Odia News Portal
Browsing Tag

swadhikar

ସାବିତ୍ରୀରେ ସ୍ୱାମୀକୁ ପଥରରେ ଛେଚିଦେଲା ସ୍ତ୍ରୀ

କେନ୍ଦୁଝର: ଆଜି ହେଉଛି ସାବିତ୍ରୀ ବ୍ରତ । ସ୍ୱାମୀର ଦୀର୍ଘାୟୁ କାମନା କରିବା ସହ ଆରୋଗ୍ୟ ଲାଭ ଲାଗି ବ୍ରତ ରଖିଥାନ୍ତି ସାଧବା ନାରୀମାନେ । ତେବେ ସ୍ୱାମୀ ସ୍ତ୍ରୀଙ୍କ ଲାଗି ଆଜିର ଦିନଟି ବେଶ ମହତ୍ୱପୂର୍ଣ୍ଣ । କିନ୍ତୁ ଆଜିର ଦିନରେ ସ୍ୱାମୀଙ୍କୁ ଇଟାରେ ଛେଚି ଲହୁ ଲୁହାଣ କରିଛି ସ୍ତ୍ରୀ ।…

କଟକ ବଡ଼ ମେଡିକାଲକୁ ଆସିବ ସିମୁଲେଟର

କଟକ: କରୋନା ସମୟରେ ଆଶ୍ୱସ୍ତିକର ଖବର । କରୋନାର ଜଟିଳତା ପରେ ବହୁ ରୋଗୀ ଫୁସଫୁସ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ତେବେ ଏହାରି ଭିତରେ ଫୁସ୍ଫୁସ୍ ଜନିତ ରୋଗର ଚିକିତ୍ସା ପାଇଁ ଉତ୍କର୍ଷ କେନ୍ଦ୍ରକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ସିମୁଲେଟର ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି…

ଭୁବନେଶ୍ୱର ଏମ୍ସକୁ ଆସିବ୨ ଇକ୍‌ମୋ ମେସିନ

ଭୁବନେଶ୍ୱର: କରୋନାର ପରିବର୍ତ୍ତୀ ଜଟିଳତା ଇକମୋ ଚିକତ୍ସା ଲାଗି ଓଡ଼ିଶାବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଇକମୋ ଚିକତ୍ସା ଲାଗି ଓଡ଼ିଶାରୁ ବାହାର ରାଜ୍ୟକୁ ରୋଗୀଙ୍କୁ ନିଆଯାଉଛି । ତେବେ ଭୁବନେଶ୍ୱର ଏମ୍ସକୁ ଦୁଇଟି ଇକମୋ ଆସିବା ନେଇ ସୂଚନା ମିଳିଛି । ହସ୍ପିଟାଲରେ ଦୁଇଟି ଇକମୋ…

ଭାରତୀୟ ବକ୍ସର ଡିଙ୍କୋ ସିଂହଙ୍କ ପରଲୋକ

ନୂଆଦିଲ୍ଲୀ: ବ୍ୟାଙ୍ଗ୍କକ୍ରେ ଅନୁଷ୍ଠିତ ୧୯୯୮ ସଂସ୍କରଣ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣପଦକ ହାସଲ କରିଥିବା ‘ବ୍ୟାଣ୍ଟମ୍ୱେଟ୍’ ମୁଷ୍ଟିଯୋଦ୍ଧା ଗାଙ୍ଗୋମ ଡିଙ୍କୋ ସିଂହଙ୍କର ଗୁରୁବାର ଦିନ ଦେହାନ୍ତ ହୋଇଯାଇଛି। ୨୦୧୭ରୁ ଯକୃତ କର୍କଟରେ ପୀଡିତ ହୋଇ ସେ ଚିକିତ୍ସିତ ହେଉଥିଲେ । ସେହିବର୍ଷ…

ଲକଡାଉନ୍ ଓ ସଟଡାଉନରେ ଖୋଲା ରହିବ କୃଷି ଆନୁସଙ୍ଗିକ ବ୍ୟବୟାୟ ପ୍ରତିଷ୍ଠାନ

ଭୁବନେଶ୍ୱର: ଆସୁଛି ବର୍ଷାଦିନ । କୃଷି ଅମଳ ଲାଗି ଉପକୂଳ ସମୟ ହେଉଛି ଏହି ବର୍ଷାଦିନ । ତେବେ ଏହି ଲକଡାଉନ ଓ ସଟଡାଉନରେ ସମୟରେ ଚାଷୀମାନେ ଯେଭଳି କୃଷି ଉପକରଣ କିଣିବାରେ ଅସୁବିଧା ନଉପୁଜେ ସେ ଦିଗରେ ଧ୍ୟାନ ଦିଆଯାଇଛି । ଔଷଧ ଦୋକାନ ଭଳି ସବୁ ସମୟରେ ଖୋଲା ରହିବ କୃଷି ଆନୁସଙ୍ଗିକ ବ୍ୟବସାୟ…

କିନ୍ନର ପାଳିଲେ ସାବିତ୍ରୀ ବ୍ରତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କିନ୍ନରମାନେ ପାଳିଛନ୍ତି ସାବିତ୍ରୀ ବ୍ରତ । ନିଜ ଗୁରୁଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି ଆଜିର ଦିନଟିକୁ । କିନ୍ନରମାନେ ନିଜର ଗୁରୁଙ୍କୁ ସ୍ୱାମୀ ବୋଲି ମାନନ୍ତି । ଏଣୁ ସେମାନଙ୍କ ଉଦ୍ଦେଶ୍ୟରେ ଆଜିର ଦିନଟିକୁ କାଷ୍ଟାର ସହ ପାଳନ କରିଥାନ୍ତି ।…

କେବଳ ପୁରୀ ଛଡ଼ା ସବୁଠି ରଥଯାତ୍ରା ବନ୍ଦ

ଭୁବନେଶ୍ୱର: ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବନ୍ଦ ରହିବ ରଥଯାତ୍ରା । ବିନା ଭକ୍ତରେ ପୁରୀରେ ହେବ ରଥଯାତ୍ରା । କେବଳ ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ହେବ । କରୋନା କଟକଣା ମଧ୍ୟରେ ପୂର୍ବ ବର୍ଷ ଭଳି ରଥଯାତ୍ରା ଆୟୋଜନ କରାଯିବ । ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା…

ସୁସ୍ଥ ହେଉଛନ୍ତି ଅମ୍ରିତ

ଭୁବନେଶ୍ୱର: ବ୍ରହ୍ମପୁରର ଯୁବକ ଅମ୍ରିତ ପ୍ରଧାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରିବାରେ ଲାଗିଛି । ବର୍ତ୍ତମାନ ତାଙ୍କୁ ୫୦ ପ୍ରତିଶତ ଭେଂଟିଲେଟରରେ ତାଙ୍କୁ ରଖାଯାଇଛି । ଭେଂଟିଲେଟର ହଟାଇବା ପାଇଁ ଚାହୁଁଛନ୍ତି ଡାକ୍ତରୀ ଟିମ୍ । ହେଲେ ଏବେବି ଶତପ୍ରତିଶତ ଇକମୋ ମେସିନରେ ଚାଲିଛି ଅମ୍ରିତଙ୍କ…

ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୂ

ଭୁବନେଶ୍ୱର: ଓଡ଼ିଶା ଛଉଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୂ । ଦକ୍ଷିଣ ଓଡ଼ିଶା ଓ ବଲାଙ୍ଗୀରରେ ପ୍ରବଳ ବର୍ଷା ହେବା ନେଇ ସୂଚନା ଦେଲା ପାଣିପାଗ ବିଭାଗ । ଲଘୁଚାପ ଯୋଗୁଁ ଆଜି ଅନେକ ଅଞ୍ଚଳରେ ବର୍ଷା ହେବ । ଆସନ୍ତାକାଲି ବେଶୀ ବର୍ଷା ହେବ । ଆସନ୍ତା ୪୮ ଘଣ୍ଟାରେ ସମଗ୍ର ଓଡ଼ିଶାରେ ବର୍ଷା ହେବ ।…

ମୁମ୍ବାଇରେ କୋଠା ଭୁଷୁଡ଼ି ୧୧ଜଣଙ୍କ ମୃତ୍ୟୁ

ମୁମ୍ବାଇ: ମୌସୁମୀ ପ୍ରଭାବରେ ମୁ୍‌ମ୍ବାଇରେ ଲଗାଣ ବର୍ଷା ଜାରି ରହିଛି । ଲଗାଣ ବର୍ଷା ପ୍ରଭାବରେ ଭୁଷୁଡ଼ି ପଡିଛି କୋଠା । କୋଠା ଭୁଷୁଡି ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ଜଣଙ୍କ ଅବସ୍ଥା ଗୁରୁତର ରହିଛି । ମୁ୍‌ମ୍ବାଇ ପଶ୍ଚିମ ମଲାଡ କଲେକ୍ଟର କମ୍ପାଉଣ୍ଡରେ ଘଟିଛି ଏଭଳି ଘଟଣା । ଏକ ଚାରି…