Odia News Portal
Browsing Tag

swadhikar

ନବମ ଶ୍ରେଣୀ ଛାତ୍ରୀଙ୍କୁ ଛୁରାମାଡ଼ କରି ଯୁବକ ଗିରଫ

ବାଲେଶ୍ୱର: ଯୁବକଙ୍କ ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ ନବମଶ୍ରେଣୀ ଛାତ୍ରୀ । କ୍ରୋଧିତ ହୋଇ ଯୁବକ ଜଣକ ନାବାଳିକାଙ୍କୁ କରିଛି ଛୁରାମାଡ଼ । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଜଲଦା ପଞ୍ଚାୟତ ତୁଟ ଗ୍ରାମର ନିତ୍ୟାନନ୍ଦ ଜେନାଙ୍କ ମଧୁସ୍କିତାକୁ ଛୁରାମାଡ଼ କରିଛି ସେହି ଗ୍ରାମର ୨୫ ବର୍ଷୀୟ…

ଆଜି ସାବିତ୍ରୀ ବ୍ରତ

ଭୁବନେଶ୍ୱର: ସ୍ୱାମୀଙ୍କ ଦୀର୍ଘାୟୁ ଓ ନିରାମୟ କାମନା କରି ସାଧବା ନାରୀମାନେ ସାବିତ୍ରୀବ୍ରତ ମନାସୀ ଥାନ୍ତି । ତେବେ ହେଉଛି ସ୍ୱାମୀଙ୍କ ସମ୍ପର୍କ ଲାଗି ଏକ ପବିତ୍ର ଦିନ । ଆଜି ହେଉଛି ସାବିତ୍ରୀ ଅମାବାସ୍ୟା । ତେବେ କରୋନା କଟକଣା ମଧ୍ୟରେ ବ୍ରତ ପାଳିଛନ୍ତି ମହିଳାମାନେ । ବଡ଼ ବଡ଼ ମନ୍ଦିର…

ଆଜି ୬ହଜାର ୯୭ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଆଜି ୬,୦୯୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି । ନୂତନ ସଂକ୍ରମିତଙ୍କ ମଧ୍ୟରୁ ୩୪୪୬ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବାବେଳେ ୨୬୫୧ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୧୭ ଜଣ…

୭ଟି ଜିଲ୍ଲାରେ ଅକ୍ସିଜେନ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ମହାମାରୀରେ ଯେଭଳି କାହାର ଅକ୍ସିଜେନ ଅଭାବରୁ ମୃତ୍ୟୁ ନହୁଏ ସେଦିଗରେ ଦୃଷ୍ଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୯.୪୧ କୋଟି ଟଙ୍କାର ସ୍ୱାସ୍ଥ୍ୟ ପ୍ରକଳ୍ପ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ବାହାର ରାଜ୍ୟକୁ ଅକ୍ସିଜେନ ଯୋଗାଇଥିବା ମୁଖ୍ୟମନ୍ତ୍ରୀଙ୍କୁ…

ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସେବାକାର୍ଯ୍ୟ ଜାରି

ଭୁବନେଶ୍ୱର: ସେବା ହିଁ ଧର୍ମକୁ ପାଥେୟ କରି ଆଜିକୁ ୧୬ ଦିନ ଧରି ଜୟ ଜଗନ୍ନାଥ ଚାରିଟେବୁଲଟ୍ରଷ୍ଟ ସହଯୋଗରେ ଓଡ଼ିଶା ମୋ ପରିବାର ଉତ୍ତର ସଂଯୋଜକ ଡଃ.ପ୍ରକାଶତ୍ରିପାଠୀଙ୍କ ନେତୃତ୍ୱରେ ଭିଏସସନଗର କଲ୍ୟାଣ ମଣ୍ଡପସ୍ଥ ଟୀକାକରଣ କେନ୍ଦ୍ରରେ ଟୀକାନେଉଥିବା ସମସ୍ତ ଲୋକମାନଙ୍କୁ ସାନିଟାଇଜର, ମାସ୍କ୍…

ପ୍ରିୟଙ୍କାଙ୍କ ଲାଗି କଂଗ୍ରେସ ଛାଡ଼ିଲେ ଜିତିନ୍ ପ୍ରସାଦ

ନୂଆଦିଲ୍ଲୀ: ୟୁପିରେ ପ୍ରିୟଙ୍କା ଗାନ୍ଧୀଙ୍କ ରାଜନୈତିକ ପଦକ୍ଷେପ ଲାଗି କଂଗ୍ରେସ ଛାଡ଼ି ବିଜେପି ଯୋଗ ଦେଇଛନ୍ତି ଜିତିନ୍ ପ୍ରସାଦ । ତେବେ ଏକଥା ଆମେ କହୁନାହୁଁ ଆଜି ବିଜେପିରେ ଯୋଗ ଦେବାପରେ ରାଜନୈତିକ ପଣ୍ଡିତମାନେ ଏଭଳି ମତ ଦେଇଛନ୍ତି । ୨୦୧୯ ନିର୍ବାଚନ ସମୟରୁ ତାଙ୍କୁ ଦଳରେ ଅଣଦେଖା…

କୋଭିଡ ପରିଚାଳନା ଲାଗି ବିଏମସିକୁ ୨୦ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି କରୋନା ଲହର । ରାଜ୍ୟବାସୀଙ୍କ ଲାଗି ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେମୁଖ୍ୟମନ୍ତ୍ରୀ ଗୋଟିଏ ପରେ ଗୋଟିଏ ପ୍ୟାକେଜ୍ ରାଜ୍ୟବାସୀଙ୍କ ଲାଗି ଘୋଷଣା କରିବାରେ ଲାଗିଛନ୍ତି । ଗତକାଲି ଶିଶୁଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେଇଥିବା ମୁଖ୍ୟମନ୍ତ୍ରୀ ଆଜି ଭୁବନେଶ୍ୱର…

ଏୟାର ଆମ୍ବୁଲାନ୍ସରେ କୋଲକାତା ଗଲେ ଅଭିଶେକ

ଭୁବନେଶ୍ୱର: ଗ୍ରୀନକରିଡରରେ ଏୟାରପୋର୍ଟରେ ପହଞ୍ଚିବା ପରେ କୋଲକାତା ଅଭିମୁଖେ ଏୟାର ଆମ୍ବୁଲାନ୍ସ ଯ୍ଧବକ୍ତନ୍ତି ଅଭିଶେକ ମହାପାତ୍ର । ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲ ଛକରୁ ବିମାନ ବନ୍ଦର ଯାଏଁ ବିଏମସି ପକ୍ଷରୁ ଗ୍ରୀନ କରିଡରର ବ୍ୟବସ୍ଥା କରାଯାଇ ଅଭିଷେକ୍ଙ୍କୁ ବିମାନ ବନ୍ଦର ନିଆଯାଇଥିଲା ।…

ଧାନର ସହାୟକ ମୂଲ୍ୟ ବଢ଼ିଲା

ନୂଆଦିଲ୍ଲୀ: ଧାନ କ୍ୱିଣ୍ଟାଲ ପିଛା ୧୯୪୦ ଟଙ୍କାର ଏମଏସପି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । କ୍ୟାବିନେଟ୍ ବୈଠକରେ ଏଭଳି ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଇଲେ ସରକାର । ୨୦୨୦-୨୧ରେ ୧୮୭୬ ଟଙ୍କା ଥିବା ବେଳେ ଏବେ ଏହା…

ଏୟାରପୋର୍ଟ ଅଭିମୁଖେ ଅଭିଶେକ

ଭୁବନେଶ୍ୱର: ଏୟାରପୋର୍ଟ ଅଭିମୁଖେ ବାହାରିଛନ୍ତି ବାସୁଦେବପୁର ଅଞ୍ଚଳର ଯୁବକ ଅଭିଶେକ ମହାପାତ୍ର । ଆଜି ଏୟାର ଆମ୍ବୁଲାନ୍ସରେ କୋଲକାତା ନିଆଯିବ ଅଭିଶେକଙ୍କୁ । ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲରୁ ଗ୍ରୀନ କରିଡରରେ ତାଙ୍କୁ ଏୟାରପୋର୍ଟ ନିଆଯାଉଛି । କୋଭିଡ ଆକ୍ରାନ୍ତ ପରଠାରୁ ଗୁରୁତର ଅଛନ୍ତି…