Odia News Portal
Browsing Tag

swadhikar

୩ କୃଷି ଆଇନ ପ୍ରତ୍ୟାହାର ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ସରିଛି କେନ୍ଦ୍ର କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକ ଶେଷ ହୋଇଛି । ତେବେ ଏହି ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ବିବାଦୀୟ ୩ଟି କୃଷି ଆଇନ୍‌ ପ୍ରତ୍ୟାହାର ପ୍ରସ୍ତାବକୁ ଲାଗିଛି କ୍ୟାବିନେଟ୍‌ର ମୋହର ।…

ଭୁର୍ଜ ଖଲିଫାରେ ନିଜ ଝିଅ ଜନ୍ମଦିନ ପାଳନ କଲେ ଅଲୁ ଅର୍ଜୁନ

ତେଲୁଗୁ ଷ୍ଟାର୍ ଅଲୁ ଅର୍ଜୁନଙ୍କ ପ୍ରିୟ ଝିଅ ଅଲୁ ଆରହା ଇଣ୍ଡଷ୍ଟ୍ରିରେ ବହୁତ ପ୍ରସିଦ୍ଧ। ଅଭିନେତା ସୋସିଆଲ ମିଡିଆରେ ତାଙ୍କର ଫ୍ୟାନ୍ସ ଏବଂ ଫଲୋୟର୍ସଙ୍କୁ ଆରହାଙ୍କ କ୍ୟୁଟ୍ ଫଟୋ ଏବଂ ଭିଡିଓ ସେୟାର କରନ୍ତି। ଏହି ପୋଷ୍ଟଗୁଡିକ ଲକ୍ଷ ଲକ୍ଷ ଲାଇକ୍ ଏବଂ କମେଣ୍ଟ ପାଇଥାଏ। ନିକଟରେ…

ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ

ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ମିଳିଛି ହତ୍ୟା ଧମକ। ‘ଆଇଏସ୍‌ଆଇଏସ୍‌ କଶ୍ମୀର’ ତାଙ୍କୁ ମାରି ଦେବାକୁ ଧମକ ଦେଇଛି। ଏନେଇ ସେ ବୁଧବାର ଦିଲ୍ଲୀ ପୁଲିସ୍ ନିକଟରେ ଅଭିଯୋଗ କରିଛନ୍ତି। ଏହା ପରେ ତାଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗମ୍ଭୀରଙ୍କୁ…

ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲା ୨୮୮ କରୋନା ସଂକ୍ରମିତ

ରାଜ୍ୟରେ ଗତ କିଛି ଦିନ ହେଲା କରୋନା ସଂକ୍ରମଣ ମାମଲା ହ୍ରାସ ପାଉଥିବା ବେଳେ ଗତ ୨ ଦିନ ହେଲା ସଂକ୍ରମଣ ସାମନ୍ୟ ବୃଦ୍ଧି ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୮୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୭୬୭୪ରେ ପହଞ୍ଚିଛି…

ଭିନ୍ନ ପ୍ରଣାଳୀରେ ହକି ଷ୍ଟିକ୍ ତିଆରି କରି ଖେଳାଳୀଙ୍କୁ ଶୁଭେଚ୍ଛା

ଏଥର ଜୁନିଅର ହକି ବିଶ୍ୱକପ ଓଡିଶାର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଛି । ଆମର ମୁଖ୍ୟମନ୍ତ୍ରୀ ଏହି ଖେଳକୁ ଉତ୍ସାହିତ କରିଥିଲେ । ଓଡିଶା ହକି ଖେଳାଳୀଙ୍କ ହବ୍ ଅଟେ । ସେଥିପାଇଁ ସେ କ୍ରିକେଟ ବଦଳରେ ହକିକୁ ବାଛିଥିଲେ । ପୁରୁଷ ଜୁନିଅର ବିଶ୍ୱକପ ହକି ଖେଳ ଆରମ୍ଭ ହେବାକୁ…

ଆଗକୁ ବଢିପାରେ ମୃତ୍ୟୁ ସଂଖ୍ୟା

ବିଶ୍ବବ୍ୟାପୀ କରୋନା ଭାଇରସ୍‌ ମହାମାରୀର ପ୍ରକୋପ କମିଛି। କିନ୍ତୁ ମହାମାରୀ ସଂପୂର୍ଣ୍ଣ ଭାବେ ଶେଷ ହୋଇନାହିଁ। ଏବେ କରୋନା ମହାମାରୀକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଏକ ନୂଆ ଚେତାବନୀ ଦେଇଛି। ସଂଗଠନ କହିଛି ଯେ, ୟୁରୋପର ୫୩ଟି ଦେଶରେ ଶୀତଋତୁ ପରେ ଆଗାମୀ ବସନ୍ତ ଋତୁ ଯାଏଁ ୭ ଲକ୍ଷ…

ଜୀବନ ଯୁଦ୍ଧରେ ହାରିଗଲେ ଅମ୍ରିତ

ଡାକ ଶୁଣିଲେନି ଈଶ୍ୱର, ବଞ୍ଚାଇ ପାରିଲେନି ଦ୍ବିତୀୟ ଭଗବାନ। ସବୁ ଚେଷ୍ଟା, ସବୁ ପ୍ରୟାସ ପରେ ବି ଆଖି ବୁଜି ଦେଲେ ଅମ୍ରିତ। ମୃତ୍ୟୁ ସହ ଲଢେଇ କରି କରି ଶେଷରେ ଜୀବନର ଯୁଦ୍ଧରେ ପରାଜିତ ହେଲେ। ନା ଜିତିଲା କୋଟି କୋଟି ଲୋକଙ୍କ ପ୍ରାର୍ଥନା, ନା ବଞ୍ଚାଇ ପାରିଲା ଗୁରୁଜନଙ୍କ ଆଶୀର୍ବାଦ। ସତରେ…

ଆଜିଠୁ ଆରମ୍ଭ ହେବ ହକି ବିଶ୍ୱକପ୍

ଆଜିଠୁ କମ୍ପିବ କଳିଙ୍ଗ ଷ୍ଟାଡିୟମ । ଚାଲିବ ହକି ମହାସମର । ଡିସେମ୍ବର ୫ ଯାଏଁ କଳିଙ୍ଗରେ ଖେଳାଯିବ ଜୁନିୟର ହକି ବିଶ୍ୱକପ । କରୋନା ପାଇଁ ଉଦଘାଟନୀ ଉତ୍ସବକୁ ନିରାଡମ୍ବର କରାଯାଉଥିବାବେଳେ ଉଦଘାଟନି ମ୍ୟାଚରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଏଫଆଇଏଚ୍ ସଭାପତି ନରିନ୍ଦ୍ରର ବାତ୍ରା…

ଆହୁରି କମିବ ତୈଳ ଦର

ନିକଟରେ ତୈଳ ଦର ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିଥିବା କେନ୍ଦ୍ର ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପେଟ୍ରୋଲ ଓ ଡିଜେଲ ଦାମକୁ କମ କରିବା ପାଇଁ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ। ତେବେ ଅଶୋଧିତ ତୈଳର ଦାମ ବଢ଼ିବା ଯୋଗୁ ଏବେ ବି ଅନେକ ସ୍ଥାନରେ ପେଟ୍ରୋଲର ଲିଟର ପିଛା…

ଜ୍ୟୋତିଷ ବୋଲି କହି ଲୁଟି ନେଲେ

ତୁମ ପୁଅ ମରିଯିବ…! ରିଷ୍ଟ ଦୋଷ ରହିଛି! ଭଣ୍ଡ ଜ୍ୟୋତିଷଙ୍କଠାରୁ ଏପରି କଥା ଶୁଣି ଭାବପ୍ରବଣ ହୋଇ ପଡ଼ିଥିଲେ ଜୟା ଦେ’। ଜନ୍ମକଲା ପୁଅର ମୃତ୍ୟୁ ହେବ କଥା ଶୁଣି କାନ୍ଦି ପକାଇଥିଲେ। ଛଳଛଳ ଆଖିରେ ଜ୍ୟୋତିଷଙ୍କୁ ପଚାରିଥିଲେ, ଏହାର ପ୍ରତିକାର କଣ? ଆଉ ପ୍ରତିକାର ବତାଇବାକୁ ଯାଇ ଦୁଇ ଭଣ୍ଡ…