Odia News Portal
Browsing Tag

taliban

ମହିଳାଙ୍କ ଅଭିନୀତ ଟିଭି ସୋ ଓ ଚଳଚ୍ଚିତ୍ର ଉପରେ ତାଲିବାନର କଟକଣା

କାବୁଲ: ଆଫଗାନିସ୍ତାନର ତାଲିବାନ ସରକାର ମହିଳାଙ୍କ ନିମନ୍ତେ ଆଉ ଏକ କଡା ଆଇନ ପ୍ରଣୟନ କରିଛନ୍ତି । ଟେଲିଭିଜନ କାର୍ଯ୍ୟକ୍ରମଗୁଡିକରେ ଭାଗ ନେଉଥିବା ମହିଳା ଉପସ୍ଥାପିକା ଏବଂ ଆଙ୍କରମାନେ ପରଦା ଉପରେ ମଧ୍ୟ ହିଜବ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏଥିସହିତ ଧର୍ମକୁ ଅପମାନ ପ୍ରଦର୍ଶନ…

କାବୁଲ ଡାକ୍ତରଖାନା ଉପରେ ଆକ୍ରମଣରେ ତାଲିବାନ କମାଣ୍ଡର ମୃତ

କାବୁଲ: କାବୁଲ ସେନା ହସପିଟାଲ ବିସ୍ଫୋରଣରେ ତାଲିବାନ ସେନାର ଜଣେ ଶୀର୍ଷ କମାଣ୍ଡର ମୃତ। ହକ୍କାନୀ ନେଟୱର୍କ ନେତା ଓ ବଦ୍ରି କର୍ପସ ସ୍ପେଶାଲ ଫୋର୍ସ ଅଧିକାରୀ ହମ୍‌ଦୁଲ୍ଲାହ ମୋଖଲିସ ନିହତ ହୋଇଥିବା ସୂଚନା ମିଳିଛି। ତାଲିବାନର କାବୁଲ ଦଖଲ ପରେ କୌଣସି ଶୀର୍ଷ ନେତା ପ୍ରାଣ ହରାଇଛନ୍ତି। ସେନା…

ପୁଣି ତାଲିବାନିଙ୍କ ବର୍ବରତା, ୧୩ ଜଣଙ୍କୁ ହତ୍ୟା

କାବୁଲ: ଆଫଗାନିସ୍ତାନ ଦଖଲ କରିବା ପରେ ତାଲିବାନ ପ୍ରତିଶ୍ରୁତି ଦେଇ କହିଥିଲା ଯେ ସେମାନେ ଆଉ ନିଜ କଠୋର ମୌଳବାଦୀ ନିୟମ କାନୁନ ଲାଗୁ କରିବେନି । ଲୋକଙ୍କ ଅଧିକାର ଓ ସ୍ବାଧୀନତାକୁ ସମ୍ମାନ ଦିଆଯିବ । କିନ୍ତୁ ତାଲିବାନର ଏହି ପ୍ରତିଶ୍ରୁତି ଯେ କେବଳ ଏକ ପାଣିର ଗାର ଥିଲା ତାହା ସମ୍ପ୍ରତି ଏକ…

ଆଫଗାନିସ୍ତାନରେ ଆଇପିଏଲ ପ୍ରସାରଣ ବ୍ୟାନ କଲା କାଲିବାନ

କାବୁଲ: ସାରା ବିଶ୍ୱରେ ସମସ୍ତଙ୍କ ପସନ୍ଦ ଧନୀ କ୍ରିକେଟ ଲିଗ ଆଇପିଏଲ । ଳିତ ଥର ୟୁଏଇରେ ଏହି ମ୍ୟାଚ୍ ଖେଳାଯାଇଛି। ବିଶ୍ବର ସମସ୍ତ କ୍ରିକେଟ ପ୍ରେମୀ ଫଟାଫଟ କ୍ରିକେଟର ଏହି ଶ୍ରେଷ୍ଠ ଲିଗ୍ର ମଜା ଉଠାଉଥିବା ବେଳେ ଏଥିରୁ ବଞ୍ଚିତ ହୋଇଛନ୍ତି ଆଫଗାନିସ୍ତାନ ବାସୀ। କାରଣ ଆଫଗାନିସ୍ତାନରେ…

ଶପଥ ଗ୍ରହଣ ଉତ୍ସବ ପାଳନ କରିବନି ତାଲିବାନ

କାବୁଲ: ଆଫଗାନିସ୍ତାନରେ ତାଲିବାନ ସରକାର । ନୂଆ ସରକାର ଗଠନ ନିମନ୍ତେ ହେଉଥିବା ଶପଥ ପାଠ ଉତ୍ସବକୁ ତାଲିବାନ ବନ୍ଦ କରିବାର ନିଷ୍ପତ୍ତି ଗ୍ରହଣ କରିଛି । ଶପଥ ଉତ୍ସବ କଲେ ଅଯଥା ଅର୍ଥ ଖର୍ଚ୍ଚ ହେବ ବୋଲି କାରଣ ଦର୍ଶାଇ ତାଲିବାନ ଉତ୍ସବକୁ ବନ୍ଦ କରିଛି । ଏହାପୂର୍ବରୁ ଆମେରିକାରେ ହୋଇଥିବ…

ସାମ୍ବାଦିକଙ୍କୁ ଅକଥନୀୟ ନିର୍ଯାତନା

କାବୁଲ: ଆଫଗାନିସ୍ତାନକୁ ତାଲିବାନ ଫେରିବା ପରେ ଲୋକମାନେ ଦେଶ ଛାଡିବାକୁ ବାଧ୍ୟ ହେଉଛନ୍ତି ଏବଂ ବର୍ତ୍ତମାନ ତାଲିବାନ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରିଛି । ଏହା ପରେ ସାଧାରଣ ଲୋକମାନେ ବହୁତ ଚିନ୍ତିତ ଅଛନ୍ତି । ଗତ କିଛି ଦିନ ହେବ କାବୁଲ ସମେତ ବିଭିନ୍ନ ସହରରେ ତାଲିବାନ ବିରୋଧରେ…

ତାଲିବାନରେ ଜାରିହେଲା ଫତୱା

କାବୁଲ: ତାଲିବାନ ଆତଙ୍କି ଗୋଷ୍ଠୀ ଆଫଗାନିସ୍ତାନରେ ସରକାର ଗଠନ ଘୋଷଣା କରିବାର ଦିନକ ପରେ ନିଜର କଠୋର ଶାସନ ଆରମ୍ଭ କରିଦେଇଛନ୍ତି। ତାଲିବାନର ଆତଙ୍କରାଜ ସହିତ ପାକିସ୍ତାନୀ ଆତଙ୍କି ଗୋଷ୍ଠୀ ଏବଂ ପାକ ସୈନ୍ୟମାନେ ଆଫଗାନିସ୍ତାନରେ ଉପସ୍ଥିତ ରହି ପଞ୍ଜଶିରରେ ଲଢେଇ କରିବା ଏବଂ ତାଲିବାନକୁ…

ଆଫଗାନିସ୍ଥାନ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଝିରେ ଲାଗିଲା ପରଦା

କାବୁଲ: ପଞ୍ଜଶୀରରେ ପତାକା ଉଡ଼ାଇବା ପରେ ଯୁଦ୍ଧ ବିରାମ ଘୋଷଣା କରିଛି ତାଲିବାନ। ଏପଟେ ଆଫଗାନିସ୍ତାନରେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହୋଇଛି। ବିଶ୍ୱ ବିଦ୍ୟାଳୟ ଗୁଡ଼ିକରେ ପୁଣିଥରେ କ୍ଲାସ୍ ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ ପାଠ ପଢ଼ିବା ବି ଆରମ୍ଭ କରିଛନ୍ତି। ହେଲେ ଶ୍ରେଣୀ ଗୃହର…

ପଞ୍ଜଶିର କବଜା କଲା ତାଲିବାନ

କାବୁଲ:ବଢ଼ୁଛି ତାଲିବାନିଙ୍କ ଆତଙ୍କ । ପଞ୍ଜଶିର ପ୍ରଦେଶକୁ ତାଲିବାନ ସମ୍ପୂର୍ଣ୍ଣ କବଜା କରିଛି । ଆଫଗାନିସ୍ଥାନର ସମସ୍ତ ଅଞ୍ଚଳକୁ କବଜା କାରିବା ପରେ ତାଲିବାନ ପଞ୍ଜଶିରକୁ କବଜା କରିବାରେ ଅସମର୍ଥ ରହିଥିଲା । ମାତ୍ର ଆଜି ତାଲିବାନ ସେଠାରେ ବିଜୟର ବାନା ଉଡାଇଛି । ଏନେଇ ତାଲିବାନ ମିଲିଟାରୀ…

ପଞ୍ଜଶୀର ଲଢ଼େଇରେ ୬ଶହରୁ ଅଧିକ ତାଲିବାନୀ ନିହତ

କାବୁଲ: ଆଫଗାନିସ୍ତାନକୁ ଦଖଲ କରିବା ପରେ ତାଲିବାନର ନଜର ଏବେ ପଞ୍ଜଶୀର ଉପରେ । ପଞ୍ଜଶୀରକୁ ଦଖଲ କରିବା ପାଇଁ ଆପ୍ରାଣ ଉଦ୍ୟମ କରୁଛି ତାଲିବାନ । ହେଲେ ୬୦୦ରୁ ଅଧିକ ତାଲିବାନୀ ଏହି ଯୁଦ୍ଧରେ ପ୍ରାଣ ହରାଇଥିବାର କଥା ସାମ୍ନାକୁ ଆସିଛି । ଏହା ସହ ଏକ ହଜାରରୁ ଅଧିକ ଲୋକ ମଧ୍ୟ ଆତ୍ମସମର୍ପଣ…