Odia News Portal
Browsing Tag

swadhikar

ଗୁରୁତର ଭାବେ ପୋଡି ହୋଇଯାଇଥିବା ବାଳକର ଜୀବନ ବଂଚାଇଲେ ସମ୍ ଡାକ୍ତର

ଭୁବନେଶ୍ୱର: ବାଣ ଫୁଟାଇବା ବେଳେ ଗୁରୁତର ଅଗ୍ନିକାଣ୍ଡରେ ପୋଡି ହୋଇଯାଇଥିବା ଏକ ୭ ବର୍ଷର ବାଳକର ଜୀବନ ବଂଚାଇଛନ୍ତି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଡାକ୍ତର । ପ୍ରାୟ ଏକ ମାସ ତଳେ ବାଣ ସହ ଖେଳୁଥିବା ବେଳେ ବାଳକଟି ସହ ଏଭଳି ଦୁର୍ଘଟଣା ଘଟିଥିଲା ।…

ବନ୍ଧାହେଲେ ପ୍ରତାପ ସାମଲ

ଭୁବନେଶ୍ୱର: ରାଜ୍ୟ ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର କୁବେର ଅଫିସର ତଥା ଡେପୁଟି ମ୍ୟାନେଜର ପ୍ରତାପ ସାମଲ ଗିରଫ । ଭିଜିଲାନ୍ସ ଟିମ୍‌ ତାଙ୍କୁ ଗିରଫ କରିଛି । ତାଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଟିମ୍‌ ବି ତାଯୁବ ହୋଇଯାଇଛନ୍ତି । ରେଡ୍‌ ବେଳେ ଜବତ ହୋଇଛି ୧୪ କୋଟି ୮୪ ଲକ୍ଷ…

ରାଜ୍ୟ ସରକାରଙ୍କୁ ଚିଠି ଲେଖିଲେ ଗଜପତି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ଚିଠି ଲେଖିଲେ ଗଜପତି ମହାରାଜ । ଶ୍ରୀମନ୍ଦିରରେ ସ୍ଥାୟୀ ପ୍ରଶାସକ ନିଯୁକ୍ତି ଦାବି କରିଛନ୍ତି ଗଜପତି । ଗଜପତି ମହାରାଜ ବି ଏ ପ୍ରସଙ୍ଗରେ ଜଗଦ୍ଗୁରୁ ଶଙ୍କରାଚାର୍ୟ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ସହ ଆଲୋଚନା କରି ଆବଶ୍ୟକ ପରାମର୍ଶ ନେଇଛନ୍ତି। ସେପଟେ ଆଜି…

ପାଣି ପାଣି ତାମିଲନାଡ଼ୁ

ଚେନ୍ନାଇ: ପ୍ରବଳ ବର୍ଷା ଯୋଗୁଁ ବେହାଲ ହୋଇପଡିଛି ତାମିଲନାଡୁ। ପାଣିପାଗ ବିଭାଗ କହିବାନୁଯାୟୀ, ଚେନ୍ନାଇ, ତିରୁବଲ୍ଲୱେର, କାଞ୍ଚିପୁରମ ଏବଂ ତିରୁଓ୍ଵନମଲାଇ ସହିତ ପଡୁଚେରୀରେ ମଧ୍ୟ ବର୍ଷା ସତର୍କତା ଜାରି କରାଯାଇଛି। ଲଗାତାର ବର୍ଷା ଯୋଗୁଁ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପାଣିପାଗ…

ମନ୍ତ୍ରୀ ତୁଷାରକାନ୍ତିଙ୍କ ଗାଡିକୁ ଅଣ୍ଡା ମାଡ

ଭୁବନେଶ୍ୱର: ମନ୍ତ୍ରୀ ତୁଷାରକାନ୍ତଙ୍କ ଗାଡିକୁ ଅଣ୍ଡାମାଡ ହୋଇଛି । ଅଣ୍ଡାମାଡ ସହ କଳାପତାକା ପ୍ରଦର୍ଶନ କରିଛନ୍ତି କଂଗ୍ରେସ କର୍ମୀ । ମମିତା ମେହେର ମୃତ୍ୟୁ ଘଟଣାକୁ ବିରୋଧ କରି ଅଣ୍ଡାମାଡ ଓ କଳାପତାକା ପ୍ରଦର୍ଶନ କରିଛନ୍ତି । ଥୂଆମୂଳ ରାମପୁର ଡୁମେରପଦର ଗାଁରେ ମନ୍ତ୍ରୀଙ୍କୁ ପ୍ରବଳ…

ଠକେଇ ଅଭିଯୋଗରେ ଗିରଫ ହେଲେ ବିଲଡର ଗୟାଧର ଜେନା

ଭୁବନେଶ୍ୱର: ଠକିଥିଲେ, ଗିରଫ ହେଲେ । ଜମି ଦେବାକୁ କହି ଟଙ୍କା ଆଣିଥଲେ କିନ୍ତୁ ଜାଗା ନଦେଲେ ନାହିଁ । ଏନେଇ ଥାନାରେ ଅଭିଯୋଗ ହେବା ପରେ ଗିରଫ ହୋଇଛନ୍ତି ବିଲଡର । ରାଜଧାନୀ ଭୁବନେଶ୍ୱର ସହିଦନଗର ଥାନା ପୋଲିସ ଠକେଇ ଅଭିଯୋଗରେ ବିଲଡର ଗୟାଧର ଜେନାଙ୍କୁ ଗିରଫ କରିଛି । ଶାରଳା ରିଅଲକନର…

ମେଗା ଓମଫେଡ୍ ପ୍ଲାଣ୍ଟ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କଟକ ଓରିଲୋଠାରେ ଅତ୍ୟାଧୁନିକ ଓମଫେଡ଼ ଡ଼ାଏରୀ ପ୍ଲାଣ୍ଟ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ । ଡ଼ାଏରୀ ପ୍ଲାଣ୍ଟ ଲୋକାର୍ପିତ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏମଫେଡ଼ର ବିକାଶରେ ୩ଲକ୍ଷ ଚାଷୀଙ୍କର ଅବଦାନ ରହିଛି । ଏହି ୟୁନିଟ ଦ୍ୱାରା ଦିନକୁ ୫ଲକ୍ଷ ଲିଟର କ୍ଷୀର ପ୍ରକ୍ରିୟାକରଣ…

ବାଚସ୍ପତିଙ୍କ ଫିଟନେସ୍ ମନ୍ତ୍ର

ଭୁବନେଶ୍ୱର: ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଫିଟନେଓ ମନ୍ତ୍ରୀ । କାଦୁଅ ଲଟପଟ ହୋଇଥିବା ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ବାଚସ୍ପତି ମହାଶୟ ଫିଟନେଓ ରହିବା ନେଇ ବାଣ୍ଟୁଛନ୍ତି ଜ୍ଞାନ । ସୂର୍ୟ୍ୟବାବୁଙ୍କର ବୟସ ୭୫ ଛୁଇଁଲାଣି । ଏ ବୟସରେ ହାର୍ଟ, କିଡନୀ,…

ଜାଣନ୍ତୁ ପ୍ରତାପଙ୍କ ସମ୍ପତ୍ତି କେତେ ?

ଭୁବନେଶ୍ୱର: ଓଡିଶା ପୋଲିସ ଗୃହନିର୍ମାଣ ନିଗମର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିଦିଆଯାଇଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ପ୍ରତାପଙ୍କ ଘରେ ଭିିଜିଲାନ୍ସ ଚଢାଉ ହୋଇଥିଲା । ୧୧ଟି ଜାଗାରେ ଚଢାଉ କରିଥିଲା ଭିଜିଲାନ୍ସ । ଦୀର୍ଘ ୨୨ ଘଣ୍ଟାର ଚଢାଉ…

ଜାଣନ୍ତୁ ଆଜି ଦେଶରେ କଣ ରହିଛି କରୋନାର ସ୍ଥିତି

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଭାରତରେ ୧୧,୪୬୬ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। କରୋନାରୁ ଆଉ ୧୧,୯୬୧ ଲୋକ ସୁସ୍ଥ ହୋଇଥିବା ବେଳେ ମୋଟ ଲୋକଙ୍କ ସଂଖ୍ୟା ୩,୩୭,୮୭,୦୪୭କୁ ବୃଦ୍ଧି ପାଇଛି | ଏଥି ସହିତ ସକ୍ରିୟ ମାମଲା ବିଷୟରେ କଥାବାର୍ତ୍ତା, ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧…