ସର୍ବୋଚ୍ଚ ନ୍ୟାୟଳୟର ବିଚାରପତି ସଂଖ୍ୟା ପୂର୍ଣ୍ଣ ହୋଇଛି
ଆଜି ବିଚାରପତି ରାଜେଶ ବିନ୍ଦଲ୍ ଓ ଅରବିନ୍ଦ କୁମାର ସୁପ୍ରିମ୍ କୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିବା ପରେ ସର୍ବୋଚ୍ଚ ନ୍ୟାୟଳୟର ବିଚାରପତି ସଂଖ୍ୟା ପୂର୍ଣ୍ଣ ହୋଇଛି। ଆଜି ପୂର୍ବାହ୍ନ ୧୦.୩୦ରେ ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ନବ ନିଯୁକ୍ତ!-->…
