Odia News Portal
Browsing Tag

swadhikar

ଦୂବରୁ ଦ୍ରୁମ ହେଲେ କେମିତି? କେବିଏନ୍‍ ଗୋଷ୍ଠିକୁ ଧରିବାକୁ ପୁଲିସ୍‍ ରାତି ଅନିଦ୍ରା

ଭୁବନେଶ୍ୱର : ତଥାକଥିତ ଗ୍ୟାଙ୍ଗଷ୍ଟାରଙ୍କ ମିଳିତ ମଞ୍ଚ କେବିଏନ୍‍ ଗ୍ରୁପ୍‍ ଏବେ କମିଶନରେଟ ପୁଲିସ୍‍ର ନିଦ ହଜାଇ ଦେଇଥିବାବେଳେ ଏମାନେ କିଭଳି ଦୂବ ରୁ ଦ୍ରୁମ ପାଲଟିଲେ ଓ କମିଶନରେଟ ପୁଲିସ୍‍ର ଦକ୍ଷ ବାବୁମାନେ ଏହାର ଟେର ପାଇଲେ ନାହିଁ ତାହା ଚର୍ଚ୍ଚାର ବିଷୟ ପାଲଟିଛି । ଅନେକ ଏହାକୁ…

ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢିିଛି ଦୈନିକ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୩୮୭ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୨୨୩ ଓ ସ୍ଥାନୀୟ ଅଞ୍ଚଳରୁ ୧୬୪ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସ ବର୍ଗର ୭୫ ଜଣ ଅଛନ୍ତି ।ଖୋର୍ଦ୍ଧା…

ଭୁବନେଶ୍ୱର ଏବଂ ନୟାଗଡ଼ ମଧ୍ୟରେ ଗଡିବ ମେମୁ ଟ୍ରେନ୍

ଭୁବନେଶ୍ୱର: ଭାରତୀୟ ରେଳ ଆଜି ନଭେମ୍ବର ୧୫, ୨୦୨୧ ରୁ ଭୁବନେଶ୍ୱର ଏବଂ ନୟାଗଡ଼ ଟାଉନ୍ ମଧ୍ୟରେ ମେମୁ ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି । ରେଳବାଇର ସରକାରୀ ସୂତ୍ରରୁ ପ୍ରକାଶ ଯେ ଗଋଗଟ ଟ୍ରେନ୍ ବର୍ତ୍ତମାନର ପାରମ୍ପାରିକ କୋଚ୍ ବଦଳାଇବ। ଭୁବନେଶ୍ୱରରୁ ଭୁବନେଶ୍ୱର-ନୟାଗଡ଼…

ଆଜି ନ୍ୟୁଜିଲାଣ୍ଡକୁ ଭେଟିବ ଇଂଲଣ୍ଡ

ଆବୁଧାବି: ଚଳିତ ଆଇସିସି‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ବୁଧବାର ପ୍ରଥମ ସେମିଫାଇନାଲ୍ ମ୍ୟାଚ୍‌ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ୍ ମଧ୍ୟରେ ଖେଳାଯିବ। ୨୦୧୬ ବିଶ୍ବ ‌ଟି-୨୦ ସେମିଫାଇନାଲ୍, ୨୦୧୯ ଦିନିକିଆ ବିଶ୍ବକପ୍‌ ଫାଇନାଲ୍‌ ପରେ ଏବେ ୨୦୨୧ ଟି-୨୦ ବିଶ୍ବକପ୍‌ ସେମିଫାଇନାଲ୍‌। ବିଶ୍ବକପ୍‌ର ଶେଷ…

ପବିତ୍ର ଛଟ୍ ପୂଜାରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଓ ଅଭିନନ୍ଦନ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଛଟ୍ ପୂଜା । ସୂର୍ଯ୍ୟ ପୂଜାର ପର୍ବ । ଛଟ୍ ପୂଜା ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭଗବାନ ସୂର୍ଯ୍ୟ ସବୁ ପ୍ରତିବନ୍ଧକ ଓ ବାଧାବିଘ୍ନ ଦୂର କରି ସମସ୍ତଙ୍କୁ ଶକ୍ତି ପ୍ରଦାନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ…

ଓଁ ସାଇ, ଶ୍ରୀ ସାଇ, ଜୟ ଜୟ ସାଇର ଅର୍ଥ କଣ?

ଭୁବନେଶ୍ୱର: ଶିରିଡ଼ିର ଶ୍ରୀ ସାଇବାବାଙ୍କ ଉଦ୍ଦେଶ୍ୟରେ ରଚିତ ଏହି ମନ୍ତ୍ରଟି ଏକ ସାର୍ବଜନୀନ ସ୍ୱୀକୃତ ମନ୍ତ୍ର । ବାବାଙ୍କର ସମସ୍ତ ଭକ୍ତ ଏହି ମନ୍ତ୍ର ପାଠ କରନ୍ତି । ସମସ୍ତ ହିନ୍ଦୁ ମନ୍ତ୍ରର ମୂଳ ଶବ୍ଦ ହେଉଛି ଓଁ । ଏହି ଓଁ ବ୍ରହ୍ମାଣ୍ଡର ସୃଷ୍ଟି ପ୍ରକ୍ରିୟାର ଆଦି ଶକ୍ତି । ଏହାକୁ ପ୍ରଣବ…

ସମୁଦ୍ରରେ ଜାଲ ବିଛାଉଛି ଡ୍ରାଗନ

ଭାରତକୁ ଘେରିବା ପାଇଁ ଚେଷ୍ଟା ଚଳାଇଛି ଚୀନ। ଏବେ ପାକିସ୍ତାନକୁ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ଯୋଗାଇବାରେ ଲାଗି ପଡ଼ିଛି ଡ୍ରାଗନ। ଚୀନ ଦିନକ ପୂର୍ବରୁ ପାକିସ୍ତାନୀ ନୌସେନାକୁ ଅତ୍ୟାଧୁନିକ ଟେକ୍ନୋଲୋଜିରେ ଭରପୂର Type-054 ଫ୍ରିଗ୍ରେଟ ହସ୍ତାନ୍ତର କରିଛି। ଏହି ଯୁଦ୍ଧପୋତ ଏତେ ଘାତକ…

ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାଡ

ନୂଆପଡା ତରବୋଡରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଗାଡି ଉପରକୁ ଅଣ୍ଡାମାଡ । ଅଣ୍ଡାମାଡ ସହ କଳାପତାକା ପ୍ରଦର୍ଶନ କଲେ ବିଜେପି କର୍ମୀ । ବିଏସକେୱାଇ କାର୍ଡ ବାଣ୍ଟିବାକୁ ଗଲାବେଳେ ପ୍ରତିବାଦ । ମମିତା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିରେ ଜୋରଦାର ପ୍ରତିବାଦ…

ରୋମାନ୍ସ କରୁଥିଲେ ଆୟୁଷ୍ମାନ, ଧରିଲା ପୋଲିସ

ଧରାପଡିଲେ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା। ଲୁଚା ଛପରେ ଚାଲିଥିଲା ପ୍ରେମ। ଚଣ୍ଡିଗଡରେ ସେ ଡେଟିଂ କରୁଥିଲେ। ହେଲେ ଏହି ସମୟରେ ହଠାତ ପୁଲିସ ଆସି ତାଙ୍କୁ ଧରିଛି। ପ୍ରକୃତରେ ତାଙ୍କ ଅପକମିଂ ଫିଲ୍ମ ‘ଚଣ୍ଡିଗଡ କରେ ଆଶିକି’ ଏକ ରୋମାଣ୍ଟିକ ସିନ୍‌ର ସୁଟିଂ କରୁଥିଲେ ଆୟୁଷ୍ମାନ ଏବଂ…

ଖୋର୍ଦ୍ଧାରେ କାଉ ମଡକ

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ରାଉତପଡ଼ା ଗ୍ରାମ ପଞ୍ଚାୟତର ବୋତଳାଙ୍ଗ ଗାଁରେ କାଉ ମଡ଼କ ଦେଖିବାକୁ ମିଳିଛି। ଗାଁର ଚାରିଆଡ଼େ କାଉଗୁଡ଼ିକ ମରି ପଡ଼ିଥିବା ଦେଖିବାକୁ ମିଳିଛି। ଗତ ଦୁଇ ଦିନ ହେଲା ଗାଁର ବିଭିନ୍ନ ସ୍ଥାନରେ କାଉ ମରି ପଡୁଛନ୍ତି। ତେବେ ଏଭଳି କାଉ ମଡ଼କର କାରଣ ବାର୍ଡ…