ଧରାପଡ଼ିଲେ ଆଦି@ଆରିକ୍ସ ବ୍ରଦର୍ସ: ଟାର୍ଗେଟ୍ରେ ଥିଲେ କଲେଜଛାତ୍ରୀ,
ଇନ୍ଷ୍ଟାଗ୍ରାମରେ ନକଲି ଆଇଡି କରୁଥିଲେ ଆଉ କଲେଜ ଛାତ୍ରୀଙ୍କୁ ପ୍ରେମଜାଲରେ ଫସାଉଥିଲେ । ଏହାପରେ ସେମାନଙ୍କ ସହ ଦୁଷ୍କର୍ମ କରି ଭିଡିଓ ଉତ୍ତୋଳନ କରି ବ୍ଲାକମେଲ୍ କରୁଥିଲେ । ବ୍ଲାକମେଲ୍ରୁ ମିଳୁଥିବା ଟଙ୍କାରେ ଦାମୀ ମୋବାଇଲ କିଣିବା ସହ ଗୋଆରେ କରୁଥିଲେ ମଉଜ । ଏଭଳି ଏକ ସମ୍ବେଦନଶୀଳ…
