Odia News Portal
Browsing Tag

swadhikar

୨୭ରୁ ହାଡ ଭଙ୍ଗା ଶୀତ

ଆସନ୍ତା ୨୭ ତାରିଖରୁ ଉପକୂଳ ଓଡ଼ିଶାରେ ଶୀତ ବଢ଼ିବ । ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ରାତି ତାପମାତ୍ରା ଅଢ଼େଇ ଡିଗ୍ରୀ ସେଲସିୟସ୍‌ କମିଯିବ । ସେହିଭଳି କେନ୍ଦ୍ରୀୟ ପଶ୍ଚିମ ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ । ପାଣିପାଗ ବିଶେଷଜ୍ଞ ପ୍ରଫେସର…

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବାରିପଦା ITDAର କନିଷ୍ଠ ଯନ୍ତ୍ରୀଙ୍କ ଘରେ ଆଜି ସକାଳୁ ହେଉଛି ଭିଜିଲାନ୍ସ ଚଢ଼ାଉ । ITDA କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ଟିମ ଚଢ଼ାଉ କରିଛି  । ବହୁତ ଦିନ ପୂର୍ବରୁ ସନ୍ତୋଷ ଭିଜିଲାନ୍ସ ସ୍କାନରରେ ରହିଥିଲେ।…

କ୍ଷୀର ଲିଟର ପିଛା ୨୦୦ ଟଙ୍କା

ପାକିସ୍ତାନରେ ହୁ ହୁ ହୋଇ ବଢି ଚାଲିଛି ଦରଦାମ୍ । ଖାଦ୍ୟ ସାମଗ୍ରୀ ଓ ଗ୍ୟାସର ଦର ଆକାଶଛୁଆଁ । ଇମ୍ରାନ ଖାନ୍ ସରକାର ବିରୋଧରେ ରାସ୍ତାକୁ ଓହ୍ଲାଇଲେ ସାଧାରଣ ଜନତା । ୭୦ ପ୍ରତିଶତ ଲୋକ ଗରିବ ହୋଇଥିବାରୁ କେମିତି ଚଳିବେ ତାକୁ ନେଇ ଚିନ୍ତାରେ ପାକିସ୍ତାନବାସୀ । ଦେଶରେ କ୍ଷୀର ଲିଟର ପିଛି ୧୮୦…

ସ୍ମାର୍ଟ କାର୍ଡରେ ଯୋଡି ହେବ ଆଉ ୨ଟି ଜିଲ୍ଲା

ବିଜୁ ସ୍ମାର୍ଟ ହେଲଥ୍ କାର୍ଡ ଯୋଜନାରେ ଯୋଡି ହେବ ଆଉ ଦୁଇ ଜିଲ୍ଲା । ଆଜି ସୋନପୁର ଓ ବୌଦ୍ଧ ଜିଲ୍ଲାର ହିତାଧିକାରୀଙ୍କୁ ନୂଆ ସ୍ମାର୍ଟ ହେଲ୍ଥ କାର୍ଟ ବଂଟନ କରାଯିବ । ଏହା ସହ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଏହି ସ୍ମାର୍ଟ…

ବଡ ଆନ୍ଦୋଳନ ପାଇଁ ସଜବାଜ

କୃଷି ଆଇନ ରଦ୍ଦ ବିଲକୁ କ୍ୟାବିନେଟର ମଞ୍ଜୁର ପରେ ବି, ଚାଷୀ ସଂଗଠନ ଶାନ୍ତ ପଡି ନାହାଁନ୍ତି । ଏବଂ ବଡ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି । କାଲି କୃଷକ ଆନ୍ଦୋଳନକୁ ବର୍ଷେ ପୁରୁଥିବାରୁ ଏମଏସପି ଗ୍ୟାରେଂଟି ଓ ଅନ୍ୟାନ୍ୟ ଦାବିରେ ଆନ୍ଦୋଳନ କରିବାକୁ ଘୋଷଣା କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା…

କଡା ଟକ୍କର ପରେ ବି ହାରିଲା ଭାରତ

ଭାରତ ଜୁନିଅର ହକି ବିଶ୍ୱକପରେ ଏହାର ପ୍ରଥମ ମ୍ୟାଚରେ ହାରିଲା ଭାରତ । ଫ୍ରାନ୍ସ ବିପକ୍ଷରେ କଡା ଟକ୍କର ଦେଇଥିଲେ ବି ଭାରତୀୟ ଦଳକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି । ଫ୍ରାନ୍ସ ପ୍ରଥମ ୫୦ ସେକେଣ୍ଡରେ ହିଁ ଗୋଲ୍ କରି ଭାରତକୁ ବେକଫୁଟକୁ ଠେଲି ଦେଇଥିଲା । ଫ୍ରାନ୍ସ ତରଫରୁ ଅଧିନାୟକ ଟିମୋଥି…

ସବୁଠାରୁ ମହଙ୍ଗା ଅଭିନେତା

ସୁପରଷ୍ଟାର ପ୍ରଭାସ ତାଙ୍କ ଟାଲେଣ୍ଟ ଏବଂ ଜବରଦସ୍ତ ଆକ୍ଟିଂ ସହିତ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଜଣେ ସାଉଥ୍ ଇଣ୍ଡିଆନ୍ ଷ୍ଟାର ହୋଇଥିଲେ ମଧ୍ୟ ତାଙ୍କର କେବଳ ବଲିଉଡରେ ନୁହେଁ  ହଲିଉଡରେ ବି ଆଲୋଚନା ହେଉଛି। ବର୍ତ୍ତମାନ ପ୍ରଭାସଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସେ ଭାରତର…

ବିଜେପିରେ ମିଶିଲେ ଆଦିତି ସିଂହ

ଯାହା ଆଶା କରାଯାଉଥିଲା ଠିକ୍‌ ସେଇଆ ହୋଇଛି। ଆସନ୍ତାବର୍ଷ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଓ ବିଏସ୍‌ପିକୁ ବଡ଼ ଝଟକା ଲାଗିଛି। ଆଜି କଂଗ୍ରେସରେ ରହି ଦଳ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ଅଦିତି ସିଂହ ବିଧିବଦ୍ଧ ଭାବେ ବିଜେପିରେ ମିଶିଛନ୍ତି। ଅଦିତି ଏକଦା…

ରୋଷେଇ ବଜାରକୁ ମହଙ୍ଗା କରୁଛି ଟମାଟୋ

ରାଷ୍ଟ୍ରୀୟ ରାଜଧାନୀରେ ଦେଢଶହ ଟଙ୍କା ଦରରେ ବିକ୍ରି ହେଉଛି ଟମାଟୋ । ଗତ କିଛି ଦିନ ହେଲା ବଜାରରେ ଟମାଟୋ ଦର ବୃଦ୍ଧି ପାଇବାରେ ଚାଲିଛି । ଅଚାନକ ପରିବାର ଦର ବୃଦ୍ଧି ହେବା ସହ ଟମାଟୋ ଦର ବଢିବା ଶୁଣି ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ସେହିପରି ଦେଶର ଅନେକ ରାଜ୍ୟରେ ଅଦିନିଆ…

ଋିଲରେ ଅଧୁରା ରହିଗଲା ଦିଅର ଭାଉଜଙ୍କ ପ୍ରେମ

ଷ୍ଟାରପ୍ଲସର ଟେଲି ଧାରାବାହିକ ସିରିଏଲ ‘ଗୁମ୍‌ ହୈ କିସି କେ ପ୍ୟାର୍‌ ମେଁ’ରେ ଲିଡ୍‌ ରୋଲରେ ଅଭିନୟ କରୁଥିବା ଅଭିନେତା ବିରାଟ ଓ ତାଙ୍କ ଭାଉଜ ହୋଇଥିବା ପାଖୀ ରିୟଲ୍‌ ଲାଇଫରେ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ରିଲ୍‌ର ଏହି ଦିଅର-ଭାଉଜ ଯୋଡି ରିଲ୍‌ ଲାଇଫ୍‌ରେ ସିନା ଏକ ହୋଇ…