ବାହାର ରତ୍ନଭଣ୍ଡାରରୁ କୁଆଡେ ଗଲା 3 ରତ୍ନ ? ସିଂହଦ୍ବାର ଥାନାରେ ଏତଲା ଦେଲା ଶ୍ରୀଜଗନ୍ନାଥ ସେନା
ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ମିଳୁ ନଥିବାରୁ ଥାନାରେ ଏତଲା । ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରରୁ ତିନୋଟି ରତ୍ନ ଅଳଙ୍କାର ହଜିଯାଇଥିବା ନେଇ ଗଣମାଧ୍ୟମରେ ରତ୍ନଭଣ୍ଡାର ତଦାରକ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ କହିବା ପରେ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଥିବା କହିଛନ୍ତି…
