ସରଣ୍ଡା ଜଙ୍ଗଲରେ ପୁଲିସ–ନକ୍ସଲ ଗୁଳି ବିନିମୟ, ଜଣେ ଇନାମୀ ନକ୍ସଲ ସହ ଅନେକ ନିହତ ହୋଇଥିବା ସୂଚନା
ଓଡ଼ିଶା ରାଜ୍ୟର ସୁନ୍ଦରଗଡ ଜିଲ୍ଲା ସୀମାନ୍ତରେ ଥିବା ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମ ଜିଲ୍ଲାରୁ ଏହି ମୁହୂର୍ତ୍ତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନକ୍ସଲ ପ୍ରଭାବିତ ସରଣ୍ଡା ଜଙ୍ଗଲରେ ସୁରକ୍ଷା ବାହିନୀ ଓ ନକ୍ସଲମାନଙ୍କ ମଧ୍ୟରେ ଭୟଙ୍କର ଗୁଳି ବିନିମୟ ହେଇ ଥିବା ସୂଚନା ମିଳିଛି।…
