ଆମ ଆଦମି ପାର୍ଟିର ନେତ୍ରୀ ଶେଲି ଓବରୟ ହେଲେ ନୂତନ ଦିଲ୍ଲୀ ମେୟର
ଦୀର୍ଘ ୭୫ ଦିନର ଅପେକ୍ଷା ପରେ ଦିଲ୍ଲୀକୁ ଶେଷରେ ନୂଆ ମେୟର ମିଳିଛି। ଆମ୍ ଆଦମୀ ପାର୍ଟି ନେତ୍ରୀ ଶେଲି ଓବରୟ ୧୫୦ ଭୋଟ୍ରେ ମେୟର ନିର୍ବାଚନ ଜିତିଛନ୍ତି। ବିଜେପିର ରେଖା ଗୁପ୍ତାଙ୍କୁ ସେ ୩୪ ଭୋଟ୍ରେ ହରାଇଛନ୍ତି। ମୋଟ୍ ୨୬୬ ଭୋଟ୍ରୁ ଶେଲିଙ୍କୁ ୧୫୦ ଭୋଟ ମିଳିଥିବା ବେଳେ ରେଖା!-->…
