Odia News Portal
Browsing Tag

swadhikar

ମେଟ୍ରିକ ରେଜଲ୍ଟକୁ ନେଇ ତାତିଲେ ଛାତ୍ରଛାତ୍ରୀ, ଶିକ୍ଷକଙ୍କୁ ଘେରିଲେ ଶତାଧିକ ପିଲା ଓ ଅଭିଭାବକ

ଭୁବନେଶ୍ୱର: ସଦ୍ୟ ପ୍ରକାଶ ପାଇଥିବା ମେଟ୍ରିକ ରେଜଲ୍ଟକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ । ତେବେ ଆଜି କଟକ ଓ ପୁରୀ ଜିଲ୍ଲାରେ ମାର୍କକୁ ନେଇ ତାତିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ । ପୁରୀ ମଧୁବନ ସରସତ୍ୱୀ ଶିଶୁ ବିଦ୍ୟାମନ୍ଦିରରେ ଛାତ୍ରଛାତ୍ରୀମାନେ ହୋହାଲ୍ଲା କରିଥିବା ବେଳେ କଟକ…

ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୩୧୯ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ଆଉ ୩୩୧୯ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୧୮୯୬ ଓ ସ୍ଥାନୀୟ ସଂକ୍ରମିତ ୧୪୨୩ ଜଣ ଚିହ୍ନଟ ହୋଇଥିବା ଜଣାଯାଇଛି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଜିଲାରୁ ୧୧୬, ବାଲେଶ୍ୱର ୩୯୭, ବରଗଡ ୪୭,…

ଆଜି ଆଉ ୪୩ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ କମିବାର ନାଁ ଧରୁନି କରୋନା ଜନିତ ମୃତ୍ୟୁ ସଂଖ୍ୟା । ପ୍ରତିଦିନ ୪୦ ଉପରେ ରହୁଛି ମୃତ୍ୟୁ ସଂଖ୍ୟା । ତେବେ ଗତ ୨୪ ଘଣ୍ଟାରେ ଆଉ ୪୩ ଜଣଙ୍କ କରେନାରେ ମୃତ୍ୟୁ ହୋଇଛି । ଏହି ୪୩ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣ ରହିଛନ୍ତି। ସେହିପରି ଏହି ୯ ଜଣଙ୍କ…

ଆସୁଛି କପିଲ ଶର୍ମା ସୋ’ର ତୃତୀୟ ସିଜିନ, ଏଥର ଲକ୍ଷ ନୁହେଁ ସପ୍ତାହରେ କୋଟିଏ ନେବେ କପିଲ

ମୁମ୍ବାଇ: ଦ କପିଲ ଶର୍ମା ସୋ’ । ଭାରତର ସବୁଠାରୁ ଲୋକପ୍ରିୟ ସୋ । ଘରେ ପରିଚିତ କପିଲ ଶର୍ମାଙ୍କ ସୋର ତୃତୀୟ ସିଜିନ ଖୁବଶୀଘ୍ର ଆରମ୍ଭ ହେବ ବୋଲି ଜାତୀୟ ଗଣମଧ୍ୟମରେ ଖବର ପ୍ରସାରଣ କରାଯାଉଛି । ଜୁଲାଇ ଶେଷ ସପ୍ତାହ ବେଳକୁ କପିଲଙ୍କ ସୋ ପୁଣିଥରେ ଆରମ୍ଭ ହେବ ବୋଲି ଶୁଣିବାକୁ ମିଳୁଛି । ତେବେ…

ଭଉଣୀର ପ୍ରଶବ ଲାଗି ଯାଇଥିଲା ସାନ ଭଉଣୀ, ଭିଣୋଇ କଲା ଦୁଷ୍କର୍ମ

ଜୟପୁର: ଭଉଣୀର ପ୍ରଶବ ଲାଗି ଯାଇଥିଲା ସାନ ଭଉଣୀ । ଘରେ ରହି କରୁଥିଲେ କାମ । ହେଲେ ମଦ୍ୟପ ଭିଣୋଇ ଶାଳୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ରାଜସ୍ଥାନ ଭରତପୁର ଅଞ୍ଚଳରୁ ଆସିଛି ଏଭଳି ଲଜ୍ଜାଜନକ ଖବର । ପିଡିତା ଥାନାରେ ଅଭିଯୋଗ କରିବା ପରେ ଭିଣୋଇକୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ…

ରୋହିତଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲଙ୍କୁ ସୁଯୋଗ ଦିଆଯାଉ: ଗାଭାସ୍ମର

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ହାରିବା ପରେ ଭାରତୀୟ ଖେଳାଳୀମାନେ ସମାଲୋଚନାର ଶିକାର ହେଉଛନ୍ତି । ଖେଳାଳୀଙ୍କ ବ୍ୟାଟିଂ ଓ ବୋଲିଂକୁ ନେଇ ବିଭିନ୍ନ ପ୍ରଶ୍ନ ଉଠାଇଛନ୍ତି ଅଭିଜ୍ଞ ଖେଳାଳୀମାନେ । ତେବେ ଏହାରି ଭିତରେ ନିଜ ମତ ରଖିଛନ୍ତି ଭାରତୀୟ ପୂର୍ବତନ କ୍ରିକେଟର ସୁନିଲ ଗାଭାସ୍କର…

ଶତ୍ରୁରୁ ମିତ୍ର କେମିତି ହେଲେ ଅପରାଜିତା, ଧର୍ମେନ୍ଦ୍ର

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ହଡକମ୍ପ । ଶତ୍ରୁ ଶିବିରରେ ଜୋରଦାର ହମଲା । ଜନ୍ମଦିନ ଶୁଭକାମନା ଦୋହଲାଇ ଦେଲା ଦିଲ୍ଲୀ ଦରବାର । ଏପଟେ ବିଜେଡି ୩୦ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ଘୋଷଣା କରୁଥିଲା ଆଉ ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଜନ୍ମଦିନ ଶୁଭେଚ୍ଛା ଜଣାଉଥିଲେ…

ଖଟିଆରେ ୨ କିଲୋମିଟର ବୁହାହେଲେ ରୋଗୀ

କେନ୍ଦୁଝର: ପୁଣି ଖଟିଆରେ ବୁହାହେଲେ ରୋଗୀ । ଭାଲୁ ଆକ୍ରମଣର ଶିକାର ହୋଇଥିବା ଜଣେ ରୋଗୀ ଦୁଇ କିଲୋମିଟର ବୁହା ହୋଇଥିବା ନଜରକୁ ଆସିଛି । କେନ୍ଦୁଝର ଜିଲ୍ଲା ଠାକୁରମୁଣ୍ଡ ବ୍ଲକ ଭାଲିଆଡାଳ ଗାଁରୁ ଆସିଛି ଏଭଳି ଖବର । ଏହି ଗାଁର ସଲାଇ କାଣ୍ଡିଆଙ୍କୁ ପରିବାର ଲୋକ ଓ ମେଡିକାଲ କର୍ମଚାରୀ ଦୁଇ…

ନନ୍ଦନକାନନ ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ସୁରଙ୍କ ପ୍ରେସମିଟ୍‌

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଦାରୁଠେଙ୍କରେ ଜଟଣୀ ବିଧାୟକ ଏକ ପ୍ରେସମିଟର ଆୟୋଜନ କରିଛନ୍ତି । ନନ୍ଦନକାନନ ଅଞ୍‌ଚଳର ବିଭିନ୍ନ ସମସ୍ୟା ନେଇ ପ୍ରେସମିଟ୍ ଆୟୋଜନ କରିଥିବାର ଦେଖିବାକୁ ମିଳିଛି । ଜଳ ସମସ୍ୟାଠାରୁ ଆରମ୍ଭ କରି ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ବୁଝିଲା ଲାଗି ସେ ଏକ…

ତିନିଦିନିଆ ଲଦାଖ ଗସ୍ତରେ ରାଜନାଥ ସିଂ

ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମାରେ ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜିଠାରୁ ତିନି ଦିନିଆ ଲଦାଖ ଗସ୍ତରେ ଯିବେ । ଏଠାରେ ପ୍ରତିରକ୍ଷା ମନ୍ତ୍ରୀ ସୀମାରେ ଥିବା ପ୍ରସ୍ତୁତି ଉପରେ ନଜର ରଖିବେ। ଏଥି ସହିତ ରାଜନାଥ ସିଂ ଲଦାଖରେ ପହଁଚିବା ପୂର୍ବରୁ ଜମ୍ମୁର…