Odia News Portal
Browsing Tag

swadhikar

ଆଜିଠୁ ନନ୍ଦନକାନନରେ ଚାଲିବ ଟୟ ଟ୍ରେନ୍

ଭୁବନେଶ୍ୱର : କିଛି ଦିନ ତଳେ ନନ୍ଦନକାନନରେ ଟୟ ଟ୍ରେନ୍ ଗଡ଼ିଥିଲା ମାତ୍ର ଏହି ଟ୍ରେନ୍ ଗଡ଼ୁଥିବା ବେଳେ ଘଟିଥିଲା ଅଘଟଣ । ସର୍ଟସର୍କିଟ ଇଞ୍ଜିନରେ ଯୋଗୁଁ ନିଆଁ ଲାଗି ଅଚଳ ହୋଇଯାଇଥିଲା ଏହି ଟୟ ଟ୍ରେନ୍ । ତେବେ ଏହି ଟ୍ରେନ୍ରେ ଅଘଟଣ ଘଟିବା ଯୋଗୁଁ ୬୦ ରୁ ଅଧିକ ଯାତ୍ରୀ କ୍ଷତିଗ୍ରସ୍ତ…

ଜାତୀୟ ପ୍ରେସ୍ ଦିବସରେ ସାମ୍ବାଦିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ଆଜି ହେଉଛି ଜାତୀୟ ପ୍ରେସ୍ ଦିବସ । ଏହି ଅବସରରେ ସାମ୍ବାଦିକ ଓ ଗଣମାଧ୍ୟମ କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶ୍ୱ ଏକ ମହାମାରୀର ସମ୍ମୁଖୀନ ହୋଇଥିବା ବେଳେ ବିଭ୍ରାନ୍ତିକର ସୂଚନାକୁ ରୋକିବା ସହ ସାମ୍ନାକୁ ନିର୍ଭରଯୋଗ୍ୟ ଓ ସଠିକ ସୂଚନା…

ହ୍ୱାଟ୍ସ ଆପରୁ ଭୁଲରେ ମେସେଜ ଡିଲିଟ ହେଇଯାଇଛି କି ? ଜାଣନ୍ତୁ କେମିତି କରିବେ ରିଷ୍ଟୋର…

ଆଜିକା ତାରିଖରେ ଭାରତରେ ପ୍ରାୟ ୨୦ କୋଟିରୁ ଅଧିକ ଲୋକ ହ୍ୱାଟ୍ସ ଆପ ବ୍ୟବହାର କରୁଛନ୍ତି | ହ୍ୱାଟ୍ସ ଆପ ଯେ କେବଳ ଗୋଟେ ସୋସିଆଲ ମିଡ଼ିଆ ଆପ ତା ନୁହେଁ | ବରଂ ଆମର ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ ଅଂଶ ହୋଇସାରିଲାଣି| ହ୍ୱାଟ୍ସ ଆପ ଜରିଆରେ ଆମେ ଆମର ଗୁରୁତ୍ୱପୂର୍ଣ ଡକ୍ୟୁମେଣ୍ଟ,…

୧୦୦ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ

ମାଲକାନଗିରି : ମାଲକାନଗିରି ପୋଲିସକୁ ମିଳିଛି ସଫଳତା । ୧୦୦ କୋଟି ଟଙ୍କାର ସବୁଜ ଜହର ଗଛ କାଟି ସଫା କଲେ ମାଲକାନଗିରି ପୋଲିସ। ସ୍ୱାଭିମାନ ଅଞ୍ଚଳରୁ ଏକ ଲକ୍ଷ ୮୮ ହଜାର ଟଙ୍କାର ବେଆଇନ ଗଞ୍ଚେଇ ଗଛକୁ ନଷ୍ଟ କରିଛି ପୋଲିସ । ଏହି ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୧୦୦ କୋଟି ଟଙ୍କା ହେବ ବୋଲି…

ସମ୍ ହସ୍ପିଟାଲରେ ବିଶ୍ୱ ମଧୁମେହ ଦିବସ ପାଳିତ

ଭୁବନେଶ୍ୱର: କୋଭିଡ୍ ମହାମାରୀ ଗତ ଦୁଇ ବର୍ଷ ଧରି ସାରା ବିଶ୍ୱକୁ ଆକ୍ରାନ୍ତ କରି ରଖିଥିବା ବେଳେ ମଧୁମେହ ରୋଗକୁ ନେଇ ବିଶେଷଜ୍ଞମାନେ ଉଦ୍ବେଗଜଜନକ ତଥ୍ୟ ପ୍ରକାଶ କରିଛନ୍ତି । ମଧୁମେହ ରୋଗ ଥିବା ବ୍ୟକ୍ତିଙ୍କୁ କୋଭିଡ୍ -୧୯ ଅଧିକ ଆକ୍ରାନ୍ତ କରୁ ଥିବାର ଲକ୍ଷ୍ୟ କରାଯାଇଥିବା ବେଳେ ଏହି…

ଗୀତ ଗାଇଲେ ନାଗାର୍ଜୁନ

ମୁମ୍ବାଇ: ସାଉଥ ଜଗତରେ ଏବେ ନାଗା ଚୈତନ୍ୟ ଓ ନାଗାର୍ଜୁନାଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବଙ୍ଗାରାଜୁ’ ଆଜିକାଲି ଚର୍ଚ୍ଚାରେ ରହିଛି। ସସପେନ୍ସ ଓ ରୋମାଞ୍ଚରେ ଭରପୁର ନୂଆ ଫିଲ୍ମ ବଙ୍ଗାରାଜୁର ଏବେ ଏକ ଲିରିକାଲ୍ ଗୀତ ରିଲିଜ୍ ହୋଇଛି । ନାଗା ଚୈତନ ଏହି ଗୀତକୁ ତାଙ୍କ ଅଫିସିଆଲ୍…

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଜନ ଜାଗରଣ ଯାତ୍ରାର ଶୁଭାରମ୍ଭ

ଭୁବନେଶ୍ୱର: ଦେଶରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଆକାଶ ଛୁଆଁ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ନିଖିଳ ଭାରତ କଂଗ୍ରେସ କମିଟି ନିଷ୍ପତିକ୍ରମେ ସାରା ଦେଶରେ କଂଗ୍ରେସ ଦଳପକ୍ଷରୁ ନଭେମ୍ବର ୧୪ ରୁ ୨୯ ତାରିଖ ମଧ୍ୟରେ ସପ୍ତାହ ବ୍ୟାପି ଜନ…

ବୋଧପୁର ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଅଭିଯୋଗ

କଟକ: କଟକ ଜିଲ୍ଲା ସଦର ବ୍ଲକ ବୋଧପୁର ପଂଚାୟତ ପାଲଟିଛି ଦୁର୍ନୀତିର ଗନ୍ତାଘର । ବିଡ଼ିଓ ଙ୍କ ନିକଟରେ ଅଭିଯୋଗ ଆଣିଲେ ପଂଚାୟତ ବାସି ଓ ପୂର୍ବତନ ଲୋକପ୍ରତିନିଧି । ଉଚ୍ଚ ସ୍ଥରୀୟ ତଦନ୍ତ ଦାବୀ । ରାଜ୍ୟ ଓ କେନ୍ଦ୍ର ସରକାର ପଂଚାୟତର ଗରିବଙ୍କ ପାଁଇ କୋଟି କୋଟି ଟଙ୍କା ଅନୁଦାନରେ ଅଜାଡି…

ବଲିଉଡରେ ଓଡ଼ିଆ ଝିଅ

ଭୁବନେଶ୍ୱର: ପୁଣି ଜାତୀୟ ସ୍ତରରେ ଓଡ଼ିଆ ଟେକ ରହିଛି । ବଲିଉଡରେ ରାଉରକେଲାର ଝିଅ । ସହକୋରିୟ ଗ୍ରାଫର ଭାବେ କାମ କରୁଛନ୍ତି ଓଡ଼ିଆ ଝିଆ ରୋଜା ରାଣା । ବଲିଉଡରେ କାମ କରିବାର ସୁଯୋଗ ପାଇବା ପରେ ସେ ଓଡ଼ିଶାର ଗର୍ବ ଏବଂ ଗୌରବକୁ ଆହୁରି ବଢ଼ାଇ ଦେଇଛନ୍ତି । ବଲିଉଡର ବହୁ ଆଗ ଧାଡ଼ିର କଳାକାର ତଥା…

ଖୁବଶୀଘ୍ର ରିଲିଜ୍ ହେବ ଆଲିଆ ଭଟ୍ଟଙ୍କ ‘ଗଙ୍ଗୁବାଇ କାଠିୟାବାଡି’

ନୂଆଦିଲ୍ଲୀ : ଆଲିଆ ଭଟ୍ଟଙ୍କ ଅପକମିଂ ଫିଲ୍ମ ‘ଗଙ୍ଗୁବାଇ କାଠିୟାବାଡି’ କୁ ଦେଖିବା ପାଇଁ ଅନେଇ ବସିଛନ୍ତି ଦର୍ଶକ । ଫିଲ୍ମ ରିଲିଜ୍ କୁ ନେଇ ଏବେ ପୁଣି ତାରିଖ ଘୋଷଣା କରାଯାଇଛି । ଫିଲ୍ମଟି ୧୮ ଫେବୃଆରୀ ୨୦୨୨ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ପୂର୍ବରୁ ଘୋଷଣା କରାଯାଇଥିଲା କି…