କୋରିୟରରେ ଗଞ୍ଜେଇ ଚାଲାଣ କରୁଥିଲେ, ବନ୍ଧାହେଲେ ୨ ମାଫିଆ
ଭୁବନେଶ୍ୱର: ନିଶା କାରବାରର ନୂଆ ତରିକା । ଅଭିନବ ଉପାୟରେ କୋରିୟରରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ବନ୍ଧା ହେଲେ ୨ ମାଫିଆ । ରାଜଧାନୀ ଭୁବନେଶ୍ୱରରୁ ଗିରଫ ହୋଇଛନ୍ତି ଏହି ୨ ଗଞ୍ଜେଇ ଚାଲାଣକାରୀ । ସେମାନଙ୍କୁ ସହିଦନଗର ଥାନା ପୋଲିସ ଗିରଫ କରିଛି । ଭିଆରଏଲ କୋରିୟର ମାଧ୍ୟମରେ ଗଞ୍ଜେଇ!-->…
