Odia News Portal
Browsing Tag

teacher

ସେପ୍ଟମ୍ବର ୫ ସୁଦ୍ଧା ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ଟୀକାକରଣ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି କରୋନା ଟୀକାକରଣ । ଏହାସହିତ ସେପ୍ଟମ୍ବର ମାସ ୫ ତାରିଖ ସୁଧା ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ଟୀକାକରଣ କରିବା ନେଇ କେନ୍ଦ୍ରରୁ ନିର୍ଦ୍ଦେଶ ଆସିଛି । ଏହି ଟୀକାକରଣରେ ଉଭୟ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ କାର୍ୟ୍ୟ କରିବେ । ହେଲେ ଏପର୍ୟ୍ୟନ୍ତ…

ଗୁରୁ ଦିବସ ପୂର୍ବରୁ ସବୁ ଶିକ୍ଷକଙ୍କୁ କରୋନା ଟିକା

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଭିତରେ ବିଭିନ୍ନ ରାଜ୍ୟରେ ସ୍କୁଲ ଖୋଲିବାରେ ଲାଗିଛି। ଏହି ସମୟରେ ସଂକ୍ରମଣ ବଢ଼ିବାର ଆଶଙ୍କା ଥିବାରୁ ସବୁ ଶିକ୍ଷକଙ୍କୁ ଟିକା ଦେବାକୁ ଅଣ୍ଟା ଭିଡ଼ିଛନ୍ତି କେନ୍ଦ୍ର ସରକାର। ଶିକ୍ଷକଙ୍କୁ ପ୍ରାଥମିକତା ଭିତ୍ତିରେ ଗୁରୁ ଦିବସ ପୂର୍ବରୁ ଟିକା ଦେବାକୁ ଆଜି…

ରାଜ୍ୟରେ ୧୧,୦୦୦ ଶିକ୍ଷକଙ୍କୁ ନିଯୁକ୍ତି ଦେବେ ସରକାର

ରାଜ୍ୟରେ ୧୧,୦୦୦ ଶିକ୍ଷକଙ୍କୁ ନିଯୁକ୍ତି ଦେବେ ସରକାର । ରାଜଧାନୀରେ ଟ୍ରେନିଂ ବେରୋଜଗାରୀ ଶିକ୍ଷକ ସଂଘ କ୍ୱାଲିଫାଏଡ୍ ହିନ୍ଦୀ ଏବଂ ସଂସ୍କୃତ ଅଧୀନରେ ଶିକ୍ଷକମାନଙ୍କ ନିକଟରେ ହୋଇଥିବା ବିରୋଧ ପରେ ଓଡିଶା ସରକାର ମଙ୍ଗଳବାର ସ୍ପଷ୍ଟ କରିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ…

ଡାର୍ଟି ଟିଚର, ନାଳୁଆ ଶିକ୍ଷକଙ୍କୁ ଚପଲରେ ସେକିଲେ ଶିକ୍ଷୟିତ୍ରୀ

କେନ୍ଦୁଝର: ପିଲାଙ୍କୁ ଭଲ ବାଟ ବାଟ ଦେଖାଉଥିବା ଶିକ୍ଷକ ନିଜେ ଗଲେ ଅବାଟରେ । ସ୍କୁଲରେ ଶିକ୍ଷୟିତ୍ରୀଙ୍କୁ ଖରାପ ବ୍ୟବହାର କରି ଜେଲଗଲେ ଶିକ୍ଷକ । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ରୁଦ୍ରନାରାୟଣପୁର ବିଦ୍ୟାଳୟରୁ ଆସିଛି ଏଭଳି ଲଜ୍ଜା ଖବର । ଜଣେ ଅବିବାହିତ ଶିକ୍ଷୟିତ୍ରୀଙ୍କୁ…

ଆତ୍ମହତ୍ୟା କଲେ ସ୍କୁଲ ଶିକ୍ଷକ

ନୂଆଦିଲ୍ଲୀ : ବିଷାଦଗ୍ରସ୍ତ କଲା ମହମାରୀ । ଆତ୍ମହତ୍ୟା କଲେ ଘରୋଇ ସ୍କୁଲ ଶିକ୍ଷକ । ରାଜଧାନୀ ଦିଲ୍ଲୀରେ ଜଣେ ସ୍କୁଲ ଶିକ୍ଷକ ଆତ୍ମହତ୍ୟା କରିବା ପରେ ଚାରିଆଡ଼େ ହଇଚଇ ସୃଷ୍ଟି ହୋଇଛି । ବିଗତ ଦୁଇ ବର୍ଷ ଧରି ବେତନ ନମିଳିବାରୁ ଚିନ୍ତାରେ ଥିଲେ ଶିକ୍ଷକ । ଲକଡାଉନ୍ ସମୟରେ ଘର ଚଳାଇବା…

ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଦୁଇ ଶିକ୍ଷକ ମିଶି ଦୁଷ୍କର୍ମ, ନାବାଳିକା ଗର୍ଭବତୀ

ରାଜସ୍ଥାନ: ପୁଣି ଲାଗିଲା ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କର ଛିଟା । ବିଭିନ୍ନ ପ୍ରଲୋଭନ ଦେଖାଇ କ୍ଳାସ ରୁମରେ ଦୁଇଜଣ ଶିକ୍ଷକ ମିଶି ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ସହ କରିଛନ୍ତି ଦୁଷ୍କର୍ମ । ନାବାଳିକା ଗର୍ଭବତୀ ହେବା ପରେ ସବୁ ସତ ଜଣା ପଡିଛି । ରାଜସ୍ଥାନ ଯୋଧପୁର ଜିଲ୍ଲା ଶେରଗଡ଼ ଥାନା…

କରୋନାରେ କାର୍ଯ୍ୟରତ ଶିକ୍ଷକଙ୍କ ମୃତ୍ୟୁ

ବେଗୁନିଆ: ରାଜ୍ୟରେ କରୋନା ସଂକ୍ରମଣ କମିଥିବା ବେଳେ ପ୍ରତିଦିନ ଯାଉଛି ଅନେକଙ୍କ ଜୀବନ । ଏହାରି ଭିତରେ ଜଣେ କାର୍ଯ୍ୟରତ ଶିକ୍ଷକଙ୍କ କରୋନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବେଗୁନିଆ ବ୍ଲକ ଡିଙ୍ଗର ପଞ୍ଚାୟତ ଅନ୍ତର୍ଗତ ଲେହଙ୍ଗ ପ୍ରାଥମିକ ବିଦ୍ୟାଳୟରେ କାର‌୍ୟ୍ୟରତ ଶିକ୍ଷକ…