Odia News Portal
Browsing Tag

swadhikar

ଗିରଫ ହେଲେ ଅନୀଲ ଦେଶମୁଖ

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଗିରଫ । ମନି ଲଣ୍ଡରିଂ ମାମଲାରେ ୧୨ ଘଣ୍ଟା ଧରି ଅନୀଲ ଦେଶମୁଖଙ୍କୁ ପଚରାଉଚରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସେ ସନ୍ତୋଷଜନକ ଉତର ନଦେଇ ପାରିବାରୁ ତାଙ୍କୁ ଗିରଫ କରାଯାଇଛି । ବହିଷ୍କୃତି ପୋଲିସ ଅଧିକାରୀ ସଚିନ୍ ୱାଜେଙ୍କ ସହ…

କେମିତି ଚିହ୍ନିବେ ସବୁଜ ବାଣ

ଦିନକ ପରେ ଦୀପାବଳି । ବାଣ ଫୁଟାଇବାକୁ ନେଇ ଯେଉଁ ଦ୍ୱନ୍ଦ୍ୱ ଥିଲା ତାକୁ ଦୂର କରିଛନ୍ତି ହାଇକୋର୍ଟ । ଏହା ପରେ ଦୀପାବଳି, ଛଟପୂଜା ଓ କାର୍ତିକପୂର୍ଣ୍ଣିମା ପାଇଁ ରାଜ୍ୟ ସରକାର ଗାଇଡଲାଇନ ଆଣିଛନ୍ତି । ଏହି ସମୟରେ କେବଳ ସୁବଜ ବାଣ ଫୁଟାଇବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଅନ୍ୟ…

ଭିଜିଲାନ୍ସ ଜାଲରେ ଫାଣ୍ଡି ଅଧିକାରୀ

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ଜିଲ୍ଲାର ମହାବିରୋଡ ଫାଣ୍ଡି ଅଧିକାରୀ ସମରେନ୍ଦ୍ର ସାମଲ । ୭ଟି ଘର ଓ ଫାର୍ମ ହାଉସରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ଜିଲ୍ଲାର ମହାବିରୋଡ ଫାଣ୍ଡି ଅଧିକାରୀ ସମରେନ୍ଦ୍ର ସାମଲ ।…

ଛାତିରୁ ବାହାରିଲା ଲୁହା ରଡ

ହରିୟାଣା ରୋହତକ୍ ସ୍ଥିତ ପିଜିଆଇ ହସ୍ପିଟାଲରେ ଡାକ୍ତରମାନେ ଏକ ବିରଳ ଓ କଷ୍ଟସାଧ୍ୟ ଅସ୍ତ୍ରୋପଚାର କରି ଜଣେ ଯୁବକଙ୍କୁ ଛାତିରେ ପଶି ରହିଥିବା ୪୦ ଫୁଟ ଲମ୍ବର ଦୁଇଟି ଲୁହା ରଡ୍ ବାହାର କରିପାରିଛନ୍ତି । ଅପରେସନ୍ ପ୍ରକ୍ରିୟା ଦୀର୍ଘ ୫ ଘଣ୍ଟା ଧରି ଚାଲିଥିଲା । ସୋନିପତ୍ ଜିଲ୍ଲାର କରନ୍…

କଟକ ବଡ ମେଡିକାଲରୁ ୧୫ ଲକ୍ଷ ଟଙ୍କାର ଭେଣ୍ଟିଲେଟର ଚୋରି

କଟକ ବଡ଼ ଡାକ୍ତରଖାନା କୋଭିଡ ଆଉଟଡୋରରୁ ୧୫ଲକ୍ଷ ଟଙ୍କା ମୂଲ୍ୟର ଏକ ଭେଣ୍ଟିଲେଟର ମେସିନ ଚୋରି ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମରାମତି ବାହାନା କରି ଏକ ଆଉଟସୋର୍ସିଂ ସଂସ୍ଥାର ତିନି ଜଣ କର୍ମଚାରୀ ମିଳିତ ଭାବେ ଏହି ମେସିନକୁ ଚୋରି କରି ନେଇ ଡଷ୍ଟବିନରେ ରଖିବା ଓ ପରେ କେହି ନ ଥିବାର…

ଭୁବନେଶ୍ୱରରୁ ଜୟପୁର ଏବଂ ରାଜସ୍ଥାନକୁ ଉଡିବ ବିମାନ

ଭୁବନେଶ୍ୱର ଏବଂ ଜୟପୁର ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ । ଏବେ ଆପଣ ଭୁବନେଶ୍ୱରରୁ ସିଧାସଳଖ ଭାବରେ ରାଜସ୍ଥାନର ରାଜଧାନୀ ଜୟପୁରକୁ ଯାତ୍ରା କରିପାରିବେ । ଭୁବନେଶ୍ବରରେ ଏବେ ୧୧ଲକ୍ଷ ରାଜସ୍ଥାନବାସୀ ରହୁଥିବା ବେଳେ ସେମାନଙ୍କୁ ଜୟପୁର ଯିବା ପାଇଁ ଏବେ କୌଣସି ସମସ୍ୟା ହେବ ନାହିଁ ।…

ହାପି ବାର୍ଥ ଡେ କିଙ୍ଗ ଖାନ

ଆଜି ବଲିଉଡ୍ ସେନ୍ସେସନ୍ କିଙ୍ଗ ଖାନଙ୍କ ଜନ୍ମଦିନ । ୫୬ ବର୍ଷରେ ପାଦ ଥାପିଛନ୍ତି ଶାହାରୁଖ୍ ଖାନ୍ । ତଥାପି ରୋମାଣ୍ଟିକ୍ ହିରୋ ଭାବେ କୋଟି ହୃଦୟର ରାଜା ହୋଇଛନ୍ତି ଶାହାରୁଖ୍ । ଏଥିପାଇଁ ତାଙ୍କ ପାଖକୁ ଛୁଟୁଛି ଅଜସ୍ର ଶୁଭେଚ୍ଛା । ଆଉ ଏହି ଜନ୍ମଦିନରେ ତାଙ୍କୁ ମିଳିଯାଇଛି ସବୁଠୁ ବଡ ଉପହାର…

ଆଜି ପବିତ୍ର ଧନତେରାସ

ଆଜି ପବିତ୍ର ଧନତେରାସ । କାର୍ତ୍ତିକ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଧନତେରାସ ପାଳନ କରାଯାଏ । ଏହାକୁ ସୌଭାଗ୍ୟ ବା ଧନର ଦିବସ ବୋଲି କୁହାଯାଏ । ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇଁ ଏହାକୁ ପାଳନ କରାଯାଏ । ଏହି ଦିନ ଘରକୁ ପରିଷ୍କାର କରିବା ସହ କିଛି ନୂଆ ଜିନିଷ କିଣାଯାଏ । ମୁଖ୍ୟ…

ଟିକା ନେଇନଥିଲେ ଘରକୁ ଯିବେ ସ୍ୱାସ୍ଥ୍ୟକର୍ମୀ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ଟିକା ନେଇ ନ ଥିବା ଲୋକଙ୍କୁ ଖୋଜିବା ଅଭିଯାନ ଆରମ୍ଭ ହେବ । ଆସନ୍ତାକାଲିଠାରୁ ଟିକା ନେଇ ନଥିବା ଲୋକଙ୍କୁ ଖୋଜିବା ଅଭିଯାନ ଆରମ୍ଭ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଗାଁ ଗାଁରେ ଏଭଳି ଲୋକଙ୍କୁ ଖୋଜିବେ ଆଶାକର୍ମୀ…

ବିସ୍ଫୋରଣକାରୀଙ୍କୁ ଫାଶୀ ଦଣ୍ଡାଦେଶ

ପାଟନା: ବିହାର ପାଟନାର ଗାନ୍ଧୀ ମଇଦାନରେ ଆଠ ବର୍ଷ ପୂର୍ବେ ହୋଇଥିବା ବିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୯ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ କୋର୍ଟ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି ଜ୍ଝ ସୋମବାର ଏନଆଇଏ କୋର୍ଟ ହାୟଦର ଅଲି, ନୋମାନ ଅନସାରୀ, ମୁଜିବୁଲ୍ଲା ଅନସାରୀ, ଇମତିଆଜ…