ଜଣାଯାଇଛି । ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ସିକ୍ରିଙ୍କ ମ୍ୟାନେଜର ତାଙ୍କର ପରଲୋକ ଘଟିଥିବା ପ୍ରକାଶ କରିଛନ୍ତି । ‘ବାଳିକା ବଧୁ’ରେ କଲ୍ୟାଣୀ ଦେବୀ…

ରାଜନୈତିକ ସଭା, ଶୋଭଯାତ୍ରା ଉପରେ ହେଉନି କାର୍ଯ୍ୟାନୁଷ୍ଠାନ, ପୁଲିସ୍ ସାଜିଛି ଦର୍ଶକ

ଭୁବନେଶ୍ୱର: ରାଜ୍ୟର ଦୁଇ ବିରୋଧିଦଳ ବିଜେପି ଓ କଂଗ୍ରେସ ଗତ କିଛିଦିନ ଧରି ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ବିରୁଦ୍ଧରେ ରେ ରେ କାର କରୁଥିବାବେଳେ ରାସ୍ତାଘାଟରେ ରାଲି, ଶୋଭାଯାତ୍ରା, ପ୍ରତିବାଦ, ଭାଷଣବାଜି ଚଳାଇଛନ୍ତି । ହଜାର ହଜାର ସମର୍ଥକଙ୍କୁ ସାଙ୍ଗରେ ନେଇ ପରସ୍ପର ଉପରେ ଦୋଷ ଲଦୁଥିବା…

ନଜର ପକାନ୍ତୁ ଆଜି ରାଜ୍ୟରେ କଣ ରହିଛି କରୋନା ଅପଡେଟ୍‌

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨,୦୭୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୧୯୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୮୭୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସର୍ବାଧିକ ୪୪୬ ଜଣ…

ପଢ଼ନ୍ତୁ ଦେଶରେ କଣ ରହିଛି କରୋନାର ସ୍ଥିତି

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮,୯୪୯ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେହିଭଳି ଗୋଟିଏ ଦିନରେ ୪୦,୦୨୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ମୋଟ ୩,୦୧,୮୩,୮୭୬ ଜଣ ଆରୋଗ୍ୟଲାଭ କରିସାରିଛନ୍ତି। ଦେଶରେ ଆରୋଗ୍ୟ ହାର ୯୭.୨୮% ରହିଛି। ଦେଶରେ ସକ୍ରିୟ…

ରାଜ୍ୟରେ ଆଜି ୬୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୨ ଜଣ ରହିଛନ୍ତି। ସେହିଭଳି ବରଗଡରୁ ୧୦ ଜଣଙ୍କର ଜୀବନ ଯାଇଛି। ବାଲେଶ୍ୱରରୁ ୮, ସୁନ୍ଦରଗଡରୁ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ…

ଜାଣନ୍ତୁ ସାଇବାବାଙ୍କୁ କାହିଁକି ମସଜିଦ୍ ସହ ଯୋଡ଼ା ଯାଉଛି

ଭୁବନେଶ୍ୱର: ଦ୍ୱାରକା ଭଗବାନ ଶ୍ରୀକୃଷ୍ଣଙ୍କର ରାଜଧାନୀ ଥିଲା । ଏହାକୁ ଦ୍‌ବାରବତୀ ବୋଲି କୁହାଯାଏ । ପ୍ରବଳ ପରାକ୍ରମୀ ଜରାସନ୍ଧ ଏବଂ ଅନ୍ୟ ଅସୁରମାନଙ୍କ ଦୌରାତ୍ମ୍ୟରୁ ଯାଦବକୂଳକୁ ରକ୍ଷା କରିବା ପାଇଁ ଶ୍ରୀକୃଷ୍ଣ ଦ୍ୱାରକାକୁ ନିଜର ଧାମ ପ୍ରତିଷ୍ଠା କରିଥିଲେ । ମା’ତାର ସନ୍ତାନଗଣଙ୍କୁ…

ମୋଦିଙ୍କୁ ଭେଟିବେ ମମତା

ନୂଆଦିଲ୍ଲୀ: ବର୍ତ୍ତମାନ ବିଭିନ୍ନ ବିରୋଧୀ ଦଳର ନେତାମାନେ କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି (ବିଜେପି)ର ମୁକାବିଲା କରିବା ପାଇଁ ଏକତ୍ରିତ ହେଉଛନ୍ତି । ଆଗକୁ ବିଭିନ୍ନ ରାଜ୍ୟରେ ନିର୍ବାଚନ ଥିବା ବେଳେ ବିରୋଧୀମାନେ ଏବେଠାରୁ ପ୍ରସ୍ତୁତି ଆରମ୍ଭ କଲେଣି । ଏ ମଧ୍ୟରେ ତୃଣମୂଳ କଂଗ୍ରେସ…