ପଞ୍ଜଶୀର ଲଢ଼େଇରେ ୬ଶହରୁ ଅଧିକ ତାଲିବାନୀ ନିହତ
					କାବୁଲ: ଆଫଗାନିସ୍ତାନକୁ ଦଖଲ କରିବା ପରେ ତାଲିବାନର ନଜର ଏବେ ପଞ୍ଜଶୀର ଉପରେ । ପଞ୍ଜଶୀରକୁ ଦଖଲ କରିବା ପାଇଁ ଆପ୍ରାଣ ଉଦ୍ୟମ କରୁଛି ତାଲିବାନ । ହେଲେ ୬୦୦ରୁ ଅଧିକ ତାଲିବାନୀ ଏହି ଯୁଦ୍ଧରେ ପ୍ରାଣ ହରାଇଥିବାର କଥା ସାମ୍ନାକୁ ଆସିଛି । ଏହା ସହ ଏକ ହଜାରରୁ ଅଧିକ ଲୋକ ମଧ୍ୟ ଆତ୍ମସମର୍ପଣ!-->…				
						
						
			