Odia News Portal
Browsing Tag

swadhikar

ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ

ଭୁବନେଶ୍ୱର: ରାଜ୍ୟରେ ଗୁରୁବାର ଦିନକ ମଧ୍ୟରେ ୬୪୪ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୩୭୫ ଏବଂ ସ୍ଥାନୀୟ ସଂକ୍ରମିତ ୨୬୯ ରହିଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ପିଲା ଓ କିଶୋର ୭୨ ଜଣ ରହିଛନ୍ତି। ରାଜ୍ୟର ଅନୁଗୁଳ…

ରାଜ୍ୟରେ ଆଉ ୭ କରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଦିନକ ମଧ୍ୟରେ ଆଉ ୭ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଅନୁଗୁଳ, କଟକ, ଯାଜପୁର, ଖୋର୍ଦ୍ଧା  ଜିଲାରୁ ଜଣେ ଲେଖାଏଁ ମୃତକ ରହିଛନ୍ତି। ସେହିଭଳି ନବରଙ୍ଗପୁର, ପୁରୀ ଓ ସୁନ୍ଦରଗଡ ଜିଲାରେ ମଧ୍ୟ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।…

ଓଲଟିଲା ବସ୍, ୭ ଗୁରୁତର, ୪୦ରୁ ଅଧିକ ଆହତ

ଗଂଜାମ: ପୁଣି ଓଲଟିଲା ଯାତ୍ରୀବାହୀ ବସ୍‌। ବସ୍‌ ଓଲଟି ୭ ଗୁରୁତର, ୪୦ ଆହତ। ସୋରଡା ନିକଟ କୁଲାଙ୍ଗୀଠାରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା। ଭାରସାମ୍ୟ ହରାଇ ମଝି ରାସ୍ତାରେ ଓଲଟିଲା ନୀଳକଣ୍ଠ ନାମକ ଘରୋଇ ବସ୍। ଦୁର୍ଘଟଣାରେ ଡ୍ରାଇଭର ସମେତ ୧୨ ଆହତ ହୋଇଥିବା ଜଣାପଡିଛି।…

ଟିକାକରଣ ଆଉ ଏକ ରେକର୍ଡ କଲା ଓଡିଶା

ଭୁବନେଶ୍ୱର: ଓଡ଼ିଶା ଟିକାକରଣ କ୍ଷେତ୍ରରେ ଆଉ ଏକ ରେକର୍ଡ ସୃଷ୍ଟି କରିଛି । ଟିକାକରଣ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ମାଇଲଖୁଣ୍ଟ ଅତିକ୍ରମ କରୁଛି ଓଡିଶା । ବୁଧବାର ପୁଣି ଥରେ ରାଜ୍ୟରେ ଟିକାକରଣ ସଂଖ୍ୟା ୪ଲକ୍ଷ ଅତିକ୍ରମ କରିଛି । ଗୋଟିଏ ଦିନରେ ୪ଲକ୍ଷ ୫ହଜାର ୪୫୩ ହିତାଧିକାରୀ ଟିକା…

ଗୋଟିଏ କ୍ଲିକରେ ପଢନ୍ତୁ ୨୦ଟି ବଡ଼ ଖବର

୧-ହାଇଦ୍ରାବାଦ ବିପକ୍ଷରେ ଦିଲ୍ଲୀର ଦମଦାର ବିଜୟ । ୮ ୱିକେଟରେ ମ୍ୟାଚ୍ ଜିତିଲା ଦିଲ୍ଲୀ । ୨-ରାଜ୍ୟ ସରକାର ଗୁଡିକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ । କରୋନାରେ ମୃତ୍ୟୁ ହେଲେ ପରିବାରବର୍ଗଙ୍କୁ ଦିଆଯିବ ୫୦ହଜାର ଟଙ୍କା । ୩-ସୀମା ବିବାଦର ସମାଧାନ ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ…

ତ୍ୱଚାର ସୁନ୍ଦରତା ଲାଗି ଆପଣାନ୍ତୁ ଏହି ଘରୋଇ ଉପାୟ

ଭୁବନେଶ୍ୱର: ସମସ୍ତେ ସୁନ୍ଦର ରହିବା ଲାଗି ଚାହାଁନ୍ତି । ତ୍ୱଚାର ସୁନ୍ଦରତା ଲାଗି ଆପଣାନ୍ତୁ ଏହି ଉପାୟ । ୧ – ଏକ ଚାମଚ ମହୁରେ ଏକ ଚାମଚ ବେସନ, ଅଳ୍ପ ହଳଦୀ, ଅଳ୍ପ ଅଲିଭ ଅଏଲ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୨୦ ମିନିଟ ରଖି ଦିଅନ୍ତୁ। ୨୦ ମିନିଟ ପରେ ମୁହଁ ଧୋଇ…

ନରମିଲା ବ୍ରିଟେନ୍, କୋଭିସିଲ୍ଡକୁ ମଞ୍ଜୁରୀ

ନୂଆଦିଲ୍ଲୀ: ଭାରତର ଚେତାବନୀ ପରେ ବ୍ରିଟେନ ନିଜ ବିବାଦୀୟ ଟିକା ନୀତିରେ ପରିବର୍ତ୍ତନ କରିଛି। ବ୍ରିଟେନ ଏବେ ଏହାର ସଂଶୋଧିତ ଯାତ୍ରା ନିୟମରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କରୋନା ଟିକା ‘କୋଭିଶିଲ୍ଡ’ କୁ ସ୍ବୀକୃତି ଦେଇଛି। ତଥାପି ବ୍ରିଟେନକୁ ଯାଉଥିବା ଭାରତୀୟମାନଙ୍କୁ ୧୦ ଦିନ…

ବନ୍ଧାହେଲେ ଆଞ୍ଜେଲ ପିହୁ

ଭୁବନେଶ୍ୱର: ସହିଦନଗର ପୋଲିସ କବ୍ଜାରେ ଆଞ୍ଜେଲ ପିହୁ। ଫେସବୁକ୍ରେ ବିଛାଉଥିଲେ ମାୟାଜାଲ। ଆଉ ପୁରୁଷ ବନ୍ଧୁମାନଙ୍କୁ ହନିଟ୍ରାପରେ ଫସାଇ ଲୁଟି ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା। ଏଭଳି ଜଣେ ଆଞ୍ଜେଲ ପିହୁଙ୍କ ମାୟାଜାଲ ଭେଦକରି ତାଙ୍କୁ ଗିରଫ କରିଛି ସହିଦ ନଗର ଥାନା ପୋଲିସ। ଗିରଫ ହୋଇଥିବା…

ଶିକ୍ଷୟତ୍ରୀଙ୍କ ତଣ୍ଟି କାଟିଦେଲେ ସ୍ୱାମୀ

ବଲାଙ୍ଗୀର: ସାତଜନ୍ମ ଲାଗି ସାଥିହୋଇ ରହିବାକୁ ଅଗ୍ନିକୁ ସାକ୍ଷୀ ରଖି ବାହାହୋଇଥିଲେ । ଦୁଃଖ କଷ୍ଟ ଆସିଲେ ସାଥିରେ ରହିବାକୁ କଥା ଦେଇଥିଲେ । ନିଜ ଧର୍ମପତ୍ନୀଙ୍କ ଗଳାକାଟି ହତ୍ୟା କରିଛି ସ୍ୱାମୀ । ଇଁତଳା ବ୍ଲକ୍ ଦୁର୍ଗାପାଲି ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାଲାକୁ ମିଳିଛି ।…

ସି.ଏ ଫାଉଣ୍ଡେସନ୍ ପରୀକ୍ଷାରେ ପାସ୍ କଲେ ଜେ.ଏସ.ଏମ କଲେଜର ୩ ବିଦ୍ୟାର୍ଥୀ

ବଲାଙ୍ଗୀର: ବଲାଙ୍ଗୀର ସହରମଧ୍ୟରେ ଥିବା ଜେ,ଏସ,ଏମ,ବାଣିଜ୍ୟ ବିଭାଗ କଲେଜର ତିନୋଟି ଛାତ୍ରଛାତ୍ରୀ ଅଞ୍ଜଲି ୱାଡୱାନି,ଅନିସ୍ ଜୈନ୍ ଓ ଆସ୍ଥା ଅଗ୍ରବାଲ ସି.ଏ ଫାଉଣ୍ଡେସ୍ନ୍ ପରୀକ୍ଷା- ଜୁଲଇ ୨୦୨୧ ରେ ଉତ୍ତିନ ହୋଇ ବଲାଙ୍ଗିର ପାଇଁ ଗୌରବ ସାଜିଛନ୍ତି । ଆଗକୁ ସେମାନେ କିପରି ଏକ ଉତ୍ତମ ସି.ଏ…